Movie prime

ଦୁବ ଘାସର ଏହି ଚମତ୍କାରିତା ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ ଆଉ କହିବେ ଆଗରୁ କାହିଁକି ଜଣାଇଲେ ନାହିଁ ଶୀଘ୍ର ଦେଖନ୍ତୁ ....

 
Special report
ଭଗବାନ ଙ୍କ ଦ୍ଵାରା ଫ୍ରି ରେ ଦିଆଯାଇଥିବା ଏକ ଭେଟି ବିଷୟରେ ଆପଣମାନେ ଜାଣିବା ନିହାତି ଆବଶ୍ୟକ।ଯେଉଁ ଚମତ୍କାର ଭେଟି କୁ ସମସ୍ତେ ପ୍ରାୟ ଅଣଦେଖା କରି ଦେଇଥାନ୍ତି।
ଦୁବ ଘାସ ର ପ୍ରୟୋଗ କରିଲେ ଜୀବନକୁ ବଦଳାଇ ଦେବ।ଦୁବ ଘାସ କୌଣସି ସାଧାରଣ ଘାସ ନୁହେଁ। ହିନ୍ଦୁ ଧର୍ମ ରେ ଯେତେବେଳେ ପୂଜା ପାଠ ଅନୁଷ୍ଠାନ ରହିଥାଏ ସେଥିରେ ଦୁବ ଘାସର ପ୍ରୟୋଗ କରାଯାଇଥାଏ।
ଦୁବ ଘାସ ଚମତ୍କାର ଶକ୍ତି ରେ ଭରି ହୋଇ ରହିଥାଏ। ସ୍ଵୟଂ ଏହାର ଚେର ରେ ମାତା ଗଙ୍ଗା ବାସ କରିଥାନ୍ତି।ଏହାର ଗୁପ୍ତ ରହସ୍ୟ ବିଷୟରେ ବହୁତ କମ ଲୋକମାନେ ଜାଣିଥାନ୍ତି।
Special report
ଦୁବ ଘାସ ଦେବୀ ଦୁର୍ଗା ତଥା ଶ୍ରୀ ଗଣେଶ ଙ୍କୁ ଚଢ଼ା ଯାଇଥାଏ।ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି।ଏବଂ ପ୍ରାଚୀନ ଶାସ୍ତ୍ରରେ ଏହାର ଅଗଣିତ ଚମତ୍କାର ଫାଇଦା ବିଷୟରେ କୁହାଯାଇଛି। ଦୁବ ଘାସ ବହୁତ ସହଜରେ ମିଳି ଯାଇଥାଏ।
ଦୁବ ଘାସରେ ଏକ ଖାସ ଗୁଣ ଥାଏ କି ଏହାକୁ କମ ପାଣିରେ ନିଜର ଜୀବନଯାପନ କରି ଦେଇଥାଏ।ଦୁବ ଘାସ ଦ୍ଵାରା କେତେ ସମସ୍ୟା ଦୂର କରିପାରିବେ।ଦୁବ ଘାସର ରସ ପିଇବା ଦ୍ଵାରା ୨୧ ଦିନ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ।
ଦୁବ ଘାସ ଶରୀରର ତାପମାତ୍ରା କୁ କମ କରିଥାଏ।ଏବଂ ଶରୀର କୁ ଥଣ୍ତା ପହଞ୍ଚାଇ ଥାଏ।ଦୁବ ଘାସର ରସ ରେ ପାଞ୍ଚଟି ମିଶ୍ରି ପକାଇବେ।ଏହାପରେ ଗୋଳାଇ ପିଇ ଦେବେ।
ଏହାକୁ ଭଗବାନ ଗଣେଶ ଏବଂ ମାତା ଦୁର୍ଗା ଙ୍କ ଉପରେ ଚଢ଼ାଇ ଏହାକୁ ନେଇ ଆପଣଙ୍କ ପର୍ଶ କିମ୍ବା ଧନ ରଖୁଥିବା ସ୍ଥାନରେ ରଖିଲେ ଘରେ ଧନର ବୃଦ୍ଧି ହୋଇଥାଏ।ଆକସ୍ମିକ ଧନ ପ୍ରାପ୍ତି ହୋଇଥାଏ।
ଧନ ଆସିବାର ସମସ୍ତ ମାର୍ଗ ଖୋଲି ଯାଇଥାଏ।ଏହା କୌଣସି ସାଧାରଣ ଘାସ ନୁହେଁ।ଏହାର ଏହାର ମୂଳ ବା ଚେର କୁ ପେଶି ମୁହଁରେ ଲଗେଇବା ଦ୍ଵାରା ଏହା ବୁଦ୍ଧି କୁ ସ୍ଥିର ରଖିଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.