Movie prime

ଦୁଇ ବର୍ଷ ପୂର୍ବରୁ ଚୋର ଚୋରୀ କରି ନେଇଥିଲା ମୂର୍ତ୍ତି ଅଚାନକ ଦେଖନ୍ତୁ ହେଲା ଏମିତି ଚମତ୍କାର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ଦୁନିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଭଗବାନଙ୍କୁ ନେଇ ଆସୁଥିବା ଖବର ବିଷୟରେ ଜାଣିପାରିବେ ।
Special report
ଆପଣମାନେ ସମସ୍ତେ ଭଗବାନଙ୍କ ବିଷୟରେ ଅନେକ କଥା ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଅନେକ କଥା ଜାଣିପାରିବେ କି ଜଣେ ଚୋର ଦୁଇବର୍ଷ ତଳେ ଭଗବାନଙ୍କୁ ଚୋରି କରି ନେଇ ଯାଇଥିଲା । 
ଆଉ ଏହି ମୂର୍ତ୍ତି ଚୋରି କରିବା ପରେ ଚୋର ଜଣକ ଦୁଇ ବର୍ଷ ପରେ ଏହି ଭଗବାନଙ୍କ ମୂର୍ତ୍ତିକୁ ଫେରାଇ ଦେଲା । ମାଆ କଟ୍ରାକ୍ଷୀଙ୍କ ମୂର୍ତ୍ତିକୁ ଦୁଇ ବର୍ଷ ତଳେ ଚୋରି କରୁ ନେଇଥିଲା ଚୋର କିନ୍ତୁ ମାଙ୍କୁ ରଖି ପାରିଲା ନାହିଁ ।
Special report
ଆଉ ଏବେ ମାଆ କଟ୍ରାକ୍ଷୀଙ୍କୁ ଫେରାଇ ଦେଇଥିଲା ଚୋର । ଚୋର ଫେରାଇ ଦେବା ପରେ ଗ୍ରାମବାସୀ ଗ୍ରାମ ଦେବୀଙ୍କୁ ଘଣ୍ଟ ନାଦରେ ପଛୋଡ଼ି ନେଉଛନ୍ତି । ଗ୍ରାମଦେବୀଙ୍କୁ ପଛୋଡି ନେବାର ଦୃଶ୍ୟ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । 
ଗାଁର ପୁରା ପରିବେଶ ଭକ୍ତିମୟ ପାଲଟି ଯାଇଛି । ଗ୍ରାମବାସୀ ମାଙ୍କୁ ପାଇ ବହୁତ ଖୁସି ଅଛନ୍ତି । ଦୀର୍ଘ ୨ ବର୍ଷ ପରେ ମାଆଙ୍କୁ ପାଇ ଲୋକମାନେ ଅର୍ଥାତ୍ ଗ୍ରାମବାସୀ ବହୁତ ଖୁସି ହୋଇ ନାଚ କରିଥିଲେ । ଦୁଇବର୍ଷ ତଳେ ଅନ୍ଧାର ରାତିରେ ଦୁର୍ବୃତ୍ତମାନେ ମାଙ୍କ ମୂର୍ତ୍ତି ଚୋରି କରିଥିଲେ ।
Special report
ଆଉ ମାଙ୍କ ମୂର୍ତ୍ତି ଚୋରି ହୋଇଯିବା ପରେ ଗ୍ରାମବାସୀ ବହୁତ ମନ ଦୁଃଖ କରିଥିଲେ । ସେମାନେ ମାଆଙ୍କର ସେହିଭଳି ଏକ ମୂର୍ତ୍ତି କରି ପୂଜା କରୁଥିଲେ । ଆଉ ସେମାନେ ପୂଜା କରିବା ସହ ମାଙ୍କ ମୂର୍ତ୍ତିକୁ ଖୋଜୁଥିଲେ । 
Special report
ମାଙ୍କ ମୂର୍ତ୍ତି ଦୁଇମାସ ଖୋଜିବା ପରେ ମଧ୍ୟ କୌଣସି ଖବର ମିଳି ନଥିଲା । ମାଙ୍କ ମୂର୍ତ୍ତି କିଛିଦିନ ପରେ ଦିଲ୍ଲୀରେ ଅଛି ବୋଲି ସୂଚନା ମିଳିଥିଲା । ଆଉ ଏହି ସୂଚନା ଅନୁସାରେ ଗ୍ରାମବାସୀ ଯାଇ ମାଙ୍କ ମୂର୍ତ୍ତି ଆଣିଥିଲେ । ମାଙ୍କୁ ସ୍ବାଗତ କରିବା ପାଇଁ ଶୋଭା ଯାତ୍ରା କରିଥିଲେ ।
ଗ୍ରାମବାସୀ ମାଆଙ୍କୁ ଆଣି ପୂଜାର୍ଚ୍ଚନା କରୁଛନ୍ତି । ଏହି ଘଟଣା ଏବେ ସମସ୍ତଙ୍କ ମନରେ ଏକ ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି । ଏହି ଘଟଣା ଦେଖିବାକୁ ମିଳିଛି ବଡ଼ଚଣା ବ୍ଲକ୍ ଦର୍ପିଣୀ ଗ୍ରାମ ପଞ୍ଚାୟତ ଦର୍ପିନୀଗଡ ଗାଁରେ । ଏହି ମୂର୍ତ୍ତି ବହୁତ ପୁରାତନ ଆଉ ପ୍ରାଚୀନ ଅଟେ ।