Movie prime

ଏହି ମାସରେ ବିବାହ କଲେ କନ୍ୟା ମାନେ ହୁଅନ୍ତି ସୌଭାଗ୍ୟଶାଳୀ ଦେଖନ୍ତୁ ଆପଣଙ୍କ ବିବାହ ଏହି ମାସରେ ହୋଇନାହିଁ ତ...

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଆପଣମାନେ ସୋସିଆଲ ମିଡିଆରେ ଆସିଥିବା ଭିଡିଓ ଦେଖିଲେ ଆପଣମାନେ ଅନେକ ଜ୍ଞାନ ବିଷୟରେ ଜାଣିପାରିବେ ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ ଖବର ଜାଣିପାରିବେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି ।
Special Report
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କେଉଁ ମାସରେ କନ୍ୟା ବିବାହ କରିଲେ ଶୁଭ ହୋଇଥାଏ ଏବଂ କେଉଁ ମାସରେ କନ୍ୟା ବିବାହ କରିଲେ ସେ ବିଧବା ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ କନ୍ୟା ବିବାହକୁ ନେଇ ଅନେକ କଥା ଲେଖାଯାଇଛି । ଶୁଭ ମାସ ଏବଂ କେଉଁ ମାସ ଅତ୍ୟନ୍ତ ଶୁଭ ହୋଇଥାଏ
 ତାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ବିବାହ କରିବା ପରେ ବ୍ୟକ୍ତିର ଜୀବନ ପୂର୍ଣ୍ଣତା ଆଡ଼କୁ ଗତି କରିଥାଏ । ବିବାହ ପରେ ସନ୍ତାନ ଜନ୍ମ ନେଇଥାଏ । ଯଦି ବିବାହ ଶୁଭପ୍ରଦ ହୋଇଥାଏ ତେବେ ବର ଏବଂ କନ୍ୟା ନିଜର ବୈବାହିକ ଦାମ୍ପତ୍ୟ ଜୀବନକୁ ସୁଖରେ କାଟି ଥାଆନ୍ତି । 
ତାଙ୍କର ସଂସାର ଭଲରେ ଗତି କରିଥାଏ । ବିବାହ ସମୟରେ ସମୟ, ଗ୍ରହ ଶୁଦ୍ଧି, ଏଭଳି ଅନେକ ଗଣା ପୁଛା କରାଯାଇଥାଏ । ଜାତକ ମେଳ କରିବା ପାଇଁ ମଧ୍ୟ ଦିଆଯାଇଥାଏ । ଆଉ ରାଶି ନକ୍ଷତ୍ର ଏବଂ ଗ୍ରହ ଅବସ୍ଥିତି ଦେଖିବା ପରେ ବିବାହ କରାଯାଏ ।
କୁଣ୍ଡଳୀ ଠିକସେ ମିଳନ ହୋଇଥିଲେ ଦାମ୍ପତ୍ୟ ଜୀବନରେ ଦୁଃଖ ଆସିନଥାଏ । ଶାସ୍ତ୍ର ଅନୁସାରେ କନ୍ୟାର ବିବାହ ବୈଶାଖ ମାସରେ କରାଗଲେ କନ୍ୟା ସୁଖୀ ହୋଇଥାଏ । ଜ୍ୟେଷ୍ଠ ମାସରେ କନ୍ୟାର ବିବାହ କରିଲେ ସେ ପତିବପ୍ରିୟା ଏବଂ ସୁଖୀ ହୋଇଥାଏ । 
ଆଷାଢ଼ ମାସରେ ବିବାହ କରିଲେ କନ୍ୟା କୂଳ ବୃଦ୍ଧି କରିଥାଏ , ବଂଶ ରକ୍ଷାକାରୀ ଏବଂ ଧନ ଜନ ଲକ୍ଷ୍ମୀର ଅଧିକାରୀ ହୋଇଥାଏ । ମାଘ ମାସରେ କନ୍ୟାର ବିବାହ ହେଲେ କନ୍ୟା ଧନବତୀ, ଯଶବତୀ, ପତି ପ୍ରିୟା ହୋଇଥାଏ ।
ଫାଲଗୁନ ମାସରେ କନ୍ୟାର ବିବାହ କରିଲେ ଶୁଭ ଗାମୀ, ପତି ପ୍ରିୟା, ଅୟିଶୁ ଲକ୍ଷଣୀ ହୋଇଥାଏ । ଏହି ପାଞ୍ଚୋଟି ମାସ କନ୍ୟାର ବିବାହ ନିମନ୍ତେ ଶୁଭ ହୋଇଥାଏ । ଅନ୍ୟ ସାତ ଗୋଟି ମାସରେ ବିବାହ କରିଲେ କନ୍ୟାର ଅଶୁଭ ହୋଇଥାଏ । ମାର୍ଗଶୀର ମାସରେ କନ୍ୟାର ବିବାହ କରିଲେ ଶୁଭ ମଧ୍ୟ ହୋଇଥାଏ ।