Movie prime

ବାଛନ୍ତୁ ୩ଟି ମଧ୍ୟରୁ ଗୋଟିଏ ଗଣେଶ ଆଉ ଜାଣନ୍ତୁ କେମିତି ରହିବ ଆପଣଙ୍କର ଆଗାମୀ ସମୟ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସମସ୍ତେ ନିଜର ଭବିଷ୍ୟତ ବିଷୟରେ ଜାଣିବାକୁ ଚେଷ୍ଟା କରିଥାନ୍ତି। ଯାହା ଜ୍ଯୋତିଷ ଦ୍ଵାରା ଜଣା ପଡିଥାଏ। ଆଜି ଆମେ ଭଗବାନ ଗଣେଶ ଙ୍କ କିଛି ନାମର ମହିମା ବିଷୟରେ କହିବାକୁ ଯାଉଛୁ।
ସେଥିମଧ୍ୟରୁ ଏକଦନ୍ତ, ଗଜନନ, ଗଣପତି ନାମ ବିଷୟରେ କହିବାକୁ ଯାଉଛୁ ଯାହା ଭଗବାନ ଗଣେଶଙ୍କର ପ୍ରସିଦ୍ଧ ନାମ ଅଟେ। ଏହି ନାମ ଆଧାରରେ ଆପଣ ଭବିଷ୍ୟତର ସଂକେତ ପାଇପାରିଏ। ସେଥିପାଇଁ ବାଛନ୍ତୁ ୩ଟି ଗଣେଶଙ୍କ ଚିତ୍ର ମଧ୍ୟରୁ କୌଣସି ଗୋଟିଏ।
Hy
1- ଯଦି ଆପଣ ଏକଦନ୍ତ ନାମକୁ ବାଛିଛନ୍ତି ତେବେ ଏହି ନାମରେ ଭକ୍ତ ମାନେ ସହଜରେ ଭଗବାନଙ୍କୁ ଦର୍ଶନ କରିଛନ୍ତି। ଗତ କିଛି ବର୍ଷ ହେବ ଆପଣ କୁଦଶା ଭୋଗ କରୁଛନ୍ତି। ମନ୍ଦ ଦଶା ନିମନ୍ତେ ମାଣିକ ରତ୍ନ ଧାରଣ କରିବା ପ୍ରୟୋଜନ ଅଟେ।
ଯେଉଁ ବି କାର୍ଯ୍ୟ କରୁଛନ୍ତି ସେଥିରେ ସଫଳତାର ସମ୍ଭାବନା କଣ ରହୁଛି। ଆପଣ ଧାର୍ମିକ ଓ ନୀତିବାନ ପ୍ରକୃତିର ଅଟନ୍ତି। ଏହି ସ୍ଵଭାବ କାରଣରୁ ଲୋକେ ଆପଣଙ୍କର ଫାଇଦା ଉଠାଇଥାନ୍ତି। ସତ୍ୟ ନିଷ୍ଠ ହେବା କାରଣରୁ ଆପଣ ଗ୍ରହ ଦଶାରୁ ମୁକ୍ତି ପାଉଛନ୍ତି।
Bh
2- ଆପଣଙ୍କୁ ଗଜାନନ ନାମ ଟି ଅଧିକ ଭଲ ଲାଗିଥିଲେ ମନରେ ଭବିଷ୍ୟତକୁ ନେଇ ବଡ ଯୋଜନା ଚାଲିଛି ଓ ଆଗକୁ ଏହା ସଫଳ ହେବ। ଯାହା ଯାଇଛି ତାହା ବିଷୟରେ ଚିନ୍ତା କରନ୍ତିନି। ଧନ ସମ୍ପତି ଅବିଳମ୍ବେ ପ୍ରାପ୍ତ ହେବ। ସମୟ ଆସିଲେ ଧନ ସମପତିର ଅଭାବ ରହିବନି।
ଆପଣ କର୍ମ କରି ଚାଲନ୍ତୁ। ମଙ୍ଗଳ କାର୍ଯ୍ୟ ସଫଳ ହେବାର ସମୟ ଆସିଯାଇଛି। ସନ୍ତାନଙ୍କ ପାଇଁ ଚିନ୍ତା କରନ୍ତୁନି। ସେମାନେ ଭବିଷ୍ୟତ ଦିଗରେ ଆଗକୁ ବଢିବେ। ଆପଣଙ୍କ ପାଇଁ ବିଶେଷ କାର୍ଯ୍ୟ ଅଧିକ ଲାଭ ପ୍ରଦାନ କରିବେ। କୁନି ପିଲାଙ୍କୁ ଉପହାର ସ୍ୱରୂପ କିଛି ଖେଳଣା, ମିଠା ଖାଇବାକୁ ଦିଅନ୍ତୁ।
Uj
3- ଆପଣଙ୍କୁ ଗଣପତି ନାମଟି ଅଧିକ ପସନ୍ଦ ଆସିଥିଲେ ଆପଣ ଗମ୍ଭୀର ସ୍ଵଭାବର ବ୍ୟକ୍ତି ଅଟନ୍ତି। ସହଜରେ କାହାକୁ ବିଶ୍ଵାସ କରନ୍ତିନି। ଯେଉଁଠି ଯେତିକି ଚିନ୍ତା କରିବା କଥା ତା ଠାରୁ ଅଧିକ ଚିନ୍ତା କରିଥାନ୍ତି।
ସର୍ବଦା ସୁରକ୍ଷିତ ରହିବାକୁ ପସନ୍ଦ କରନ୍ତି। ଯେଉଁ ବି କାମରେ ହାତ ଦେଇଥାନ୍ତି ତାହା ସଫଳ ନ ହେବା ପାଇଁ ଛାଡନ୍ତି ନାହିଁ।ଆପଣଙ୍କ ମନରେ ଥିବା ଦୁଶ୍ଚିନ୍ତାକୁ ତ୍ୟାଗ କରନ୍ତୁ। ବର୍ତ୍ତମାନ ଆପଣ ଭଲ ସମୟ ଭୋଗ କରିବେ। ଧନ ସମ୍ପତି ଲାଭ ହେବ।
ଯେଉଁ ଦିଗରେ ହେଉ ନା କାହିଁକି ଆପଣ ଶୁଭ ଯୋଗ ଓ ଫଳ ପ୍ରାପ୍ତ କରିବେ। ଗୁପ୍ତ ଚିନ୍ତା ତ୍ୟାଗ କରନ୍ତୁ। ସ୍ଥିତି ଏପରି ରହିଛି ଶତ୍ରୁ ମାନେ ଆପଣଙ୍କ ପାଇଁ ଚିନ୍ତାଗ୍ରସ୍ତ ହେଉଛନ୍ତି। କୌଣସି ଗୋଟେ ବ୍ୟକ୍ତିକୁ ଏକତରଫା ଭଲ ପାଉଛନ୍ତି ଆପଣ।