Movie prime

ବାଛନ୍ତୁ ୧୦ ଟି ମଧ୍ୟରୁ ଗୋଟିଏ ହୃଦୟ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଦିନର ଭବିଷ୍ୟତ ରହିବ କିପରି

 
Ggu
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ କାହାର ନାଁ ଭାବି ଗୋଟିଏ ନମ୍ୱର ବାଛନ୍ତୁ ଆଉ ଏହି ନମ୍ବର ଦ୍ଵାରା ଅନେକ କିଛି ଜାଣିପାରନ୍ତୁ । ଗୋଟିଏ ପୁଅ ଅନେକ ଝିଅଙ୍କ ଭିତରୁ ଗୋଟିଏ ଝିଅକୁ ଦେଖି ତା ମନରେ ଅନେକ କଥା ଭବିଥାଏ । ସେମାନେ ତାଙ୍କ ମନରେ ଅନେକ ଆଶା ରଖିଥାନ୍ତି ।
Vv
ଯୁବକ ଜଣକ ଭାବିଥାନ୍ତି କି ଏହି ଝିଅ ତାଙ୍କୁ ଭଲ ପାନ୍ତା କି ? ସେହି ଝିଅ ନିଜେ ଆସି କଥା ହୋଇଥାନ୍ତା କି? ଏଭଳି ଗୋଟିଏ ଝିଅ ମଧ୍ୟ ଅନେକ କଥା ଭାବିଥାଏ । ଆଉ ଏହି ମୋବାଇଲ୍ ସ୍କ୍ରିନରେ ଝିଅ ନାଁ ଭାବି ୧ ରୁ ୧୦ ମଧ୍ୟରେ ଥିବା ସଂଖ୍ୟା
ବାଛନ୍ତୁ ଆଉ ଏହି ସଂଖ୍ୟା ମାଧ୍ୟମରେ ଆପଣ ଜାଣନ୍ତୁ ଅନେକ କଥା । ଆଉ ଏହି ଭିଡିଓ ଆପଣଙ୍କୁ ଅନେକ କଥା ଜଣାଇବା ସହ ଆପଣଙ୍କ ମନରେ ଅନେକ କଥା ସୃଷ୍ଟି କରିବ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣନ୍ତୁ । 
ଆପଣମାନେ ଯଦି ୧ ନମ୍ବର ବାଛିଛନ୍ତି ତାହେଲେ ସେ ଆପଣଙ୍କୁ ନେଇ ବହୁତ ଭାବୁକ ହୋଇଥାନ୍ତି । ଯଦି ଆପଣ ୨ ନମ୍ବର ବାଛିଛନ୍ତି ତାହେଲେ ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି । ଆପଣମାନେ ଯଦି ୩ ନମ୍ବର ବାଛିଛନ୍ତି ତାହେଲେ ସେ ଆପଣଙ୍କୁ ବହୁତ ଖୋଜୁଛନ୍ତି ।
Bh
ଆପଣମାନେ ଯଦି ୪ ନମ୍ବର ବାଛିଛନ୍ତି ତାହେଲେ ସେ ଆପଣଙ୍କ ଉପରେ ରାଗିଛନ୍ତି । ଯଦି ଆପଣମାନେ ୫ ନମ୍ବରକୁ ବାଛିଛନ୍ତି ତାହେଲେ କେବେ ଆପଣ ତାକୁ ହରାଇବାକୁ ଚାହୁଁ ନାହାଁନ୍ତି । 
ଯଦି ଆପଣ ୬ ନମ୍ବରକୁ ବାଛିଛନ୍ତି ତାହେଲେ ଦୁହେଁ ଦୁହିଁ ଜଣଙ୍କୁ ବହୁତ ଭଲ ପାଉଛନ୍ତି । ଯଦି ଆପଣ ୭ ନମ୍ବରକୁ ଚୟନ କରିଛନ୍ତି ତାହେଲେ ସେ ଆପଣଙ୍କୁ କିଛି କଥା କହିବାକୁ ଚାହୁଁଛନ୍ତି । ଆପଣମାନେ ଯଦି ୮ ନମ୍ବରକୁ ଚୟନ କରିଛନ୍ତି ତାହେଲେ ଆପଣ ତାଙ୍କ ପାଇଁ ବହୁତ ଖାସ ଅଟନ୍ତି ।
ଆପଣମାନେ ଯଦି ଏହି ନମ୍ବର ଭିତରୁ ୯ ନମ୍ବରକୁ ବାଛିଛନ୍ତି ତାହେଲେ ସେ କେବେ ହେଲେ ଆପଣଙ୍କୁ ଧୋକା ଦେବାକୁ ଚାହିଁବେ ନାହିଁ । ଯଦି ଆପଣ ୧୦ ନମ୍ବରକୁ ବାଛିଛନ୍ତି ତାହେଲେ ସେ ଆପଣଙ୍କୁ ବହୁତ ମାନି ଥାଆନ୍ତି ।