Movie prime

ଦେବତା ମାନଙ୍କ ପୂଜା ଏମିତି କରନ୍ତୁ ନାହିଁ ନହେଲେ ଶୀଘ୍ର ହୋଇଯିବ ସର୍ବନାଶ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଘରର ମନ୍ଦିର ହେଉଛି ସେହି ସ୍ଥାନ ଯେଉଁଠି ଆମେ ଘରର ଦେବୀ ଦେବତା ମାନଙ୍କ ମୂର୍ତ୍ତି ସ୍ଥାପନା କରି ପୂଜା ପାଠ କରିଥାଉ। ସମସ୍ତ ମନୁଷ୍ୟ ଇଶ୍ଵର ବିଶ୍ଵାସୀ ହୋଇବା ସହ ଇଶ୍ଵରଙ୍କର ଆସ୍ତା ଉପରେ ଭରସା ରଖିଥାନ୍ତି।
ସେଥିପାଇଁ ସମସ୍ତଙ୍କ ଘରେ ପ୍ରତିଦିନ ଠାକୁର ପୂଜା କରିବା ପାଇଁ ଠାକୁର ଘର ସ୍ଥାପନ ହେବା ସହ ନିଷ୍ଟାର ସହ ପୂଜା ମଧ୍ୟ କରାଯାଇଥାଏ। ଠାକୁର ପୂଜା କରିବା ସମୟରେ ଆପଣ ଯଦି କେତେକ ବିଧିବିଧାନ ନିୟମକୁ ଅନୁସରଣ କରି ପୂଜା କରିଥାନ୍ତି।
ତେବେ ଆପଣ ଭଗବାନଙ୍କୁ ପ୍ରସନ୍ନ କରିବା ସହ ପୂଜାଫଳ ମଧ୍ୟ ବହୁତ ଶୀଘ୍ର ପାଇଥାନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ ଦୁଇ ମୂର୍ତ୍ତି ଏହାସହିତ ରଖିଲେ ଆପଣଙ୍କୁ ସୁଖ ଶାନ୍ତି ମିଳିଥାଏ।
Special report
୧- ଯଦି ଆପଣ ଶ୍ରୀ କୃଷ୍ଣଙ୍କ ଭକ୍ତ ଅଟନ୍ତି ତେବେ ଆପଣଙ୍କୁ କୃଷ୍ଣଙ୍କ ସହିତ ରାଧାଙ୍କ ମୂର୍ତ୍ତିଙ୍କୁ ନିହାତି ରଖିବା ଉଚିତ। ଯେଉଁ ଘରେ ଏହି ଦୁଇ ଠାକୁରଙ୍କୁ ଫଟୋ ଅଛି ତାହାଲେ ଜାଣିବେ କି ସେହି ଘରେ କୌଣସି ପ୍ରକାର ଅଶାନ୍ତି ଆସିବ ନାହିଁ। 
୨- ବନ୍ଧୁଗଣ ସବୁବେଳେ ଶ୍ରୀ ବିଷ୍ଣୁ ଆଉ ମାତା ଲକ୍ଷ୍ମୀଙ୍କ ପୂଜା ଏକାସହିତ କରିବା ଉଚିତ୍। ଯଦି ଆପଣ ଆପଣଙ୍କ ଘରେ ଠିକ୍ ଭାବରେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରୁଛନ୍ତି ତାହାଲେ ଆପଣଙ୍କ ଘରେ ସୁଖ ଶାନ୍ତି ଦେଖିବାକୁ ମିଳିଥାଏ।
୩- ବ୍ରହ୍ମା,ବିଷ୍ଣୁ, ମହେଶ୍ୱରଙ୍କ ଫଟୋ ଏକାଠି ରଖି ସେମାନଙ୍କୁ ଏକାସହ ଦର୍ଶନ କରିବା ଦ୍ଵାରା ବଡ଼ ବଡ଼ କଷ୍ଟ ସବୁ ଦୂର ହୋଇଥାଏ। 
୪- ପ୍ରଭୁ ହନୁମାନ ଏବଂ ପ୍ରଭୁ ରାମଙ୍କ ଫଟୋକୁ ଏକା ସହିତ ପୂଜା କରିବା ଦ୍ୱାରା, ଘରେ ସମସ୍ତଙ୍କ ଉପରେ ସବୁ ଦେବୀ ଦେବତାଙ୍କ ଆଶୀର୍ବାଦ ମିଳିଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.