Movie prime

ସାବିତ୍ରୀ ଅମାବାସ୍ୟା ପରଠାରୁ ଏହି ସବୁ ରାଶି ମାନଙ୍କ ଭାଗ୍ୟରେ ଲାଗିବ ଲଟେରୀ ଦେଖନ୍ତୁ କେଉଁ କେଉଁ ରାଶି ମାନଙ୍କ ବଦଳିବ ଭାଗ୍ୟ

 
Special report
ସାବିତ୍ରୀ ପରଠାରୁ ଏହି ପାଞ୍ଚୋଟି ରାଶି ଙ୍କ ଭବିଷ୍ୟତ ଉଜ୍ଵଳମୟ ହେବ ଏବଂ ଧନୀ ହେବେ।ଓଡ଼ିଆ ଘରର ସଧବା ନାରୀ ମାନଙ୍କର ଏକ ବିଶିଷ୍ଟ ପର୍ବ ହେଉଛି ସାବିତ୍ରୀ ବ୍ରତ।
ସାବିତ୍ରୀ ବ୍ରତ ଆସନ୍ତା ମେ ୧୯ ତାରିଖ ରେ ଓଡ଼ିଶାର ଏହି ପର୍ବ ପାଳନ ହେଉଛି।ଜେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି ଦିନ ଏହି ସାବିତ୍ରୀ ବ୍ରତ ପାଳନ କରାଯାଏ ଥାଏ।ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଧନୀ ହେବାକୁ ଚାହିଁଥାନ୍ତି।
କିନ୍ତୁ ଏହା ଭାଗ୍ୟ ଉପରେ ନିର୍ଭର କରିଥାଏ।ଗ୍ରହର ଚଳନ ଦ୍ଵାରା କୌଣସି ବ୍ୟକ୍ତି ର ଭାଗ୍ୟ ସ୍ଥିର ହୋଇଥାଏ।ସାବିତ୍ରୀ ବ୍ରତ ଠାରୁ କିଛି ରାଶି ମାନଙ୍କର ଭାଗ୍ୟ ଚମକିବା ପାଇଁ ଯାଉଛି।
Special report
(୧)ବୃଷ ରାଶି :- ଏହି ରାଶି ମାନେ ଧନୀ ହେବାର ସମ୍ଭାବନା ରହିଛି।ସାବିତ୍ରୀ ବ୍ରତ ଠାରୁ ଆପଣଙ୍କର ଅଟକି ଥିବା କାମ ଗୁଡିକ ଏମାନଙ୍କୁ ନୂତନ କାର୍ଯ୍ୟ କରିବା ପାଇଁ ନୂଆ ନୂଆ ସୁଯୋଗ ପ୍ରାପ୍ତ ହେବ। ନୂତନ ମୀତ୍ର ବନାଇବେ।ସହଯୋଗ ମଧ୍ୟ କରିବେ।
(୨)କନ୍ୟା ରାଶି:- ଦାମ୍ପତ୍ୟ ଜୀବନ ସୁଖମୟ ହେବ।ପାରିବାରିକ ସମସ୍ୟା ଦୂର ହୋଇଯିବ।ନିଜ ଜୀବନସାଥି ଙ୍କ ସହିତ ଦମୟ ଅତିବାହିତ କରିବେ।ଅଚାନକ ଖୁସି ଖବର ପ୍ରାପ୍ତ ହେବ। ଧନଲାଭ ହେବ।
(୩)ସିଂହ ରାଶି:- ଏହି ରାଶିର ଲୋକମାନେ ଖୁବ୍ ଶୀଘ୍ର ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ।ସଫଳତା ଲାଭ କରିବେ।କୌଣସି କ୍ଷେତ୍ରରେ ଆର୍ଥିକ ସମସ୍ୟା ରହିବ ନାହିଁ।ସଫଳତା ହାସଲ କରିବେ।
(୪)ତୁଳା ରାଶି :- ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ। ଯେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ଉନ୍ନତି ପ୍ରାପ୍ତ କରିବେ।ଆଗାମୀ ସମୟରେ ଧନର ଅଭାବ ରହିବ ନାହିଁ।
(୫)କୁମ୍ଭ ରାଶି :- ଏହି ରାଶିର ବ୍ୟକ୍ତି ମାନେ ବହୁତ ଧନଲାଭ କରିବେ।ପାରିବାରିକ ଜୀବନ ସୁଖମୟ ହେବ।ଏମାନଙ୍କ ଜୀବନରେ କୌଣସି ସମସ୍ୟା ରହିଥିବ ତେବେ ଦୂର ହୋଇଯିବ।ନିଜ ଜୀବନସାଥି ଙ୍କ ସହିତ ଦମୟ ଅତିବାହିତ କରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.