Movie prime

ଏହି ଦିନ ଯଦି ପ୍ରଥମ ପିରିୟଡ଼ ହୁଏ ତାହାଲେ ବିଧବା ଯୋଗ ସୁନିଶ୍ଚିତ!!

 
Special report
ଆଜିର କିଛି ବଡ଼ ଆଉ ଗୁରୁତ୍ୱ ପୂର୍ଣ୍ଣ ଅନୁଚିନ୍ତା ବିଷୟରେ ଜାଣନ୍ତୁ।ଯେଉଁ ମହିଳାମାନେ ସର୍ବଦା ପ୍ରାପ୍ତ ପ୍ରଣୟରେ ମାତି ଥାନ୍ତି ସେମାନେ ପର ଜନ୍ମରେ ବେ-ଶ୍ୟା ଘରେ ଜନ୍ମ ହୋଇଥାନ୍ତି,ଏବଂ ସେମାନେ କେବେବି ଏକ ସ୍ବାମୀ ପାଆନ୍ତି ନାହିଁ,ପାଇଲେ ବିଧବା ହୋଇଥାନ୍ତି।
ଯେଉଁ ମହିଳା ପ୍ରାପ୍ତ ପ୍ରଣୟର ମାତି ନିଜ ସ୍ବାମୀ ଙ୍କୁ ହ-ତ୍ୟା କରିଥାନ୍ତି,ସେହି ମହିଳା ବହୁ ଜନ୍ମ ଯାଏ ସ୍ଵାମୀ ପାଇପାରେ ନାହିଁ।ଯେଉଁ ମହିଳା ମାନେ ସ୍ବାମୀଙ୍କୁ ଯେ କୌଣସି କାରଣରୁ ହତାଦର କରନ୍ତି ସେମାନେ ପର ଜନ୍ମରେ ସର୍ବଦା ସ୍ବାମୀ ସୁଖରୁ ବଞ୍ଚିତ ହୋଇଥାନ୍ତି।
ଯେଉଁ ମହିଳା ମାନେ ନାନା ପ୍ରକାର ମିଥ୍ୟା କଥା କହି ଓ ପ୍ରଲୋଭନ ଦେଖାଇ ପର ଘରର ଝିଅ ବୋହୂ କୁ ବିପଥଗାମୀ କରାନ୍ତି,ସେମାନେ ପର ଜନ୍ମରେ ବେଶ୍ୟା ବୃଦ୍ଧି ପରି ଜୀବନ ଧାରଣ କରନ୍ତି।
ଯେଉଁ ମହିଳା ମାନେ ପର ପୁରୁଷ ଙ୍କ ସହିତ ପାପ ପ୍ରଣୟ କରି ଗ-ର୍ଭ ଉତ୍ପାଦନ କରିଥାନ୍ତି ଓ ଲୋକ ଚକ୍ଷୁରେ ନିନ୍ଦିତ ହେବା ଭୟରେ ବିଷାକ୍ତ ଔଷଧ ପ୍ରୟୋଗ କରି ଭ୍ରୁଣ ହ-ତ୍ୟା କରନ୍ତି ସେମାନେ ଅକ୍ଷମଣୀୟ ପାପ କରି ଥାନ୍ତି।
ଏବଂ ଏହି ପାପ ସେହି ମହିଳା ଙ୍କୁ ବହୁ ଜନ୍ମ ଯାଏଁ ଭୋଗ କରିବାକୁ ହୋଇଥାଏ।ଏବଂ ଏଭଳି ମହିଳା ମାନେ କେବେବି ସନ୍ତାନ ସନ୍ତୁତି ର ମାଆ ହୋଇ ପାରନ୍ତି ନାହିଁ।
ଯେଉଁ ମହିଳା ମାନେ ରବିବାର ଦିନ ପ୍ରଥମ ରଜସ୍ୱଳା ହୋଇଥାନ୍ତି ସେହି ମହିଳା ପ୍ତି ନାଶକାରିନୀ ଓ ସର୍ବଦା ରୋଗଗ୍ରସ୍ତ ହୋଇଥାନ୍ତି।
ଯେଉଁ ମହିଳା ମାନେ ସୋମବାର ଦିନ ମହିଳା ଯଦି ରାଜସ୍ଵଳା ହେଲେ ସେହି ମହିଳା ପତିବ୍ରତା ହୋଇଥାଏ କିନ୍ତୁ ମଙ୍ଗଳବାର ଦିନ ମହିଳା ଯଦି ପ୍ରଥମ ଋତୁବତି ହୁଏ ସେହି ମହିଳା ବେଶ୍ୟା ବୃତ୍ତି କରିଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.