Movie prime

ଏହି କାରଣ ପାଇଁ ରାଧା କୃଷ୍ଣଙ୍କ ହୋଇପାରିନଥିଲା ବିବାହ ଦେଖନ୍ତୁ କଣ ଥିଲା ଏହି ମୁଖ୍ୟ କାରଣ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଭଗବାନ ବିଷ୍ଣୁ ବାରମ୍ବାର ଧାରା ପୃଷ୍ଠରେ ଅବତରଣ କରୁଥିଲେ, ଏହା ଦେଖି ମାତା ଲକ୍ଷ୍ମୀ ମଧ୍ୟ୍ୟ ଅବତରଣ କରିବାପାଇଁ ଇଚ୍ଛା ପ୍ରକଟ କଲେ। ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କ ମନକୁ ଭାଙ୍ଗିପରିଲେ ନାହିଁ।
ସେଥିପାଇଁ ସେ ତ୍ରେତୟା ଯୁଗରେ ଭଗବାନ ରାମ ଓ ସୀତା ରୂପରେ ଧରା ପୃଷ୍ଠରେ ଅବତରଣ କଲେ। ଏହାପରେ ଦ୍ବାପର ଯୁଗରେ ମାତା ଲକ୍ଷ୍ମୀ ରୁକ୍ମିଣୀ ରୂପରେ ଜନ୍ମ ଗ୍ରହଣ କଲେ।
କିଛି ବର୍ଷପରେ ପୁତନା ରାକ୍ଷସୀ ଦେବୀ ରୁକ୍ମିଣୀଙ୍କୁ ବାରମ୍ବାର ହତ୍ୟା କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ମାତା ରୁକ୍ମିଣୀ ପୁତନା ରାକ୍ଷସୀର ସ୍ତନ୍ୟ ପାନ କଲେ ନାହିଁ।
Special report
ଏଥିମଧ୍ୟରେ ନଗରୀର କିଛି ବାସୀ ମହଲଭିତରକୁ ପ୍ରବେଶ କଲେ। ଲୋକ ମାନଙ୍କୁ ଦେଖି ପୁତନା ଆକାଶ ମାର୍ଗକୁ ଚାଲିଗଲେ। ତେବେ ରୁକ୍ମିଣୀ ନିଜକୁ ପୁତନା ହାତରୁ ରକ୍ଷା କରିବା ପାଇଁ ସେ ତାଙ୍କ ନିଜ ଓଜନ ବଢାଇଚାଲିଲେ।
ଓଜନ ସମ୍ଭାଳି ନପାରି ପୁତନା ରୁକ୍ମିଣୀଙ୍କୁ ଛାଡିଦେଲା ଓ ସେ ଆସି ମଥୁରା ନଗରୀରେ ଏକ ପୋଖରୀରେ ଫୁଟିଥିବା ପଦ୍ମ ଫୁଲ ଉପରେ ପଡିଲେ। ସେହି ବାଟ ଦେଇ ସେହି ନଗରୀର ଏକ ବାସିନ୍ଦା ବୃଷଭାନୁ ଓ କୃତି ଦେବୀ ସେହି ବାଟ ଦେଇ ଯାଉଥିବା ବେଳେ ତାଙ୍କ ନଜର ରୁକ୍ମିଣୀଙ୍କ ଉପରେ ପଡିଲା। 
ସେ ତାଙ୍କୁ ନେଇ ଘରକୁ ଚାଲିଗଲେ ଓ ତାଙ୍କୁ ନିଜ ଝିଅ ରୁପରେ ଲାଳନ ପାଳନ କଲେ ଓ ତାଙ୍କ ନାମ ରାଧା ରଖିଦେଲେ। ରାଧା ବଡ଼ହେବା ପରେ କୃଷ୍ଣଙ୍କ ସହ ତାଙ୍କର ଦେଖାହୋଇଥିଲା। ତାହାପରେ ରାଧା କୃଷ୍ଣଙ୍କ ରାସଲୀଳା ହୋଇଥିଲା।
ଏହିପରି କିଛି ଦିନ ପରେ, କଂସର ଡ଼ାକରାରେ କୃଷ୍ଣ ମଥୁରା ଚାଲିଗଲେ ଓ ଆଉ ଫେରିପାରିଲେ ନାହିଁ। ଏହି ମଧ୍ୟରେ ବିଧର ପ୍ରଦେଶର ଜାଜାଙ୍କୁ ଜଣାପଡ଼ିଗଲା ଯେ ତାଙ୍କ ଝିଅ ରୁକ୍ମିଣୀ ମଥୁରାରେ ରାଧା ରୂପରେ ବଢ଼ୁଛନ୍ତି। 
ଏହାପରେ ବିଧର ପ୍ରଦେଶର ରାଜା ଆସି ତାଙ୍କ ଝିଅ ରୁକ୍ମଣୀଙ୍କୁ ନିଜ ସହିତ ନେଇ ଚାଲିଗଲେ। ସେତେବେଳେ ବିଧର ପ୍ରଦେଶ କୃଷ୍ଣଙ୍କ ଦ୍ୱାରିକାର ଶତୃଦେଶ ଥିଲା।
ଏହି କାରଣରୁ ରାଜା ରୁକ୍ମିଣୀଙ୍କୁ ଜୋର ଜବଦସ୍ତ ଭାବରେ ତାଙ୍କୁ ଅନ୍ୟ ସହିତ ବିବାହ କରିବାପାଇଁ ଚେଷ୍ଟା କଲେ। ସେଥିପାଇଁ କୃଷ୍ଣ ରୁକ୍ମଣୀଙ୍କୁ ଅପହରଣ କରି ନିଜ ସହିତ ନେଇ ଆସିଲେ ଓ ନିଜ ରାଜ୍ୟରେ ତାଙ୍କୁ ବିବାହ କଲେ। ତେଣୁ ରୁକ୍ମଣୀ ହିଁ ହେଉଛନ୍ତି ରାଧା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.