Movie prime

ସକାଳୁ ସକାଳୁ ଉଠୁ ଉଠୁ ସୂର୍ଯ୍ୟ ଦେବତା ଙ୍କୁ ଜଳ ଚଢାଇ କହି ଦିଅନ୍ତୁ ଏହି ଗୁପ୍ତ ମନ୍ତ୍ର ଶୀଘ୍ର ହୋଇଯିବେ କୋଟିପତି

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୂର୍ଯ୍ୟ ଏହି ସାରା ସଂସାରର ପ୍ରତ୍ୟେକ ଜୀବର ଆଧାର ଅଟନ୍ତି। ସୂର୍ଯ୍ୟଙ୍କ ବିନା ଏ ସଂସାରର ପରିକଳ୍ପନା କରିବା ଅସମ୍ଭବ। ବହୁ ପୁରାତନ କାଳରୁ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବାର ପରମ୍ପରା ରହିଆସିଛି।
ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ମନୁଷ୍ୟ ଜୀବନ ରେ ଅନେକ ଚମତ୍କାରୀତା ହୋଇଥାଏ। ଭଗବାନ ଶ୍ରୀରାମ ଠାରୁ ନେଇକି ଭଗବାନ ଶ୍ରୀକୃଷ୍ଣ ମଧ୍ୟ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଉଥିଲେ। ସୂର୍ଯ୍ୟଙ୍କ ଶକ୍ତି ବହୁତ ଅଲୌକିକ ହୋଇଥାଏ, ସୂର୍ଯ୍ୟ ବିନା ଏ ପୃଥିବୀ ଧ୍ବଂସ ହୋଇପାରେ। 
Special Report
ସୂର୍ଯ୍ୟ ଇନ୍ଦ୍ରିୟ ସଂଯମ ଏବଂ ସକାରାତ୍ମକତାର ଉର୍ଜା ହୋଇଥାନ୍ତି। ସଂସାରର ସବୁ ସମସ୍ୟାର ସମାଧାନ ସୂର୍ଯ୍ୟ ଦେବଙ୍କ ପାଖରେ ହିଁ ଅଛି। ସୂର୍ଯ୍ୟଦେବଙ୍କ ଉପାସନା କରିବା ଦ୍ୱାରା ଆତ୍ମା ଶୁଦ୍ଧି ଏବଂ ମନୋବଳ ବଢିଥାଏ।
ଜ୍ୟୋତିଷ ଶାସ୍ତ୍ରରେ ସବୁ ଗ୍ରହ ପରି ସୂର୍ଯ୍ୟ ମଧ୍ୟ ରହିଥାନ୍ତି ଯଦି ସୂର୍ଯ୍ୟ ସଠିକ ସ୍ଥିତିରେ ରୁହନ୍ତି ତେବେ ଶୁଭ ହୋଇଥାଏ। କିନ୍ତୁ ଯଦି ଅଶୁଭ ସ୍ଥିତିରେ ରହିଥାନ୍ତି ତେବେ ଅତ୍ୟନ୍ତ ଅଶୁଭ ହୋଇଥାଏ।
Special Report
ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଦେବ ଙ୍କୁ ପ୍ରସନ୍ନ କରିବା ପାଇଁ କେଉଁ ନିୟମ କରିବା ଉଚିତ। ଯାହା ଦ୍ୱାରା ଆପଣଙ୍କ ଜୀବନ ସୁଖମୟ ହେବ। 
ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବାର ନିୟମ :-
1.ସୂର୍ଯ୍ୟଦେବଙ୍କୁ ତମ୍ଭା ପାତ୍ର କିମ୍ବା ହାତରେ ଆଞ୍ଜୁଳା ଆପଣ ଜଳ ଅର୍ପଣ କରିପାରିବେ। ଯଦି ଆପଣ ହାତରେ ଆଞ୍ଜୁଳା କରି ଦେଉଛନ୍ତି ତେବେ ଆଙ୍ଗୁଠିଙ୍କୁ ଫର୍ଚା କରି ରଖିବା ଉଚିତ
କୌଣସି ଆଙ୍ଗୁଠି କୌଣସି ଆଙ୍ଗୁଠି ସ୍ପର୍ଶ ନକରିବା ଉଚିତ। ଯଦି ଆପଣ ତମ୍ଭା ପାତ୍ରରେ ଦେଉଛନ୍ତି ତେବେ ମଧ୍ୟ ଆଙ୍ଗୁଠି ସ୍ପର୍ଶ କରନ୍ତୁ ନାହିଁ।
2.ସୂର୍ଯ୍ୟଙ୍କୁ ଅର୍ଘ୍ୟ ସର୍ବଦା ସୂର୍ଯ୍ୟଦୟ ସମୟରେ ଦେବା ଉଚିତ। ସୂର୍ଯ୍ୟଦେବଙ୍କୁ ତମ୍ଭା ପାତ୍ରରେ ଅର୍ଘ୍ୟ ଦେବା ସର୍ବୋତମ ହୋଇଥାଏ। ତମ୍ଭାକୁ ସୂର୍ଯ୍ୟ ଦେବଙ୍କ ପ୍ରିୟ ଧାତୁ ବୋଲି ବିଶ୍ୱାସ କରାଯାଏ। ସେହି ପାତ୍ରରେ ଗଙ୍ଗାଜଳ କିମ୍ବା ପବିତ୍ର ନଦୀର ଜଳର ପ୍ରୟୋଗ କରନ୍ତୁ।
3. ଜଳ ସହ କୌଣସି ବି ନାଲି ଫୁଲ, ନାଲି ଚନ୍ଦନ ଏବଂ ଚାଉଳ ନିଶ୍ଚିନ୍ତ ପକାନ୍ତୁ। ଆପଣ ଟିକିଏ ମହୁ, ଗୁଡ,ଘିଅ ଇତ୍ୟାଦି ମଧ୍ୟ ମିଶେଇ ପାରିବେ। ଏବଂ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବାର ସଠିକ ସମୟ ହେଉଛି ସୂର୍ଯ୍ୟଦୟ ସମୟ।
4.ସୂର୍ଯ୍ୟ ଦେବଙ୍କୁ ମନ୍ତ୍ର ଜପ କାରୀ ରବିବାର ଦିନ ତିନିଥର ଜଳ ଅର୍ପଣ କରିବା ଦ୍ୱାରା ଆପଣଙ୍କୁ ଗରିବୀ ଦୂର ହୋଇଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.