Movie prime

ବାଛନ୍ତୁ ୩ଟି ମଧ୍ୟରୁ ଗୋଟିଏ ଶଙ୍ଖ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଦିନରେ ପୁରଣ ହେବ କେଉଁ ଇଛା

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏହି ଦୁନିଆରେ ସମସ୍ତଙ୍କର ପସନ୍ଦ ଓ ନାପସନ୍ଦ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ। ଏହା ସହିତ ସମସ୍ତଙ୍କର ବିଚାରଧାରା ଓ ସ୍ଵଭାବ ବି ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ।
ତେବେ ଆପଣଙ୍କୁ ଏଠାରେ ଶଙ୍ଖ ଉପରେ ୧, ୨ ଓ ୩ ଏହିଭଳି ୩ଟି ସଂଖ୍ୟା ଦିଆ ଯାଇଛି। ତେବେ ଏହି ସଂଖ୍ୟା ମାନଙ୍କ ମଧ୍ୟରୁ କୌଣସି ନମ୍ବର ଆପଣ ବାଛିକି ରଖନ୍ତୁ। ଆପଣ ଭାବୁଥିବା ବ୍ୟକ୍ତିଙ୍କ ମନରେ ଆପଣଙ୍କ ପାଇଁ କଣ ରହିଛି। 
Hh
୧- ଯଦି ଆପଣ ପ୍ରଥମ ସଂଖ୍ୟାକୁ ବାଚିଛନ୍ତି ତେବେ ଜାଣି ରଖନ୍ତୁ ମନ୍ଦ ଦଶା ଆପଣଙ୍କର ଖୁବ ସମୟ ମଧ୍ୟରେ ଦୂର ହେବ। ଚନ୍ଦ୍ରଙ୍କର ଫଳ ଆପଣଙ୍କ ପାଇଁ ଶୁଭଦାୟକ ରହିବ। ଚନ୍ଦ୍ରକାନ୍ତି ରତ୍ନ ଧାରଣ କରନ୍ତୁ। ଯେଉଁ କଥାକୁ ନେଇ ଚିନ୍ତାରେ ରହୁଛନ୍ତି ତାହାର ଫଳ ଡେରି ରେ ମିଳିବ।
କୌଣସି ସ୍ଥାନରୁ ଆପଣଙ୍କୁ ଗୁପ୍ତ ଧନ ମିଳୁ ଏହା ଆପଣ ଭାବୁଛନ୍ତି। ଆପଣ ନିଜ ହାତରେ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। ଆୟ ର ସଠିକ ବ୍ୟବହାର କରନ୍ତୁ। ଏଥିପାଇଁ ଆପଣ ଚିନ୍ତା କରୁଛନ୍ତି। ଏବେ ଆପଣ ନିଜର ଭବିଷ୍ୟତକୁ ନେଇ ଚିନ୍ତା କରୁଛନ୍ତି। ଆପଣଙ୍କର ଶୁଭ ସମୟ ଆରମ୍ଭ ହୋଇ ସାରିଛି। 
Bh
୨- ଯଦି ଆପଣ ଦ୍ଵିତୀୟ ଶଙ୍ଖ କୁ କାହାକୁ ଧ୍ୟାନ କରି ଭବିଛନ୍ତି ତେବେ ଜାଣି ନିଅନ୍ତୁ ଆପଣଙ୍କ ମନରେ ଅନେକ ପ୍ରଶ୍ନ ରହିଛି। କାରଣ ଆପଣ ଦୁଶ୍ଚିନ୍ତା ରେ ଅଛନ୍ତି। ଏମିତି ବୋଝ ରହିଛି କି କେଉଁ କାମରେ ହାତ ଦେବେ ଜଣାଇପାରୁ ନାହାନ୍ତି।
ଗୁପ୍ତ ଶତ୍ରୁ ଅଧିକ ହେଉଛନ୍ତି। କିନ୍ତୁ ଚିନ୍ତାକୁ ପରିହାର କାରଣରୁ। ଯଦି ମନର କଥା କହିବା ତେବେ ଆପଣ ଏକ ବଡ ଦୁଶ୍ଚିନ୍ତା ରେ ପଡିଛନ୍ତି। ଧର୍ମ ସଙ୍କଟରେ ପଡି ଯାଇଛନ୍ତି। କିନ୍ତୁ ଏହା କ୍ଷଣସ୍ଥାୟୀ। ଆଗକୁ ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି।
Hh
୩- ଆପଣ ତୃତୀୟ ଶଙ୍ଖ କୁ ଯଦି ଚୟନ କରିଛନ୍ତି ତେବେ ବର୍ତ୍ତମାନ ଆପଣ ଚିନ୍ତାରେ ଅଛନ୍ତି। ସନ୍ତାନ କୁ ନେଇ ଚିନ୍ତା ରେ ଅଛନ୍ତି। ମନ ମଧ୍ୟରେ ନାନା ଉଦବେଗ ଜାତ ହେଉଛି। ଯାହା ଭାବୁଛନ୍ତି ସେହି କାମ କରିପାରୁ ନାହାନ୍ତି। ଅନ୍ୟ ପାଇଁ ଚିନ୍ତା କରୁଛନ୍ତି। ଆସା ଅନୁଯାୟୀ ଫଳ ମିଳୁ ନାହିଁ।
ପରିବାର ଅସାନ୍ତି ଓ ଗୃହ ଶାନ୍ତିରେ ବ୍ୟତିକ୍ରମ ଘଟୁଛି। ଏହି ସମୟକୁ ଆପଣ ଯିବାକୁ ଦିଅନ୍ତୁ। ଆଉ ଏକ ବର୍ଷ ଆପଣ ଧନୀ ହୋଇ ପାରନ୍ତି। ଆପଣ ସର୍ବଦା ହନୁମାନ ଚାଳିଶା ପାଠ କରନ୍ତୁ। ଏହା ଆପଣଙ୍କ ପାଇଁ ଶ୍ରେଷ୍ଠ ରହିବ। ପଣ୍ଡିତ ଙ୍କୁ ଜାତକ ଦେଖନ୍ତୁ। ଅର୍ଥ ଅଭାବ ରହୁଛି। ଏହାର ବହୁତ ଜଲ୍ଦି ସମାଧାନ ହୋଇଯିବ।