Movie prime

ସରିଲା ଅପେକ୍ଷା ଏବେ ମଣିଷ ହେବେ ଅମର ! ଦେଖନ୍ତୁ କେମିତି

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି ଏକ ଘଟଣା ବିଷୟରେ ଜାଣି ପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 
ପୌରାଣିକ କିମ୍ବଦନ୍ତୀ ବା ଅନ୍ୟାନ୍ୟ ସବୁ ଶାସ୍ତ୍ର ଅନୁସାରେ କେବଳ ଦେବତାମାନେ ହିଁ ଅମର ରହି ପାରନ୍ତି । ଏବେ ଏକ ଖବର ଆସିଛି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଭଗବାନ ଅମର ହୋଇ ରୁହନ୍ତି ସେହି କଥା ତ ସମସ୍ତେ ଜାଣିଛନ୍ତି ।
କିନ୍ତୁ ଏବେ ଖବର ଆସିଛି କି ମଣିଷ ବି ଅମର ହେବାକୁ ଯାଉଛି । ଜଣେ ବୈଜ୍ଞାନିକ ଏହା କହିଛନ୍ତି । ବୈଜ୍ଞାନିକ ଜଣକ ଭବିଷ୍ୟବାଣୀ କରି କହିଛନ୍ତି ଏହି କଥା । ଆଉ ମାତ୍ର ୭ ବର୍ଷର ଅପେକ୍ଷା ପରେ ମଣିଷ ଆମର ହୋଇଯିବ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି । 
୨୦୩୦ ମସିହା ବେଳକୁ ଅମର ପଲଟି ଯାଇଥିବ ମଣିଷ । ଆଉ ମାତ୍ର ୭ ବର୍ଷ ପରେ ମୃ-ତ୍ୟୁକୁ ବି ଦେଇ ହେବ ବାଦ । ଅଲୌକିକ ଅମୃତ ନୁହେଁ ଅମରତ୍ଵ ଦେବ ନାନୋବଟ । ଲୋକପ୍ରିୟ ଗୁଗଲର ପୂର୍ବତନ ଇଞ୍ଜିନିୟର ତଥା ଭବିଷ୍ୟ ଦ୍ରଷ୍ଟା ଭାବରେ ଖ୍ୟାତ ରେଡ କ୍ରୁଶ ହ୍ୱିଲ ଏହି ବିଷୟରେ କହିଛନ୍ତି ।
ଏବେ ଏହାର ବାସ୍ତବସ୍ତାକୁ ନେଇ ଚର୍ଚ୍ଚା ହେଉଛି । ସେ କହିଛନ୍ତି ୨୦୩୦ ବେଳକୁ ଜେନେଟିକ୍ସ, ରୋବୋଟିକ୍ସ, ଓ ନାନୋ ଟେକ୍ନୋଲୋଜି ଏତେ ଆଗେଇ ଯାଇଥିବ ଯେ ତାହା ମନୁଷ୍ୟକୁ ଅମରତ୍ଵ ପ୍ରଦାନ କରିପାରିବ । 
ମୃ-ତ୍ୟୁକୁ ଟାଳି ପାରିବ । ଠିକ୍ ୭ ବର୍ଷ ପରେ ନାନୋବଟ ମଣିଷକୁ ଅମରତ୍ଵ ଦେଇପାରିବ । ନାନୋବଟ ହେଉଛି ଏକ କ୍ଷୁଦ୍ର ରୋବୋଟ । ଏହାର ଓସାର ୫୦ ରୁ ୧୦୦ ନାନୋମିଟର ।
ବୈଜ୍ଞାନିକ ଜଣକ ଏହା ମଧ୍ୟ କହିଛନ୍ତି ଏହି ନାନୋବଟ ଜରିଆରେ ମଣିଷ ଯାହା ଇଚ୍ଛା ଖାଇପାରିବ । ଏହା ଆବଶ୍ୟକ ପୋଷାକକୁ ଶରୀରରେ ରଖିବା ସହ ଅନାବଶ୍ୟକ ପୋଷାକକୁ ଶରୀରରୁ ବାହାର କରିଦେବ । ଏହି ଭିଡିଓ ଦେଖିଲେ ଏହି ବିଷୟରେ ଆପଣ ଅଧିକ ଜାଣିପାରିବେ ।