Movie prime

ବାଛନ୍ତୁ ୨ଟି କବାଟ ମଧ୍ୟରୁ ଗୋଟିଏ କବାଟ ଆଉ ଜାଣନ୍ତୁ କଣ ରହିଛି ଆପଣଙ୍କ ପୁର୍ବଜନ୍ମ ରହସ୍ୟ

 
Ui
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ପୂର୍ବ ଜନ୍ମ ଓ ପର ଜନ୍ମର ବିଶେଷ ମହତ୍ଵ ରହିଛି। ବ୍ୟକ୍ତି ପୂର୍ବ ଜନ୍ମରେ କଣ କରିଥାଏ କଣ ନାହି ତାହା ତାର ପର ଜନ୍ମର କର୍ମ ଫଳ ଅନୁଯାୟୀ ମିଳିଥାଏ।
ତେବେ ଆଜି ଆମେ ଆପଣଙ୍କ ପାଇଁ ଦୁଇଟି କବାଟର ଚିତ୍ର ନେଇ ଆସିଚୁ। ସେଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ କବାଟ ଚୁଜ କରିବାକୁ ହେବ। ଏହା ପରେ ଆପଣ ନିଜର ପୂର୍ବ ଜନ୍ମ ବିଷୟରେ କିଛି ବଡ କଥା ଜାଣିପାରିବେ।
Hu
୧- ପ୍ରଥମ କବାଟ : ଯଦି ଆପଣ ପ୍ରଥମ କବାଟ ଚୁଜ କରିଛନ୍ତି ତେବେ ଆପଣ ପୂର୍ବ ଜନ୍ମରେ ସମ୍ପ୍ରଦାୟ ବିଶେଷର ମୁଖିଆ ଥାଇ ପାରନ୍ତି। ଏହା ସହ ଆପଣ ଆଲିଶାନ ଜୀବନ ବ୍ଯତୀତ କରୁଥିବା ବ୍ୟକ୍ତି ଅଟନ୍ତି। ଆପଣ ମାନ ସମାନ ପ୍ରତିଷ୍ଠା ହାସଲ କରିଛନ୍ତି। ଏମିତିକି ଆପଣଙ୍କୁ କୌଣସି ବଡ ଅପରାଧର ଗମ୍ଭୀର ଦଣ୍ଡ ମିଳିଛି।
ପ୍ରେମ ସମ୍ପର୍କରେ ଥିଲେ ଆପଣଙ୍କର ପୂର୍ବ ଜନ୍ମରେ ଜାଆଁଳା ଭାଇ ଭଉଣୀ ଥିଲେ ଯେଉଁ ମାନେ ଆପଣଙ୍କୁ ଧୋକା ଦେଇଛନ୍ତି। ପ୍ରେମରେ ଆପଣଙ୍କୁ ଧୋକା ମିଳିଛି। ଏହି ଜନ୍ମରେ ଆପଣଙ୍କୁ ପ୍ରେମ ମିଳିବାର ଅଛି। ଆପଣ ପୂର୍ବର ଜନ୍ମରେ ଲେଖକ, ଚିତ୍ରକର ହୋଇପାରନ୍ତି। ଆପଣ ବଶୀକରଣ ଶିକ୍ଷା ମଧ୍ୟ ନେଇଛନ୍ତି ପୂର୍ବ ଜନ୍ମରେ। ପୂର୍ବ ଜନ୍ମରେ ଆପଣ ଭଲ ବା ଖରାପ ବ୍ୟକ୍ତି ହୋଇପାରନ୍ତି।
Gh
୨- ଦ୍ଵିତୀୟ କବାଟ : ଯଦି ଆପଣ ଦ୍ଵିତୀୟ କବଜ ଚୁଜ କରିଛନ୍ତି ତେବ ଆପଣ ପୂର୍ବ ଜନ୍ମରେ ସତସଙ୍ଗୀ, ଧର୍ମ ମାର୍ଗରେ ଚାଲୁଥିବା ଆଧ୍ୟାତ୍ମ ବ୍ୟକ୍ତି ହୋଇପାରନ୍ତି। ଆପଣ ଅନ୍ୟ ମାନଙ୍କୁ ଭଲ ପାଇବା ବାଣ୍ଟିଛନ୍ତି। କିନ୍ତୁ ଆପଣଙ୍କର ମୃତ୍ୟୁ ବହୁତ ଖରାପ ଅବସ୍ଥାରେ ହୋଇଥାଇପାରେ।
ଅନ୍ୟ ପକ୍ଷରେ ଆପଣ ପରୋପକାର ବ୍ୟକ୍ତି ଥିଲେ ଯାହା ପାଇଁ ଏହି ଜନ୍ମରେ ଆପଣ ଭଲ କାମ କରୁଛନ୍ତି ଯାହାକୁ ଲୋକେ ପସନ୍ଦ କରୁଛନ୍ତି। ଆଜି ପରିବାରର ସମ୍ମାନୀୟ ସଦସ୍ୟ ଭାବେ ପରିଗଣିତ ହେଉଛନ୍ତି। ଧର୍ମ ସହ ଜଡିତ ପୂର୍ବ ଜନ୍ମରେ ଆପଣଙ୍କର ବିବାଦ ହୋଇଥିଲା। ଯାହା ପାଇଁ ଅସାନ୍ତି କାରଣରୁ ଲୋକେ ଆପଣଙ୍କ ମୃତ୍ୟୁ ପାଇଁ ଦାୟୀ ଅଟନ୍ତି।
ତନ୍ତ୍ର, ମନ୍ତ୍ର, ଗୁପ୍ତ ବିଦ୍ଯା ଆପଣ ଜାଣିଥିଲେ। ଏମିତି ହୋଇପାରେ ଆପଣ ଚର୍ଚ୍ଚିତ ବ୍ୟକ୍ତି ଅଟନ୍ତି। ଶେଷ ସମୟରେ ଆପଣଙ୍କ ପାଖରେ କେହି ନ ଥିଲେ ତେଣୁ ଆପଣଙ୍କର ମୃତ୍ୟୁ ରହସ୍ୟମୟ ଭାବେ ହୋଇଛି। ଏହି ଜନ୍ମରେ ଆପଣ ଯାହା ଘରେ ଜନ୍ମ ହୋଇଛନ୍ତି ସେଠିକାର କିଛି ଜାଗାକୁ ଛାଡି ଆପଣଙ୍କର ଶ୍ରାଦ୍ଧ କରାଯାଉଛି ଏମିତି ହୋଇପାରେ।