Movie prime

ଭଗବାନଙ୍କ ନାମ ଚିନ୍ତା କରି ବାଛନ୍ତୁ ଗୋଟିଏ ଫୁଲ ଆଉ ଜାଣନ୍ତୁ ଭଗବାନ ଆପଣଙ୍କ ପାଇଁ କଣ ରଖିଛନ୍ତି

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ପାଇ ପାରୁଛନ୍ତି । ଏହି ଭିଡିଓରେ ଆପଣମାନେ ଗୋଟିଏ ଫୁଲ ବାଛନ୍ତୁ । ଆଉ ଭଗବାନ ଆପଣଙ୍କ ପାଇଁ କଣ ସବୁ ବାଛିଛନ୍ତି ତାହା ଜାଣନ୍ତୁ ।
ଆପଣ ଏହି ସ୍କ୍ରିନ ଉପରେ ଦୁଇଟି ପଦ୍ମ ଫୁଲ ଦେଖୁଛନ୍ତି ଆଉ ଯାହା ମାଆ ଲକ୍ଷ୍ମୀଙ୍କର ପ୍ରିୟ ଅଟେ । ଏହି ଭିଡିଓ ମାଧ୍ୟମରେ ଏଭଳି ଅନେକ କଥା କୁହାଯାଇଛି ଯାହା ଆପଣଙ୍କ କାମରେ ଆସିବ । ଦୁଇଟି ଫୁଲ ସହିତ ଦୁଇଟି ସଂଖ୍ୟା ମଧ୍ୟ ଦିଆଯାଇଛି ଏହି ଭିତରୁ ଗୋଟିଏ ବାଛନ୍ତୁ ଆଉ ନିଜ ଭବିଷ୍ୟତ ବିଷୟରେ ଜାଣନ୍ତୁ ।
Hh
ଭଗବାନ ଆପଣଙ୍କ ପାଇଁ କଣ ସବୁ ଲେଖିଛନ୍ତି ସେହି ବିଷୟରେ ଜାଣି ରଖନ୍ତୁ । ଆଗରୁ ଆପଣଙ୍କ ସହିତ କଣ ସବୁ ଘଟୁଥିଲା ଆଉ ଏବେ ଆପଣଙ୍କ ଦିନ କିଭଳି ରହିବ ସେହି ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣି ରଖନ୍ତୁ । ଏହି ଭିଡିଓ ସମ୍ପୂର୍ଣ୍ଣ ଦେଖିଲେ ଆପଣ ଆପଣଙ୍କ ଭବିଷ୍ୟତ ବିଷୟରେ ଜାଣିପାରିବେ । 
୧ ନମ୍ବର/ଧଳା ରଙ୍ଗର ଫୁଲ - ଯଦି ଆପଣ ୧ ନମ୍ବର ସଂଖ୍ୟା ବା ଧଳା ଫୁଲଟିକୁ ଚୟନ କରିଛନ୍ତି ତାହେଲେ ଆପଣଙ୍କର ଯେଉଁମାନେ ଗୁପ୍ତ ଶତ୍ରୁ ଥିଲେ ସେମାନେ ହାରି ଯାଇଛନ୍ତି । ଆପଣଙ୍କ ସହିତ ଯୋଗାଯୋଗ କରିବା ପାଇଁ ସେ ରାସ୍ତା ପରିଷ୍କାର କରୁଛନ୍ତି । ସେମାନଙ୍କ ସହିତ ଆପଣମାନେ ସହଜରେ ମିଶିପାରିବେ ।
Hh
ସଦା ସର୍ବଦା ସତର୍କତା ରୁହନ୍ତୁ । ଚିନ୍ତା ପରିହାର କରନ୍ତୁ । ସକାଳ ଏବଂ ସନ୍ଧ୍ୟା ସମୟରେ ଓମ୍ ନମଃ ଭଗବତେ ବସୁଦେବାୟ ନମଃ ୧୧ ଥର ଜପ କରନ୍ତୁ । ଆପଣଙ୍କ ସମସ୍ତ କାର୍ଯ୍ୟରେ ଅସଫଳ ଦେଖା ଦେଉଛି । କାର୍ଯ୍ୟରେ ଅସଫଳତା ମିଳୁଛି । ସନ୍ତାନ ମାନଙ୍କ ପାଇଁ କଷ୍ଟ ଭୋଗ କରୁଛନ୍ତି । ଆପଣ ଋଣ ମୁକ୍ତ ହୋଇଯିବେ ।
୨ ନମ୍ବର/ନାଲି ରଙ୍ଗର ଫୁଲ - ଯଦି ଆପଣମାନେ ନାଲି ରଙ୍ଗର ଫୁଲ ହ ୨ ନମ୍ବର ସଂଖ୍ୟା ଚୟନ କରିଛନ୍ତି ତାହେଲେ ଆପଣଙ୍କ କାର୍ଯ୍ୟ ସଫଳ ହେବ । ଆପଣ ଯେତେ ସତର୍କତା ସହିତ ରହିଲେ ମଧ୍ୟ ଆପଣଙ୍କ ସମ୍ମାନ ବଞ୍ଚାଇ ପାରୁ ନାହାଁନ୍ତି । ଆପଣ ଅନେକ ଗୋପନୀୟ କାର୍ଯ୍ୟରେ ସଂଶ୍ଳିଷ୍ଟ ଅଛନ୍ତି । ଆପଣ ଘୋର ଚିନ୍ତାରେ ପଡିଛନ୍ତି । ଆପଣ ଆଗକୁ କଦମ ଘଟିବ ଭାବି ଚିନ୍ତା କରୁଛନ୍ତି ।
ଆପଣଙ୍କ ଦୁଃଖ ସେମିତି ରହିଛି । ଆପଣଙ୍କ ଭାଗ୍ୟ ନିରାଡମ୍ବର ଆଉ ମଧ୍ୟମ ଅଟେ । ଭଗବାନ ଆପଣଙ୍କର ମଙ୍ଗଳ କରିବେ । ଶରୀରରେ ରୋଗ ଯନ୍ତ୍ରଣା ଦେଖା ଦେଉଛି । ଆପଣଙ୍କ ସମସ୍ୟା ଦୂର ହେବ । ଆପଣ ସର୍ବଦା ଭଗବାନ ଜଗନ୍ନାଥଙ୍କ ଆରାଧନା କରନ୍ତୁ ଶୁଭ ଫଳ ମିଳିବ । ଆପଣ ଅରୁଆ ଚାଉଳ ଏବଂ ଧଳା ବସ୍ତ୍ର ବ୍ରାହ୍ମଣକୁ ଦାନ କରନ୍ତୁ ଶୁଭ ଫଳ ମିଳିବ ।