Movie prime

ଦ୍ରୌପଦୀଙ୍କ ରାତିର କଳା ସତ ଦେଖନ୍ତୁ ଏହି କାରଣ ପାଇଁ ହିଁ କଟିଥିଲା ଏମିତି ରାତି ଜାଣନ୍ତୁ ଏହା ପଛର ପ୍ରକୃତ କାହାଣୀ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ମହାଭାରତକୁ ନେଇ ଆସୁଥିବା ଅନେକ ଖବର ଜାଣି ପାରୁଥିବେ ।
ମହାଭାରତ ଗ୍ରନ୍ଥକୁ ନେଇ ଏବଂ ଏଥିରେ ଥିବା ସମସ୍ତ ବ୍ୟକ୍ତିକୁ ନେଇ ଅନେକ ଖବର ଆସିଥାଏ । ଆଉ ଆପଣମାନେ ସୋସିଆଲ ମିଡିଆରେ ଏଭଳି ଅନେକ ଖବର ପାଇପାରିବେ । ଏଭଳି ସବୁ ଖବର ଏବେ ଭାଇରାଲ ହେଉଛି । 
Special Report
ସବୁଠାରୁ ପ୍ରସିଦ୍ଧ ଆଉ ଐତିହାସିକ ଗ୍ରନ୍ଥ ମଧ୍ୟରୁ ମହାଭାରତ ଏକ ଗ୍ରନ୍ଥ ଅଟେ । ହିନ୍ଦୁ ଧର୍ମର ଏହି ଗ୍ରନ୍ଥରେ ଏଭଳି ଅନେକ କଥା ଅଛି ଯାହା ରହସ୍ୟ ହୋଇ ରହିଥାଏ । ଏହି କାହାଣୀ ହେଉଛି ଦ୍ରୌପଦୀଙ୍କ ବିଷୟରେ ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦ୍ରୌପଦୀଙ୍କ ବିଷୟରେ ଏଭଳି କିଛି ଘଟଣା ଜାଣିପାରିବେ ଯାହା ମହାଭାରତରେ ନାହିଁ । ଦ୍ରୌପଦୀଙ୍କ ଜନ୍ମ ପୂର୍ବରୁ ରାଜା ଦ୍ରୁପଦ ଏବଂ ଦ୍ରୋଣଚାର୍ଯ୍ୟଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଆଉ ତାପରେ ଯଜ୍ଞ ସେ କରିଥିଲେ । 
ଆଉ ଏହି ଯଜ୍ଞରେ ଦ୍ରୌପଦୀଙ୍କ ଜନ୍ମ ହୋଇଥିଲା । ଆଉ ସେତେବେଳେ ଆକାଶବାଣୀ ହୋଇଥିଲା କି ଏହି ଦ୍ରୌପଦୀ ପୃଥିବୀରୁ ଶତ୍ରୁ ଦୂର କରିବେ । ଏହାପରେ ଦ୍ରୌପଦୀଙ୍କ ସ୍ୱୟଂମ୍ବର ହୋଇଥିଲା । ଆଉ ସେତେବେଳେ ପାଣ୍ଡବ ତାଙ୍କ ମାତାଙ୍କ ପାଇଁ ଖାଇବାକୁ ଆଣି ଯାଇଥିଲେ ।
Special Report
ଆଉ ସେଠାରେ ଦ୍ରୌପଦୀଙ୍କୁ ପାଇଥିଲେ ଆଉ ସ୍ଵୟଂମ୍ୱରରେ ଜିତି ତାଙ୍କୁ ଆଣିଥିଲେ । ଆଉ ତାଙ୍କ ମାଙ୍କୁ କହିଥିଲେ । କିନ୍ତୁ କୁନ୍ତି ଦ୍ରୌପଦୀଙ୍କୁ ନଦେଖି କହିଥିଲେ କି ଯାହା ଆଣିଛ ପାଞ୍ଚ ଭାଇଙ୍କ ସହ ଭାଗ କରିଦିଅ ।
ଏଭଳି ଦ୍ରୌପଦୀ ପାଞ୍ଚ ଜଣଙ୍କୁ ବିବାହ କରିଥିଲେ । ଆଉ ଦ୍ରୌପଦୀଙ୍କୁ ବରଦାନ ବି ମିଳିଥିଲା କି ସେ ଯେଉଁ ପାଣ୍ଡବ ସହ ରହିବେ ଏହାପରେ ଯେତେବେଳେ ପୁଣି ଆଉ ଜଣେ ପାଣ୍ଡବ ପାଖକୁ ଯିବେ ସେ କୁଆଁରୀ ରହିବେ ।
ଏକଦା ଦ୍ରୌପଦୀ ଯୁଧିଷ୍ଠିରଙ୍କ ସହିତ ସମ୍ଭୋଗ କରୁଥିଲେ ଆଉ ତାଙ୍କ ଚପଲ କୁକୁର ନେଇ ଯାଇଥିଲା । ଆଉ ଏହାପରେ ଅର୍ଜୁନ ସେହି କକ୍ଷରେ ପଶି ଯାଇଥିଲେ । 
ଆଉ ସେ ତାଙ୍କ ଭାଇ ଏବଂ ଦ୍ରୌପଦୀଙ୍କୁ ସମ୍ଭୋଗ ଅବସ୍ଥାରେ ଦେଖି ଦେଇଥିଲେ । ଏହାପରେ କୁକୁରକୁ ଦ୍ରୌପଦୀ ଅଭିଶାପ ଦେଇଥିଲେ କି ତୁମ ପାଇଁ ସମ୍ଭୋଗ ସମୟରେ ତାଙ୍କୁ ଦେଖା ଯାଇଥିଲା ।
ଆଉ ଏଭଳି ତୁମେ ସମ୍ଭୋଗ କରିବା ସମୟରେ ତୁମକୁ ସମସ୍ତେ ଦେଖିବେ । ଏହାସହ ଦ୍ରୌପଦୀ ମଧ୍ୟ କର୍ଣ୍ଣଙ୍କୁ ଭଲ ପାଉଥିଲେ । ଏଭଳି ଅନେକ କଥା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିଲେ ।