Movie prime

ବାଛନ୍ତୁ ୨ଟି ମଧ୍ୟରୁ ଗୋଟିଏ ଆଉ ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଗାମୀ ଦିନର ଭବିଷ୍ୟତ

 
Gt
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କୌଣସି ବ୍ୟକ୍ତିର ପସନ୍ଦ ତାର ବିଚାର ଓ ସ୍ଵଭବର ଆଇନା ହୋଇଥାଏ। ବ୍ଯକ୍ତିର ପସନ୍ଦ ନାପସନ୍ଦ ତାର ସ୍ଵଭାବର ଚରିତ୍ରରୁ ଜଣା ପଡିଥାଏ। ପ୍ରତେକ ବ୍ୟକ୍ତି ଜୀବନରେ କିଛି ନା କିଛି ଗୁପ୍ତ ରହସ୍ୟ ରହିଥାଏ। ଯାହା ସେ ଅନ୍ୟ ଆଗରେ ପ୍ରକାଶ କରିପାରେ ନାହି।
କାରଣ ବ୍ୟକ୍ତି ଜୀବନରେ ଏମିତି କିଛି ଘଟିଥାଏ ଯାହା ଅନ୍ୟକୁ କହିବା ଉଚିତ ହୋଇ ନଥାଏ। ତେବେ ବନ୍ଧୁଗଣ ଏହିଠାରେ ୨ଟି ଦୀପ ରହିଛି ଏହା ମଧ୍ୟରୁ ନିଜର ପ୍ରଥମ ନଜରରେ ଗୋଟିଏ ଦୀପ ବାଛିନିଅନ୍ତୁ ଏବଂ ଜଣାନ୍ତୁ ଆପଣଙ୍କ ଭବିଷ୍ୟତ ବିଷୟରେ କିଛି ଖାସ କଥା।
Hy
୧- ପ୍ରଥମ ଦୀପ : ଯଦି ଆପଣ ପ୍ରଥମ ଦୀପ ଚୁଜ କରିଛନ୍ତି ତେବେ ଆପଣ ପଇସା ମାମଲାରେ ଧ୍ୟାନ ରଖିବାର ଅଛି। ବ୍ୟର୍ଥ ଜିନିଷ ଉପରେ ପଇସା ଖର୍ଚ୍ଚ କରନ୍ତୁ ନାହି। କୌଣସି ବ୍ୟକ୍ତିକୁ ଆପଣ କିଛି ସମୟ ପୂର୍ବେ କଥା ଦେଇଥିଲେ ତାହା ପୁରା କରିବାକୁ ଚେଷ୍ଟା କରିବେ।
ନିଜର ବ୍ୟକ୍ତିତ୍ବକୁ ବଦଳାଇବାକୁ ଚେଷ୍ଟା କରନ୍ତୁ କିମ୍ବା ପଜେଟିଭ ଚିନ୍ତାଧାରା କରନ୍ତୁ।ଆପଣଙ୍କୁ କେହି ପଇସା ମାଗୁଛନ୍ତି ତେବେ ଭାବି ଚିନ୍ତି ଦିଅନ୍ତୁ। ଆପଣଙ୍କ ଭିତରେ ବହୁତ ଜଲ୍ଦି ରାଗ ଆସୁଛି। ସବୁ କିଛି ପଜେଟିଭ ନିଅନ୍ତୁ।
ଆଧ୍ୟାତ୍ମିକ କ୍ଷେତ୍ରରେ ଆପଣଙ୍କର ରୁଚି ରହିବ। ଆପଣ ଚେଷ୍ଟା କରିବା ପରେ ବି ନେଗେଟିଭ ଆସୁଛି ତଥାପି ଆପଣ ଚେଷ୍ଟା ଜାରି ରଖନ୍ତୁ। ଆଧ୍ୟାତ୍ମିକ କ୍ଷେତ୍ରରେ ନିଜକୁ ନିୟୋଜିତ କରନ୍ତୁ। ଅନେକ ପ୍ରଶ୍ନର ଉତ୍ତର ଆପଣ ନିଜେ ଜାଣିପାରିବେ।
Hh
୨- ଦ୍ଵିତୀୟ ଦୀପ: ଯଦି ଆପଣ ଦ୍ଵିତୀୟ କାର୍ଡ ଚୟନ କରିଛନ୍ତି ଆଗାମୀ ୭ ଦିନରେ ସମୟ ଆପଣଙ୍କ ପକ୍ଷରେ ରହିବ। ଯେଉଁ ବଡ ଲକ୍ଷ୍ୟ ପ୍ରତି ଆପଣ କାମ କରିବାକୁ ଚାହୁଁଛନ୍ତି ସେଥିରେ ସଫଳ ହେବେ। କ୍ଯାରିୟରକୁ ନେଇ ନୂଆ ନୂଆ ଅବସର ମିଳିବ।
ପୁରୁଣା କର୍ମର ଫଳ ଆପଣଙ୍କୁ ଭୋଗିବାକୁ ପଡିବ। ଅଶାନ୍ତିର କାରଣ ଆପଣଙ୍କୁ ଜଣା ପଡିବ ଏହା ପରେ ତାହା ଦୂର କରିବାକୁ ରାସ୍ତା ବାହର କରିବେ। ପରିବାରରେ ଯାହା ବି ସମସ୍ଯା ରହିଛି ତାହା ନିଶ୍ଚୟ ଦୂର ହେବ। ଏବେ ନିଜ କାମରେ ଧ୍ୟାନ ଦିଅନ୍ତୁ।
ଆପଣଙ୍କ ଧ୍ୟାନ ଭ୍ରମିତ ହେବାର ନଜର ଆସୁଛି। ମନକୁ ନିୟନ୍ତ୍ରଣ ରଖନ୍ତୁ। କାରଣ ଯେଉଁ ବ୍ୟକ୍ତି ମନକୁ କାବୁ କରି ପାରିଲା ସେ ଜୀବନରେ ବଡ ସଫଳତା ହାସଲ କରିପାରେ। ଯେଉଁ କଥା ପାଇଁ ଆପଣ ଚିନ୍ତା ରେ ରହୁଛନ୍ତି ତାହା ଭାବନ୍ତୁ ନାହି।