Movie prime

ବାଛନ୍ତୁ ୩ ଟି ମଧ୍ୟରୁ ଗୋଟିଏ ଫୁଲ ଆଉ ଜାଣନ୍ତୁ ଆପଣଙ୍କ ମନ ଭିତରେ ଥିବା ଇଛା ପୂରଣ ହେବକି ନାହିଁ !!

 
Yh
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଏଥିପାଇଁ ଅନେକ ଲୋକ ଜ୍ୟୋତିଷ ମାନଙ୍କ ପରାମର୍ଶ ନେଇଥାନ୍ତି। ନିଜ ଭବିଷ୍ୟତ ସହିତ ଯୋଡିତ କଥା ମାନ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ଗଣନା କରିଥାନ୍ତି।
ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ବିକଳ୍ପ ମାଧ୍ୟମରେ ଆପଣଙ୍କ ଭବିଷ୍ୟତ ସହିତ ଯୋଡିତ କିଛି ଘଟଣା ଜଣେଇବୁ। ଏଥିପାଇଁ ଆପଣଙ୍କୁ ୩ଟି ନମ୍ବର ମଧ୍ୟରୁ ଗୋଟିଏ ନମ୍ବର ବାଛନ୍ତୁ ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ବିଷୟରେ।
Hh
୧- ଯଦି ଆପଣ ୧୧୧ ସଂଖ୍ୟାକୁ ବାଛିଛନ୍ତି ତେବେ ବର୍ତ୍ତମାନ ଆପଣଙ୍କର ଅଧିକ ଖର୍ଚ୍ଚ ହେଉଛି। କିନ୍ତୁ ଆପଣଙ୍କର ଭଲ ସମୟ ଆସି ଯାଇଛି । ସନ୍ତାନକୁ ନେଇ ଆପଣଙ୍କର ଏକ ଖବର ମିଳିବାକୁ ଯାଉଛି। ଆପଣଙ୍କର ଋଣ ସୁଝିବାର ସମୟ ଆସି ଯାଇଛି।
ଧନ ଜନିତ ସବୁ ସମସ୍ୟାର ସମାଧାନ ହେବାକୁ ଯାଉଛି। ପୂର୍ବରୁ ଥିବା ସବୁ ଖରାପ ଚିନ୍ତାଧାରା ବର୍ତ୍ତମାନ ଦୂର ହୋଇଯିବ। କାହାକୁ ନିଜର ଗୁପ୍ତ କଥା କୁହନ୍ତୁ ନାହିଁ। ଆପଣ ପାଇଥିବା କଷ୍ଟରୁ ମୁକ୍ତି ପାଇବେ। ଆପଣ ବହୁତ ସରଳ ଅଟନ୍ତି।
Hb
୨- ଯଦି ଆପଣ ୬୬୬ ସଂଖ୍ୟାଟିକୁ ବାଛିଛନ୍ତି ତେବେ ବର୍ତ୍ତମାନ ଆପଣଙ୍କର ସୁଖ ସମୃଦ୍ଧିର ସମୟ ଆସି ଯାଇଛି। ଜାତକରେ ଗୋଟିଏ ଶୁଭ ଦୋଷାର ଭୋଗ ରହିଛି। ଯେଉଁ କାରଣରୁ ଅର୍ଥ ମାନ ସମ୍ମାନ ଯଶ ପ୍ରାପ୍ତିର ଯୋଗ ରହିଛି। ଧୀରେ ଧୀରେ ଆପଣଙ୍କ ଜୀବନରେ ଶୁଭ ଫଳ ପ୍ରାପ୍ତ ହେବ।
ଯେଉଁ ମାନେ ଆପଣଙ୍କୁ ଧୋକା ଦେଇଛନ୍ତି ପୁଣି ସେମାନଙ୍କ ଉପରେ ଭରସା କରନ୍ତୁ ନାହିଁ। ଧନ , ମାନ , ସମ୍ମାନ ପ୍ରତ୍ୟେକ କ୍ଷେତ୍ରରେ ଲାଭ ହେବାକୁ ଯାଉଛନ୍ତି। ସମୟ ବର୍ତ୍ତମାନ ଆପଣଙ୍କ ପାଇଁ ଶୁଭ ରାଜଯୋଗ ଆଣିବ। ସମସ୍ୟା ନିବାରଣର ବ୍ୟବସ୍ଥା ପଣ୍ଡିତଙ୍କ ପାଖକୁ ଯାଇ କରାଇ ନିଅନ୍ତୁ।
Bb
୩- ଯଦି ଆପଣ ୯୯୯ ସଂଖ୍ୟାଟିକୁ ବାଛିଛନ୍ତି ତେବେ ଆପଣ ବର୍ତ୍ତମାନ କାମରେ ଅନେକ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ସଫଳ ମିଳୁନାହିଁ।ଆପଣ ବର୍ତ୍ତମାନ ଅସ୍ଥିର ଚିନ୍ତାରେ ଥିବା କାରଣରୁ ଦୁଃଖରେ ରହୁଛନ୍ତି। ଅଳସୁଆ ସ୍ଵଭାବ କାରଣରୁ ଆପଣ ସବୁ କାର୍ଯ୍ୟକୁ ବିଳମ୍ବରେ କରୁଛନ୍ତି।
ଏପରି ଭୁଲ ଆଦୋୖ କରନ୍ତୁ ନାହିଁ ନଚେତ ଜୀବନରେ ଆପଣ ଖୁବ ପଛକୁ ଚାଲିଯିବେ। ଗ୍ରହ ଦୋଷା ରହିଛି ତେଣୁ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ। ତେଣୁ ଚିନ୍ତିତ ନହୋଇ ନ୍ୟାୟ ଏବଂ ଧର୍ମ ମାର୍ଗରେ ଚାଲିବା ସହିତ ଭଗବାନଙ୍କୁ ଆରାଧନା କରନ୍ତୁ। ସବୁ ସମସ୍ୟା ଧୀରେ ଧୀରେ ଦୂର ହୋଇଯିବ।