ଆଜି ସନ୍ଧ୍ୟା ବେଳେ ଘର ର ଏହି କୋଣ ରେ ଚୁପ୍ କରି ଜାଳି ଦିଅନ୍ତୁ ଦୀପ, ତାପରେ ଯାହା ହେବା ଆପଣ ବିଶ୍ୱାସ କରିପାରିବେନି
Aug 11, 2023, 10:54 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଭଗବାନ ଙ୍କୁ ପୂଜା କରିବା ସମୟରେ ନିଶ୍ଚିତ ଭାବରେ ଭଗବାନ ଙ୍କୁ ଦ୍ଵୀପ ଅର୍ପଣ କରୁଥିବେ। ଦ୍ଵୀପ ର ପୁଜା ପାଠ ସମୟରେ ବିଶେଷ ଭାବରେ ମହତ୍ତ୍ଵ ମଧ୍ଯ ରହିଥାଏ।
ଆଉ ବିନା ଦୀପରେ ପୂଜା ମଧ୍ୟ ହୋଇ ପାରିବ ନାହିଁ। ଦୀପ ଦ୍ବାରା ହିଁ ଆମେ ଭଗବାନ ଙ୍କୁ ଆରାଧନା କରି ତାଙ୍କୁ ଆବାହନ କରିଥାଉ। ଆଉ ଏହା ମାନିଥାଉ କୁ ସେଠାରେ ସାକ୍ଷାତ ଭଗବାନ ଆବିର୍ଭାବ ହୋଇଛନ୍ତି।
ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଶୁକ୍ରବାର ଦିନ ମାତା ଲକ୍ଷ୍ମୀ ଙ୍କ ସାମ୍ନାରେ କିଭଳି ଦୀପ ପ୍ରଜ୍ବଳିତ କରିବାକୁ ପଡ଼ିବ। ସାଧାରଣତଃ ଆମେ ମାନେ ଏକମୁଖୀ ଦୀପ ଭଗବାନ ଙ୍କୁ ପ୍ରଜ୍ବଳିତ କରିଥାଉ।
ପୂଜା ସମୟରେ ଘିଅ ର ଦୀପ ମଧ୍ଯ ପ୍ରଜ୍ବଳିତ କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଯଦି ଆପଣ ଘିଅ ର ଦୀପ ନଦେଇ ପାରିଲେ ତେବେ ଆପଣ ମାନେ ସେଠାରେ ତେଲ ର ଦୀପ ଦେଇ ପାରିବେ। ହେଲେ କେବେ ହେଲେ ମଧ୍ୟ ସୋରିଷ ତେଲରେ ଦ୍ଵିପ ଜାଳିବେ ନାହିଁ।
ଏହାକୁ କେବଳ ଘରୁ ବାହାରେ ଶନି ମହାଦେବ ଙ୍କ ପୂଜାର୍ଚ୍ଚନାରେ ଲଗାଯାଇ ପାରିବ। ଯଦି ଆପଣ ଚାହିଁବେ ତେବେ ଆପଣ ପ୍ରତ୍ୟେକ ଦିନ ମାଆ ଲକ୍ଷ୍ମୀ ଙ୍କ ସ୍ଥାନରେ ଏହି ପୂଜା ମଧ୍ୟ କରି ପାରିବେ।
ମାତା ଲକ୍ଷ୍ମୀ ଙ୍କ ପାଇଁ ଶୁକ୍ରବାର ଦିନ ଆପଣଙ୍କୁ ଚାରି ମୁଖୀ ଦୀପ ଯେମିତି ବି ହେଉ ପ୍ରଜ୍ବଳିତ କରିବାକୁ ହେବ। ଏହା ଏକ ଧାତୁରେ ନିର୍ମିତ ମଧ୍ୟ ହୋଇଥିବା ମଧ୍ୟ ନିହାତି ଆବଶ୍ୟକ ଅଟେ। ଅର୍ଥାତ ଏହା ପିତ୍ତଳ ରେ ତିଆରି ହୋଇଥିବା ଆବଶ୍ୟକ।
କାରଣ ମାଟି ଦୀପ ଥରେ ବ୍ୟବହାର କରିବା ପରେ ଆଉଥରେ ବ୍ଯବହାର କରାଯାଇ ନଥାଏ। ଶୁକ୍ରବାର କୁ ଶୁକ୍ରବାର ଆପଣ ଏହି ଚାରି ମୁଖା ଦୀପ ଭଗବାନ ଙ୍କୁ ଅର୍ପଣ କରନ୍ତୁ। ଏହା ଆପଣ ସକାଳେ ଓ ସନ୍ଧ୍ୟା ବେଳେ ମଧ୍ୟ ଲଗାଇ ପାରିବେ।
ଏହି ଦୀପ ଯେତେବେଳେ ପର୍ଯ୍ୟନ୍ତ ଆମେ ପୁଜା ବା ସାଧନା କରୁଥିବା ସେତେବେଳ ପର୍ଯ୍ୟନ୍ତ ଏହି ଦୀପ ଜଳିବା ମଧ୍ୟ ନିହାତି ଆବଶ୍ୟକ ଅଟେ। ଏଭଳି ସନ୍ଧ୍ୟା ଓ ସକାଳେ ଜଳିବା ନିହାତି ଆବଶ୍ୟକ।

