Movie prime

ସାବଧାନ ଦଶହରାରେ ବାତ୍ୟା ! ଏବେ ଏହି ମିଳିଲା ସମ୍ପୂର୍ଣ ସୂଚନା ଦେଖନ୍ତୁ କେଉଁ କେଉଁ ସ୍ଥାନରେ ହେବ ପର୍ବ ପାଣିଚିଆ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ପାଣିପାଗକୁ ନେଇ ଆସୁଥିବା ଖବର ବିଷୟରେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
Special report
ଏବେ ଏହି ଭିଡିଓ ଆପଣଙ୍କୁ ଅନେକ କିଛି ଖବର ବିଷୟରେ ସୂଚନା ଦେବ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଆସିବାକୁ ଯାଉଥିବା ଲଘୁଚାପକୁ ନେଇ ଖବର ବିଷୟରେ ଜାଣିପାରିବେ । 
ଆଗକୁ ଆସିବାକୁ ଯାଉଛି ଆଉ ଏକ ଲଘୁଚାପ । ଆସନ୍ତା ୨୪ ତାରିଖରେ ହୋଇପାରେ ଲଘୁଚାପ । ଆଉ ଏହି ଲଘୁଚାପ ବାତ୍ୟା ରୂପ ନେଇପାରେ ବୋଲି ସୂଚନା ମିଳିଛି । ବଙ୍ଗୋସାଗରରେ ଅବପାତର ରୂପ ନେବ ।
Special report
ଏହି ଲଘୁଚାପ ୨୨ ତାରିଖରୁ ବାତ୍ୟାରେ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ । ଯାହା ଫଳରେ ଚାରିଆଡ଼େ ବର୍ଷା ଆଉ ଘଡଘଡି ଦେଖାଯିବ ବୋଲି ଖବର ଆସିଛି । ଦଶହରା ପୂଜା ମାହୋଲ୍ ଖରାପ ହୋଇଯାଇପାରେ । ଏହି ବାତ୍ୟା ଦଶହରା ଫିକା କରିଦେଇ ପାରେ । 
ଏହି ବାତ୍ୟା ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଅବସ୍ଥାରେ ଥିଲା। ଏହା ଏବେ ଦକ୍ଷିଣ - ପଶ୍ଚିମ ଏହି ତତ୍ ସଂଲଗ୍ନ ଦକ୍ଷିଣ - ପୂର୍ବ ବଙ୍ଗୋପସାଗରରେ ଘନୀଭୂତ ଅଛି । ୩୦ ତାରିଖ ବେଳକୁ ଏହା ଘୂର୍ଣ୍ଣିବଳୟର ରୂପ ନେବ ।
Special report
ଏପଟେ ଦକ୍ଷିଣ - ପଶ୍ଚିମ ଆରବସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ଏହା ଆସନ୍ତା ୬ ଘଣ୍ଟାରେ ଅବପାତର ରୂପ ନେଇପାରେ । ଆଉ ପରବର୍ତ୍ତୀ ସମୟରେ ଆରବସାଗରରେ ବାତ୍ୟା ଆଶଙ୍କା କରାଯାଉଛି । ଏହି ବାତ୍ୟା ସୃଷ୍ଟି ହେଲେ ଏହାର ନାମ ବି ରଖାଯାଇଛି ।
Special report
ଏହି ବାତ୍ୟାର ନାଁ ତେଜ ରହିବ ବୋଲି କୁହାଯାଇଛି । ଏହି ବାତ୍ୟା ହେଲେ ଭାରତ ଦେଶ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସୂଚନା ମିଳିଛି । ଆରବସାଗରରେ କୌଣସି ପ୍ରକାରର ବାତ୍ୟା ଆଶଙ୍କା କରାଯାଇ ନାହିଁ । ୨୨ ତାରିଖ ଦିନ ବାତ୍ୟା ହେବ ଆଉ ଏହା ୨୩ ତାରିଖ ବେଳକୁ ଓଡ଼ିଶା ଆଡ଼କୁ ଆସିବ ।
ଏହି ବାତ୍ୟା ଘଣ୍ଟା ପ୍ରତି ୧୦୦ ରୁ ୧୨୦ ଦେଇ ଗତିକରିବ ବୋଲି କୁହାଯାଉଛି । ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରେ ବର୍ଷା ସମ୍ଭାବନା କରାଯାଇଛି । ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ହେବ ବୋଲି ସୂଚନା ମିଳିଛି ।