Movie prime

ବାଛନ୍ତୁ ୩ଟି ମଧ୍ୟରୁ ଗୋଟିଏ ଗୋଲାପ ଫୁଲ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଦିନର ଭବିଷ୍ୟତ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ରରେ ବିଶ୍ବାସ କରୁଥିବା ଲୋକେ ଜାଣନ୍ତି ଯେ ବ୍ୟକ୍ତିଙ୍କ ପସନ୍ଦ ନାପସନ୍ଦରୁ ସେମାନଙ୍କ ରାଶି, ବ୍ୟକ୍ତିତ୍ବ, ସ୍ଵଭାବ ଓ ଭବିଷ୍ୟତ ବିଷୟରେ ଅନେକ କିଛି ଜାଣି ହୁଏ।
ତେବେ ବନ୍ଧୁଗଣ ପସନ୍ଦ କରନ୍ତୁ ଏହି ତିନୋଟି ରଙ୍ଗର ଗୋଲାପ ଫୁଲ। ଯଥା ଲାଲ , ସବୁଜ ଓ ହଳଦିଆ ରଙ୍ଗରୁ ଯେ କୌଣସି ଗୋଟିଏ ଗୋଲାପ ଫୁଲକୁ ଆଉ ଜାଣନ୍ତୁ ନିଜର ପସନ୍ଦ କରିଥିବା ଗୋଲାପ ଅନୁସାରେ ଭାଗ୍ୟଫଳ।
Gg
ହଳଦିଆ ଗୋଲାପ:- ଯଦି ଆପଣ ହଳଦିଆ ଗୋଲାପ ବାଛିଛନ୍ତି ତେବେ ଆପଣ ବହୁତ ଶାନ୍ତି ପ୍ରିୟା ବ୍ୟକ୍ତି ଅଟନ୍ତି । ଆପଣ ଝଗଡା ଝାଣ୍ଟି କରିବାକୁ ବା କରୁଥିବା ବ୍ୟକ୍ତି କୁ ପସନ୍ଦ କରନ୍ତି ନାହିଁ ।
ଆପଣଙ୍କ ଭାଗ୍ୟ ସବୁବେଳେ ଆପଣଙ୍କ ସଠ ଦେଇଥାଏ । ଆପଣ ସବୁ କାର୍ଯ୍ୟରେ ଖୁବ ସହଜରେ ସଫଳତା ହାସଲ କରିଥାନ୍ତି । ଆପଣ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ବହୁତ ନିରୀହ ମଧ୍ୟ ହୋଇଥାନ୍ତି। 
Ff
ନାଲି ଗୋଲାପ:- ଯଦି ଆପଣ ନାଲି ଗୋଲାପ ବାଛିଛନ୍ତି ତେବେ ଆପଣ ଟିକେ ରାଗି ବ୍ୟକ୍ତି ଅଟନ୍ତି। ଆପଣ ସବୁ କାମ ସଠିକ ଭାବେ କରିବାକୁ ଚାହିଥାନ୍ତି। ଆପଣ ଅନ୍ୟାୟ ଦେଖି ଚୁପ ରୁହନ୍ତି ନାହିଁ। ଆପଣ ସବୁବେଳେ ସତ କହିବାକୁ ଏବଂ ସତ ଶୁଣିବାକୁ ପସନ୍ଦ କରନ୍ତି।
ଆପଣଙ୍କ ଜୀବନରେ ସମସ୍ଯା ଆସିଥିଲେ ମଧ୍ୟ ଆପଣ ତାହାର ସମାଧାନ ଖୁବ ସହଜରେ କରିଥାନ୍ତି। ଏହି ରଙ୍ଗର ଫୁଲକୁ ପସନ୍ଦ କରିଥିବା ଲୋକେ ଦେଖିବାକୁ ଖୁବ ସୁନ୍ଦର ହୋଇଥାନ୍ତି ଏବଂ ଏମାନଙ୍କ ହୃଦୟ ଏମିତି ହୋଇଯାଏ ଯେ ସେମାନେ ପ୍ରତ୍ଯେକ ବ୍ୟକ୍ତିଙ୍କ ଭାବନାକୁ ଗୁରୁତ୍ଵ ଦେଇଥାନ୍ତି।
Tt
ସବୁଜ ଗୋଲାପ:- ଯଦି ଆପଣ ସବୁଜ ଗୋଲାପ ବାଛିଛନ୍ତି ତେବେ ଆପଣ ବହୁତ ଦିଲବାଲା ବ୍ୟକ୍ତି ଅଟନ୍ତି। ଆପଣଙ୍କ ହୃଦୟ ବହୁତ ବଡ। ଆପଣ କେବେ କାହାର ଖରାପ ଚିନ୍ତା କରନ୍ତି ନାହିଁ। ଆପଣ ଅନ୍ୟର ସାହାଯ୍ୟ କରିବାକୁ ପସନ୍ଦ କରନ୍ତି। ଆପଣ ସବୁ କ୍ଷେତ୍ରରେ ଆଗୁଆ ରହିଥାନ୍ତି।
ଆପଣଙ୍କ କର୍ମ ଦ୍ଵାରା ଆପଣ ସମସ୍ତଙ୍କ ହୃଦୟରେ ରାଜ କରିଥାନ୍ତି। ଆପଣ ସବୁବେଳେ ଏକ ସୁନ୍ଦର ଭବିଷ୍ୟତ ବିଷୟରେ ଚିନ୍ତା କରିଥାନ୍ତି। ଏବଂ ପରିବାର ଲୋକଙ୍କୁ ଖୁବ ସମ୍ମାନ ଦେଇଥାନ୍ତି।