Movie prime

ବାଛନ୍ତୁ ଆପଣଙ୍କ ଇଷ୍ଟ ଦେବତା ଆଉ ଜାଣନ୍ତୁ ଆଗାମୀ ଜୀବନରେ ଆପଣଙ୍କ ଭାଗ୍ୟରେ କଣ ଅଛି

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଠାକୁର ଙ୍କ ଛବି ଦେଖାଇବୁ ଏବଂ ଆପଣଙ୍କୁ ସେହି ଛବି ଗୁଡ଼ିକ ମଧ୍ୟରୁ ଯେ କୌଣସି ଗୋଟିଏ କୁ ବାଛିବାକୁ ପଡ଼ିବ। ଆପଣ ବାଛିଥିବା ଠାକୁର ଙ୍କ ଛବି ଅନୁସାରେ ଆମେ ଆପଣ ମାନଙ୍କୁ ଆପଣଙ୍କ ବ୍ୟକ୍ତିତ୍ବ ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଜାଣିବା ଆପଣ ବାଛିଥିବା ଠାକୁର ଆଉ ନିଜ ଭବିଷ୍ୟତ ବିଷୟରେ।
୧- ପ୍ରଥମ ରେ ଯଦି ଆପଣ ଗଣେଶ ଠାକୁରଙ୍କୁ ବାଛି ଛନ୍ତି ତେବେ ଭଗବାନ ଗଣେଶ ଆଗ୍ର ପୂଜ୍ୟ ଅଟନ୍ତି। ସେ ସବୁଠାରୁ ଆଗ ପୂଜା ପାଇଥାନ୍ତି। ଏବେ ସମୟ କହୁଛି ଆପଣ ଦୁଃଖ ଭୋଗ କରିବେ ନହିଁ। ସମସ୍ତ ମନୋକମନା ଆପଣଙ୍କର ପୂର୍ଣ ହେବ। ଆପଣ ଯାହାବି କାମରେ ହାତ ଦେବେ ତାହା ବହୁତ ଭଲରେ ସମ୍ପୂର୍ଣ ହେବ। ମିତ୍ର ମାନଙ୍କ ସହିତ ଯଦି କିଛି ବିଘ୍ନ ଆସିଥିଲା।
Hh
ତେବେ ସେଠାରେ ସମ୍ପର୍କରେ ଯୋଗ ଆସିବ। ଶତ୍ରୁ ଆପଣଙ୍କ ପାଖରେ ପରାଜିତ ରହିବ। ଆପଣ ଏବେ ଯେଉଁ ବିବାଦରେ ଫଶୀ ରହିଛନ୍ତି ସେଥିରୁ ଆପଣଙ୍କୁ ଶୀଘ୍ର ମୁକ୍ତି ମିଳିଯିବ। ଯଦି ଆପଣ କୌଣସିବି କାର୍ଯ୍ୟ କରନ୍ତି ତେବେ ଆପଣଙ୍କ ବିବେକ ଓ ଚିନ୍ତା ଦୁଇଟି ଯାକ ଭଲ କାମରେ ଲଗାନ୍ତୁ। ଆପଣଙ୍କ ସମସ୍ତ କଷ୍ଟ ଦୂର ହେବ ଆଉ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତି ହେବ। 
୨- ଦ୍ଵିତୀୟ ରେ ଯଦି ଆପଣ ଭାଗବାନ ମହାଦେବଙ୍କୁ ବାଛି ଛନ୍ତି ତେବେ ଆପଣଙ୍କ ଦୁଃସ୍ଵପ୍ନ ଏବେ ଦୂର ହେବ। ଏବେ ସୁଖ ସୌଭାଗ୍ୟ ଯୋଗ ପାଇଁ ସମୟ ଅତିବାହିତ କରିବେ। ଆପଣ ଏବେ ଯେଉଁ କାର୍ଯ୍ୟରେ ଏବେ ବହୁତ ବ୍ୟସ୍ତ ରହିଛନ୍ତି ସେଥିରେ ସଫଳତା ପାଇବା ପାଇଁ ବ୍ୟସ୍ତ ହେଉଛନ୍ତି ଶେଠୀ ଲାଗି ଚିନ୍ତିତ ରହୁଛନ୍ତି ତେବେ ଆପଣ ସେଥିରେ ସଫଳ ହେବେ।
Hj
କିନ୍ତୁ ସଫଳତା ଆପଣଙ୍କ ହାତକୁ ଟିକେ ବିଳମ୍ବରେ ଆସିଥାଏ। ମନ୍ଦ ଦୋଷ ଲାଗି ଅଳ୍ପ ଅଶାନ୍ତି ଭୋଗ କରୁଛନ୍ତି। କିନ୍ତୁ ଏବେ ସେପରି ଫଳ ଭୋଗ କରି ପାରିବେ ନହିଁ। ରୋଗ ପୀଡା ଦୂର, ମାନସିକ ଆସନ୍ତି ମଧ୍ୟ ଦୂର ହେବ। ଆଉ ଆବଶ୍ୟକ ଠାରୁ ଅଧିକ ଆସକ୍ତ ହୁଅନ୍ତୁ ନହିଁ। ନିଜ ଓ ନିଜ ଭବିଷ୍ୟତ ଉପରେ ଅଧିକ ଧ୍ୟାନ ଦିଅନ୍ତୁ।
୩- ତୃତୀୟ ରେ ଯଦି ଆପଣ ଶ୍ରୀ କୃଷ୍ଣଙ୍କୁ ବାଛି ଛନ୍ତି ତେବେ ଆପଣ ଜାଣନ୍ତୁକି ଆପଣ ବହୁତ ସୁନ୍ଦର ବ୍ୟକ୍ତିତ୍ବର ଲୋକ ଅଟନ୍ତି। ଅନ୍ୟର ମନ ମୋହିବା ଭଳି କଥା କହିଥାନ୍ତି। ଦେଖିବାକୁ ବହୁତ ସୁନ୍ଦର ଓ ଚତୁର ହୋଇଥାନ୍ତି।
Jj
ସମାଜରେ ବହୁତ କ୍ଷତି ସମ୍ପର୍ଣ ବ୍ୟକ୍ତିତ୍ବ ଅଟନ୍ତି। ବର୍ତମାନ ଆପଣଙ୍କ ଜୀବନରେ କୌଣସି ଦୁଃଖ ଭୋଗିବାକୁ ପଡିବ ନାହିଁ।ଆଗରୁ ସନ୍ତାନ ମାନଙ୍କ ପାଇଁ ମଧ୍ୟ ବହୁତ ଦୁଃଖ ପାଉଥିଲେ ଆଉ ପରିବାର ତରଫରୁ ମଧ୍ୟ ଆପଣଙ୍କୁ ବହୁତ ଦୁଃଖ ଭୋଗିବାକୁ ପଡୁଥିଲା।
କିନ୍ତୁ ଏବେ ଈଶ୍ବରଙ୍କ ସୁଦୃଷ୍ଟି ରହିଛି। ସନ୍ତାନ ସୁଖରେ ଆନନ୍ଦ ପାଇବେ। ଅପବ୍ୟୟରେ ମଧ୍ୟ ସୁଧାର ଆସିବ। ଆର୍ଥିକ ପରିସ୍ଥିତିରେ ମଧ୍ୟ ଉନ୍ନତି ଆସିବ।