Movie prime

ଏମିତି ଏକ ପୋଥି ଯାହାକୁ ଛୁଇଁଲେ ମାରୁଛି କରେଣ୍ଟ ଦେଖନ୍ତୁ କେବେ ସରିବ କଳିଯୁଗ ଲେଖିଛନ୍ତି ସ୍ଵୟଂ ମହାଦେବ !!

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି।
Special report
ତେବେ ବନ୍ଧୁଗଣ ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ବନ୍ଧୁଗଣ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆଗତ ଭବିଷ୍ୟତ ଉପରେ ଯେଉଁ କଥା ମହାପୁରୁଷ ମାନେ କହି ଯାଇଛନ୍ତି।
ଭିନ୍ନ କବି ମାନଙ୍କ ଦ୍ଵାରା ମାଳିକା ଅନେକ ନାମରେ ଲେଖନ କରା ଯାଇଛି। ଲୋକ ମାନେ ମାଳିକରେ ଲେଖା ହୋଇଥିବା ଅନେକ ପ୍ରକାରର ତଥ୍ୟ ବିଷୟାରେ ଜାଣିବା ପାଇଁ ଇଚ୍ଛା କରିବାର ଅନେକ ସମୟରେ ନଜର ଆସିଥାନ୍ତି।
ମହାପୁରୁଷ ମାନେ ଯେଉଁ ଲେଖା ମାଳିକା ରେ ଲେଖି ଯାଇଛନ୍ତି ତାହାର ସତ୍ୟତା ଆଜି ଦେଖିବାକୁ ମିଳୁଛି ଏ କଳି ଯୁଗରେ। ସତ ହେବାକୁ ଯାଉଛି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକା। 
Special report
ତାଙ୍କ ଭବିଷ୍ୟବାଣୀ ଅନୁୁସାରେ ପ୍ରତ୍ୟେକଟି କଥା ଧୀରେ ଧୀରେ ସତ ହେଉଥିବା ଦେଖାଯାଉଛି। ଅନେକ ବର୍ଷ ପୂର୍ବେ ଲେଖା ଯାଇଥିବା ରହସ୍ୟମୟ ମାଳିକା ର ସମସ୍ତ ତଥ୍ୟ ଆଜି ଧୀରେ ଧୀରେ ଖୁଲାସା ହେବାରେ ଲାଗିଛି।
ମାଳିକା ପୁରୁଷ ଅଚ୍ୟୁତାନନ୍ଦ ଦାସ ଯାହା ଲେଖି ଯାଇଛନ୍ତି ତାହାର ପ୍ରମାଣ ଆଜି ସମୟ ଅନୁଯାୟୀ ଦେଖିବାକୁ ମିଳୁଛି। ତେବେ ବନ୍ଧୁଗଣ ୬୦୦ ବର୍ଷ ତଳର ମହାପୁରୁଷ ମାନଙ୍କ ଦ୍ୱରା ଆଗତ ଭବିଷ୍ୟତ ପାଇଁ ଲିଖିତ ହୋଇଥିବା ଏହି ମାଳିକା ଵଚନ ।
ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳିଛି ଯେ କାନ୍ହୁ ବାବା କହିଛନ୍ତି ତାଙ୍କୁ ତାଙ୍କ ଗୁରୁଦେବ କହିଥିଲେ ତାଙ୍କୁ ଗୋଟିଏ ପୋଥି ପ୍ରାପ୍ତି ହେବ ବୋଲି। ତାଙ୍କ ଗୁରୁଦେବ କହିବାର ତିନି ବର୍ଷ ପରେ ବାବାଙ୍କୁ ସେହି ପୋଥି ପ୍ରାପ୍ତି ହୋଇଥିଲା।
ଏହି ପୋଥି ବାବାଙ୍କୁ ଶ୍ମଶାନର ବାଟ ବୃକ୍ଷରୁ ମିଳିଥିଲା। ଏହି ପୋଥିରେ ପ୍ରଭୁ ଶଙ୍କରଙ୍କ କଥା ଲେଖା ଅଛି, ଅର୍ଜୁନଙ୍କ ସମ୍ବାଦ ଆଉ କୃଷ୍ଣଙ୍କ ସମ୍ବାଦ ଲେଖା ଅଛି। ବ୍ରହ୍ମପୁରୁଷ ଙ୍କ ବ୍ରହ୍ମ କଥା ଏହି ପୋଥି ଭିତରେ ସଂସ୍କୃତ ହୋଇ ଅଛି। ତେବେ ବନ୍ଧୁଗଣ ସେହି ପୋଥିକୁ ଛୁଇଁଲେ ମାରୁଛି କରେଣ୍ଟ୍।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.