Movie prime

ବାଛନ୍ତୁ ଗୋଟିଏ ନମ୍ୱର୍ ପ୍ରଭୁ ବଜରଙ୍ଗବାଲି ଦେବେ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଖନ୍ତୁ

 
Gg
ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ୧ରୁ ୯ ସଂଖ୍ୟା। ଧ୍ୟାନ ରଖିବେ ଆପଣ ସଂଖ୍ୟା ବାଛିବା ସମୟରେ ଭଗବାନ ହନୁମାନ ଙ୍କ ନାମ ନିଅନ୍ତୁ। ଆଖି ବନ୍ଦ କରି ହାତ ର ତର୍ଜନୀ ଆଙ୍ଗୁଠି ରଖିକି ବାଛନ୍ତୁ। ଏହା ପରେ ଆପଣ ନିଜର ଭବିଷ୍ୟତ ଜାଣି ପାରିବେ। ଆଖି ବନ୍ଦ କରି କୌଣସି ଗୋଟେ ସଂଖ୍ୟା ବାଛନ୍ତୁ ଓ ଜାଣନ୍ତୁ ଆପଣଙ୍କ ଭାଗ୍ୟ। 
1- ଯଦି ଆପଣ ୧ ନମ୍ବର ବାଛିଛନ୍ତି ତେବେ ଆପଣଙ୍କର ସୌଭାଗ୍ୟ ହୀନତାର ସମୟ ଚାଲୁଅଛି। ଶରୀରରେ ରୋଗ ଯନ୍ତ୍ରଣା ଓ କଷ୍ଟ ଭୋଗ କରୁଛନ୍ତି। ଯାହା ଅର୍ଥ ଆସୁଛି ତାହା ଚାଲି ଯାଉଛି।
Gg
2- ଆପଣଙ୍କୁ ୨ ନମ୍ବର ସଂଖ୍ୟାଟି ପସନ୍ଦ ଆସିଥିଲେ ଆପଣଙ୍କର ବର୍ତ୍ତମାନ ଗ୍ରହ ଦଶା ଭଲ ନାହିଁ। ବହୁ ଅର୍ଥ ବ୍ୟୟ ହୋଇ ଯାଇଛି। ପାରିବାରିକ ଆସନ୍ତି ଦେଖା ଯାଉଛି। ଆପଣଙ୍କ ପାଇଁ ମଙ୍ଗଳମୟ ସମୟ ଆସୁଛି।
3- ଆପଣ ୩ ନମ୍ବରଟି ବାଛିଛନ୍ତି ତେବେ ଶରୀର ଆରୋଗ୍ଯ ଲାଭ ହେବ। ଯାହା ଚିନ୍ତା କରୁଛନ୍ତି ତାହା କରିବେ। ସର୍ବ କାର୍ଯ୍ୟରେ ସିଦ୍ଧି ଲାଭ କରିବେ। କମ ସମୟରେ ସବୁ କାମ ପ୍ରାପ୍ତ ହେବ।ଏଥର ଶତ୍ରୁ ପରାଜୟ ହେବେ।
Gh
4- ଆପଣ ପ୍ରଥମ ନଜରରେ ୪ ନମ୍ବରଟି ବାଛିଛନ୍ତି ତେବେ ଆପଣଙ୍କର ବର୍ତ୍ତମାନ ସମୟ ବିପଦମୟ ରହିଛି। ଏବଂ ନାନା ବିବାଦ ଲାଗିଛି ଆଉ ସମ୍ମାନ ହାନି ହେଉଛି ଏହାସହିତ ଲୋକେ ଆପଣଙ୍କୁ ମାନୁ ନାହାନ୍ତି।
5- ଆପଣ ୫ ନମ୍ବରଟି ବାଛିଥିଲେ। ପରିବାରରେ ଯେଉଁ ରୋଗ ସମସ୍ଯା ଚାଲିଛି ତାହା ଦୂର ହେବ। ଜାତକରେ ୩ଟି ଗ୍ରହ ଦୁର୍ବଳ ଅଛନ୍ତି। ସନ୍ତାନଙ୍କ ପାଇଁ ସୁଖ ପାଇଁ ବ୍ୟଥିତ ଅଛନ୍ତି। ଚିନ୍ତା ଦୂର ହେବ। ମହାଦେବଙ୍କ ଦର୍ଶନ କରିଲେ ମନ୍ଦ ଦଶା ଶେଷ ହେବ।
6- ୬ ନମ୍ବରକୁ ଯେଉଁ ମାନେ ବାଛିଛନ୍ତି ଆପଣଙ୍କର ଜୀବ ପାଇଁ ଯେଉଁ ଚିନ୍ତାରେ ଅଛନ୍ତି ତାହା ଦୂର ହେବ। ସବୁ ବିପଦରୁ ତ୍ରାହି ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ଗ୍ରହ ପୀଡା ଦୂର ହେବ। ଶତ୍ରୁ ପରାଜୟ ବରଣ କରିବେ। ଆଗାମୀ ମାସରେ କର୍ମ ର ଉନ୍ନତି ହେବ। ଆପଣଙ୍କର ଭାବନା ଅଧିକ ରହିଛି।
Hh
7- ଆପଣ ୭ ନମ୍ବରଟି ବାଛିଛନ୍ତି ଆପଣଙ୍କ ଜୀବନରେ ମନ୍ଦ ଗ୍ରହ ବାଧା ସୃଷ୍ଟି କରୁଛନ୍ତି। ଏହାର ଫଳ ସ୍ୱରୂପ ଆପଣ ପୀଡା ପାଉଛନ୍ତି। ଅର୍ଥ ହାନି, ଅସମ୍ମାନ ହେଉଛି। ଦୈନଦିନ ଶିବ ଦର୍ଶନ କରନ୍ତୁ।
8- ୮ ନମ୍ବରକୁ ବାଛିଥିବା ବ୍ୟକ୍ତିଙ୍କର ଶୁଭ ସମୟ ଆସିଗଲାଣି। ବ୍ଯାକୁଳତା ଦୂର ହେବ। ରୋଗରେ ପଡି ଅର୍ଥ ବ୍ୟୟ କରିଲେ। ମାନ ସମାନ ହରାଇଛନ୍ତି।
9- ଆପଣ ୯ ସଂଖ୍ୟାକୁ ବାଛିଛନ୍ତି ତେବେ ମନରେ ଥିବା ଚିନ୍ତାକୁ ପରିହାର କରନ୍ତୁ। କ୍ଷତି ହୋଇଥିବା ଟଙ୍କା ପଇସା ଫେରି ପାଇବେ। ପାରିବାରିକ ସମସ୍ୟାର ନିବାରଣ ହେବ। ସ୍ତ୍ରୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ।