Movie prime

ଦୋଳ ପୂର୍ଣ୍ଣିମା ଘରେ ନେଇ ରଖନ୍ତୁ ଏଇ ଗୋଟିଏ ମୁଠି ଧନିଆଁ ଆଉ ଦେଖନ୍ତୁ ଚମତ୍କାର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏକ ଖବର ଆସିଛି ଦୋଳ ପୂର୍ଣ୍ଣିମାକୁ ନେଇ । ଦୋଳ ପୂର୍ଣ୍ଣିମା ଦିନ ଧନିଆ ଘରର ଏଭଳି ସ୍ଥାନରେ ରଖିଲେ ତାହା ଆପଣଙ୍କୁ କୋଟିପତି କରିଦେବ । ଏହା କୌଣସି ସାଧାରଣ ପୂର୍ଣ୍ଣିମା ନୁହେଁ । ଏହିଦିନ ହିରଣ୍ୟକଶ୍ୟପ ଭଉଣୀ ହୋଲିକାର ଦହନ ହୋଇଥିଲା ।
ଏହି ତିଥିରେ ଯାହା ଉପାୟ କରିବେ ଶୁଭ ଦିନରେ କରନ୍ତୁ ଭଲ ଫଳ ମିଳିବ । ଯେଉଁ ଘରେ ଧନିଆର ବ୍ୟବହାର ହୋଇଥାଏ ସେହି ଘରେ ସବୁ ଶୁଭ ହୋଇଥାଏ । ଧନିଆ ଦ୍ଵାରା ଧନ ସମ୍ବନ୍ଧିତ ସବୁ ସମସ୍ୟା ଦୂର କରିଥାଏ ।
ଜୀବନରେ ବଡ ପରିମାଣର ଧନ ଆଗମନ ହୋଇଥାଏ । ଧନିଆର ଉପାୟ ଆପଣଙ୍କୁ ସବୁବେଳେ ଲାଭ ଦେଇଥାଏ । ଧନିଆର ପ୍ରୟୋଗ ଫାଲଗୁନ ପୂର୍ଣ୍ଣିମା ବା ଦୋଳ ପୂର୍ଣ୍ଣିମା ଦିନ କରିବା ଉଚିତ୍ । ଏହି ପର୍ବ ଏହି ବର୍ଷ ମାର୍ଚ୍ଚ ୬ କି ୭ ତାରିଖରେ ପଡୁଅଛି ।
ଏହି ଧନିଆର ଉପାୟ କରିଲେ ଆପଣଙ୍କ ଘରେ ଧନର ଆଗମନ ହେବ । ଆପଣଙ୍କୁ ଧନ ପ୍ରାପ୍ତି ହେବ । ଏହି ଭିଡିଓ ମାଧ୍ୟମରେ ଆପଣ ଧନିଆର ଉପଚାର କରିପାରିବେ । ଆପଣ ଏହି ପୂର୍ଣ୍ଣିମା ଦିନ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ ।
ଆପଣଙ୍କୁ ଭଗବାନ ବିଷ୍ଣୁଙ୍କ ଆର୍ଶୀବାଦ ମିଳିବ। ଏହିଦିନ ସକାଳୁ ସ୍ନାନ ସାରି ହଳଦିଆ ବସ୍ତ୍ର ପିନ୍ଧି ଏକ ହଳଦିଆ ବସ୍ତ୍ର ଆଣି ସେଥିରେ ୨୧ ଟି ଧନିଆକୁ ରଖନ୍ତୁ । ଏହାପରେ ଏହା ଉପରେ ହଳଦୀ ଲଗାନ୍ତୁ । ଆଉ ଏହାକୁ ଏକ ଲାଲ ରଙ୍ଗର ସୂତା ଦ୍ଵାରା ବାନ୍ଧି ଦିଅନ୍ତୁ ।
ଏହି କପଡ଼ାକୁ ନିଜ ପାଖରେ ରଖନ୍ତୁ । ଆଉ ଏକ ଓସ୍ତ ଗଛ ମୂଳକୁ ଯାଆନ୍ତୁ । ଆଉ ଏକ ଲୋଟା ପାଣି ଢ଼ାଳନ୍ତୁ । ଏହାପରେ ଏହି ଧନିଆ କପଡ଼ାକୁ ନେଇ ଆସନ୍ତୁ ଘରକୁ । ଆଉ ଏହାକୁ ୭ ମାର୍ଚ୍ଚ ଦିନ ସେହି ଘରେ ରଖନ୍ତୁ ଯେଉଁ ଘରେ ଆପଣ ଅଧିକ ସମୟ ବିତାଉଥିବେ ।
ଏହାଦ୍ବାରା ଧନ ବୃଦ୍ଧି ହେବ । ଏହା ପ୍ରଥମ ଉପାୟ । ୭ ମାର୍ଚ୍ଚ ଦିନ ସନ୍ଧ୍ୟାରେ ଘିଅର ଦୀପ ଜଳାନ୍ତୁ । ଆଉ ହାତରେ ୫ଟି ଧନିଆ ଧରନ୍ତୁ । ଏହାକୁ ପୂର୍ବ ଦିଗରେ ଭସାଇ ଦିଅନ୍ତୁ । 
ଏହାଦ୍ବାରା ଆପଣଙ୍କର ସବୁ କଷ୍ଟ ଦୂର ହୋଇଯିବ । ଏହା ଦ୍ଵିତୀୟ ଉପାୟ । ୭ ମାର୍ଚ୍ଚ ଦିନ ସକାଳେ ଏକ ଲାଲ ପେପର ନିଅନ୍ତୁ ଆଉ ୩ଟି ଧନିଆ ରଖନ୍ତୁ । ଏହାକୁ ଲାଲ ସୂତାରେ ବାନ୍ଧି ଦିଅନ୍ତୁ ।
ଏହାପରେ ଯେଉଁ ବ୍ୟକ୍ତି ଆପଣଙ୍କ ଠାରୁ କରଜ ନେଇଥିବେ ତା ନାମ କହି ବହି ଯାଉଥିବା ନଦୀରେ ଭସାଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଟଙ୍କା ଫେରସ୍ତ ମିଳିବ । ଏଭଳି ଅନେକ ଉପାୟ ଆପଣ ଏହି ଭିଡିଓ ମାଧ୍ୟମରେ ପାଇପାରିବେ ।