Movie prime

କାଲି ପବିତ୍ର ଦୋଳ ପୂର୍ଣ୍ଣିମା ରେ ଏହି ୫ ଟି ରାଶି ର ଧନ ଯୋଗ ରହିଛି ଦେଖନ୍ତୁ ରାଶି ଗୁଡ଼ିକ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ସବୁ ପ୍ରକାରର ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣିପାରିବେ ।
ଆପଣମାନେ ସମସ୍ତେ ଦୋଳ ପୂର୍ଣ୍ଣିମାକୁ ନେଇ ଏହି ଭିଡିଓରେ ଆଜି କିଛି ଜାଣିପାରିବେ । ୭ ମାର୍ଚ୍ଚ ୨୦୨୩ ମସିହାରେ ପଡ଼ିବାକୁ ଯାଉଛି ଏହି ଦୋଳ ପୂର୍ଣ୍ଣିମା । ଦୋଳ ପୂର୍ଣ୍ଣିମା ଫାଲଗୁନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପଡୁଛି ।
ଏହି ଦିନ ଭଲ ଯୋଗ ବନୁ ଅଛି । ଏହିଦିନ ଭଲ ପ୍ରଭାବ ପଡୁଛି । ଏହି ଭଲ ଯୋଗର ପ୍ରଭାବ କେତୋଟି ରାଶି ଉପରେ ପଡ଼ିବାକୁ ଯାଉଛି । ଏହିଦିନ ମକର ରାଶି ଉପରେ ବହୁତ ଭଲ ପ୍ରଭାବ ପଡ଼ିବାକୁ ଯାଉଛି ।
ଏହିଦିନ ଚାରି ଗୋଟି ଗ୍ରହ ଏକାସାଙ୍ଗରେ ବୁଧ, ମଙ୍ଗଳ, ଶୁକ୍ର ଏବଂ ଶନି ଗ୍ରହ ମକର ରାଶି ଉପରେ ପଡ଼ିବ । ସେଥିପାଇଁ ଏହିଥର ଦୋଳ ପୂର୍ଣ୍ଣିମା ବହୁତ ଖାସ ଅଟେ । ଏହିଦିନ ସର୍ବଶିଦ୍ଧି ଅଟେ ।
ମାଆ ଲକ୍ଷ୍ମୀ ଧନର ଦେବୀ ଅଟନ୍ତି । ତେଣୁ ଏହି ପାଞ୍ଚ ଗୋଟି ରାଶି ଉପରେ ଶୁଭ ଫଳ ବନୁ ଅଛି । ଦୋଳ ପୂର୍ଣ୍ଣିମା ଯାତ୍ରା ହିନ୍ଦୁ ମାନଙ୍କର ବଡ ପର୍ବ ଅଟେ । 
ଏହିଦିନ ଝୁଲଣ ଭରି ବିମାନରେ ରାଧାକୃଷ୍ଣଙ୍କୁ ବସାଇ ପରିକ୍ରମା କରାଯାଇଥାଏ । ଯେଉଁ ପାଞ୍ଚୋଟି ରାଶି ଉପରେ ଭଲ ପ୍ରଭାବ ପଡ଼ିବାକୁ ଯାଉଛି । ସେହି ରାଶି ଗୁଡ଼ିକ ହେଉଛନ୍ତି -
ବୃଷ ରାଶି - ବୃଷ ରାଶିର ବ୍ୟକ୍ତିମାନଙ୍କର ଧନ ପ୍ରାପ୍ତି ହେବ । ଆଉ ବିଜନେଶରେ ଦୁଇଗୁଣ ଲାଭ ହେବ । ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପାରୁ ଆପଣଙ୍କ ବୈବାହିକ ଜୀବନରେ ଖୁସି ଦେଖିବାକୁ ମିଳିବ ।ଯଦି ବିବାହରେ ଡେରି ହେଉଥିଲା ତାହେଲେ ବିବାହ ଯୋଗ ବି ବନିବ ।
କନ୍ୟା ରାଶି - ଦୋଳ ପୂର୍ଣ୍ଣିମା ପରଠାରୁ ଆପଣଙ୍କ ଉପରେ ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପା ପଡ଼ିବାକୁ ଯାଉଛି । ଆପଣଙ୍କର ଏହି ଦୋଳ ପୂର୍ଣ୍ଣିମା ପରେ ଧନ ପ୍ରାପ୍ତି ହେବ । ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପାରୁ ଭାଗ୍ୟ ବଦଳିଯିବ ।
ଆପଣ ନୂଆ ବିଜନେସ କରିବାକୁ ଚାହୁଁଥିଲେ ଏହା ଶୁଭ ଅଟେ ଏବଂ ଚାକିରୀରେ ପ୍ରମୋସନ୍ ବି ହୋଇପାରେ ।ଅନେକ ସ୍ଥାନରେ ଧନର ଲାଭ ହେବ । ଘର ପରିବାରରେ ସୁଖ ଶାନ୍ତି ମିଳିବ । ବୈବାହିକ ଜୀବନ ସୁଖମୟ ହେବ । 
ସିଂହ ରାଶି - ଦୋଳ ପୂର୍ଣ୍ଣିମା ଦିନ ଠାରୁ ଆପଣଙ୍କ ଭାଗ୍ୟ ଚମକିବ । ଆପଣଙ୍କୁ ବଡ ଖୁସି ଖବର ମିଳିବାକୁ ଯାଉଛି । ଆର୍ଥିକ ସ୍ଥିତିରେ ସୁଧାର ମିଳିବ । ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପାରୁ ଧନ ଲାଭ ହେବ ।
ତୁଳା ରାଶି - ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଭଲ ପ୍ରଭାବ ପଡ଼ିବ । ଧନର ଲାଭ ହେବ । କୌଣସି ବଡ କମ୍ପାନୀରୁ ଜବ ଅଫର୍ ଆସିପାରେ ।ଆପଣ ନୂଆ ଘର, ନୂଆ ଜମି ବା ନୂଆ ଗାଡ଼ି କିଣିପାରନ୍ତି । 
କୁମ୍ଭ ରାଶି - ଦୋଳ ପୂର୍ଣ୍ଣିମା ପରଠାରୁ ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପାରୁ ଅନେକ ଆଡୁ ଧବର୍ ଲାଭ ହେବ । ଆୟରେ ଜବରଦସ୍ତ ଲାଭ ଦେଖିବାକୁ ମିଳିବ । ଅଟକି ଯାଇଥିବା ଧନ ପ୍ରାପ୍ତ ହେବ । ଘର ଓ ପରିବାରର ଖୁସି ରହିବେ । ଘରେ ଭଲ ଯୋଗ ହେବ ।