Movie prime

ଏହି ସ୍ଥାନରେ ଆଜିବି ଜୀବିତ ଅଛନ୍ତି ପ୍ରଭୁ ହନୁମାନ ଦେଖନ୍ତୁ ମିଳିଲା ପ୍ରମାଣ - Jay Shree Ram

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଅନେକ ଦେବଦେବୀଙ୍କ ବିଷୟରେ ମଧ୍ୟ ଅନେକ ଖବର ପାଇ ପାରୁଛନ୍ତି । ଆଉ ଅନେକ ନ ଜାଣିଥିବା କଥା ମଧ୍ୟ ଜାଣି ପାରୁଛନ୍ତି ।
ଏବେ ଏଭଳି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାଦ୍ଵାରା ଆପଣମାନେ ଭଗବାନଙ୍କ ଅସ୍ତିତ୍ବ ବା ସେ ଏବେବି ଜୀବିତ ଅଛନ୍ତି ବୋଲି ଜାଣିପାରିବେ । 
Special Report
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ଭଗବାନ ହନୁମାନଙ୍କୁ ନେଇ କିଛି ଖବର । ପ୍ରଭୁ ହନୁମାନ ଏବେବି ଅଛନ୍ତି ଏହାର କିଛି ପ୍ରମାଣ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।ଏହି ଖବର ଏବେ ଚର୍ଚ୍ଚାକୁ ଆସିଛି ।
ପ୍ରଭୁ ହନୁମାନଙ୍କର ଅନେକ ନାମ ଅଛି ଆଉ ତାଙ୍କର ଅସଂଖ୍ୟ ନାମ ସହ ଅନେକ ଶକ୍ତି ମଧ୍ୟ ଅଛି । ହନୁମାନ ଭଗବାନଙ୍କ ଉପରେ ପ୍ରସନ୍ନ ହୋଇ ଅନେକ ଦେବିଦେବତା ତାଙ୍କୁ ଅନେକ ବର ମଧ୍ଯ ଦେଇଛନ୍ତି । ହନୁମାନ ଭଗବାନଙ୍କ ପାଖରେ ଏଭଳି ଶକ୍ତି ଅଛି ଯାହା ଦ୍ଵାରା ସେ ଛୋଟ ଏବଂ ବଡ ହୋଇପାରିବେ ।
ତ୍ରତେୟା ଯୁଗରେ ଯେତେବେଳେ ଭଗବାନ ଶ୍ରୀରାମଙ୍କର ଜନ୍ମ ହୋଇଥିଲେ । ମହାବୀର ହନୁମାନ ପ୍ରଭୁ ଶିବଙ୍କ ରୂପ ବୋଲି କୁହାଯାଉଛି । ମାତା ଅଞ୍ଜନୀ ପ୍ରଭୁ ହନୁମାନଙ୍କୁ ଜନ୍ମ ଦେଇଥିଲେ । କଳିଯୁଗରେ ଯେତେବେଳେ ଭଗବାନଙ୍କ ଆବଶ୍ୟକତା ପଡ଼ିବ ସେତେବେଳେ ପ୍ରଭୁ ହନୁମାନ ଆସିବେ।
Special Report
ଛୋଟ ବେଳେ ମହାବୀର ହନୁମାନ ବହୁତ ଦୁଷ୍ଟ ଥିଲେ । ଆଉ ସେ ସୂର୍ଯ୍ୟ ଦେବଙ୍କୁ ଫଳ ଭାବି ଗିଳି ଦେଇଥିଲେ । ଏହାପରେ ଇନ୍ଦ୍ର ଦେବ ତାଙ୍କ ଉପରେ ପ୍ରହାର କରିଥିଲେ । ଏହାପରେ ସମସ୍ତ ଦେବତା ତାଙ୍କୁ ଅନେକ ବର ଦେଇଥିଲେ ।
ଭଗବାନ ହନୁମାନ ରାମ ଭକ୍ତ ମାନଙ୍କୁ ଉଦ୍ଧାର କରିବେ ସେଥିପାଇଁ ତାଙ୍କୁ ଅମର ବର ଦିଆଯାଇଛି । ମହାପଣ୍ଡିତ ରାବଣ ଅନେକ ତପସ୍ୟା କରୁଥିଲା । ଆଉ ବ୍ରାହ୍ମଣ ମାନଙ୍କ ଦ୍ଵାରା ଯଜ୍ଞ କରୁଥିଲା । ଆଉ ସେଠାକୁ ପ୍ରଭୁ ହନୁମାନ ବ୍ରାହ୍ମଣ ହୋଇ ଯାଇଥିଲେ ।
ରାମାୟଣ ହେଉ ବା ମହାଭାରତ ସବୁଠାରେ ହନୁମାନ ପ୍ରଭୁଙ୍କୁ ନେଇ ଅନେକ କଥା ଆସିଥାଏ । ମହାଭାରତରେ ପ୍ରଭୁ ହନୁମାନଙ୍କ ନାମ ବହୁତ ଆସିଛି । ଭୀମ ମଧ୍ୟ ଥରେ ଭଗବାନ ହନୁମାନଙ୍କୁ ଦେଖିଥିଲେ । ଅର୍ଜୁନ ମଧ୍ୟ ଭଗବାନ ହନୁମାନଙ୍କୁ ଦେଖିଥିଲେ । ଏଭଳି ଅନେକ କଥା ଏହି ଭିଡିଓ ଦ୍ଵାରା ଆପଣମାନେ ଜାଣିପାରିବେ ।