Movie prime

ଏମିତି ଭାବେ ଘରେ ଯଦି କରିବେ ମା ଲକ୍ଷ୍ମୀ ଙ୍କ ଆରାଧନା , ମା ନିଜେ ଆସି ଆପଣ ଙ୍କୁ ଦେବେ ସାକ୍ଷାତ ଦର୍ଶନ ଆଉ କରିବେ କୃପା

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ହିନ୍ଦୁ ଶାସ୍ତ୍ର ଅନୁସାରେ ଶୁକ୍ର ବାର ଦିନ ମା ଲକ୍ଷ୍ମୀ ଙ୍କୁ ପୂଜା କରା ଯାଏ।ଏହି ଦିନ ମା ଲକ୍ଷ୍ମୀ ଙ୍କୁ ପୂଜା କଲେ ଘର କୁ ଧନ ସମ୍ପତି ଆସି ଥାଏ।
Special Report
ଆମ ସଂସ୍କ୍ରୁତି ରେ ସୋମ ଠାରୁ ରବିବାର ଯାଏଁ ପ୍ରତ୍ୟେକ ଦିନ ଭଗବାନ ଙ୍କୁ ପୂଜା କରା ଯାଏ।ତାଙ୍କ ଠାରୁ ଆଶ୍ରୀର୍ବାଦ ନିଆ ଯାଏ।କୁହା ଯାଏ ଶୁକ୍ର ବାର ଦିନ ମା ଙ୍କୁ ପୂଜା କଲେ ସବୁ କିଛି ଠିକ ଠିକ ହୋଇ ଥାଏ।ମା ଲକ୍ଷ୍ମୀ ଙ୍କ ଧଳା ରଙ୍ଗ ପ୍ରିୟ ହୋଇ ଥାଏ।ସେଥିପାଇଁ ଏହି ଦିନ ମା ଲକ୍ଷ୍ମୀ ଙ୍କୁ ଏହି ପୋଷାକ ପିନ୍ଧି ପ୍ରସନ୍ନ କରା ଯାଏ।
ଆମ ପରମ୍ପରା ରେ ମା ଲକ୍ଷ୍ମୀ ଙ୍କର ଏକ ବିଷେଶ ସ୍ଥାନ ରହିଛି।ଏହି ଦିନ ଗରିବ ଲୋକ ମାନଙ୍କୁ ସବୁ ଧଳା ରଙ୍ଗ ର ଜିନିଷ ଯଥା ଅଟା,ଚାଉଳ, ଦାନ କଲେ ଘର କୁ ସୁଖ ଶାନ୍ତି ଆସି ଥାଏ।
Special Report
ଏହି ଦିନ ସ୍ତ୍ରୀ ଲୋକ ମାନେ ସକାଳୁ ଉଠି ଗାଧୋଇ ସାରି ମା ଲକ୍ଷ୍ମୀ ଙ୍କୁ ପୂଜା କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୁଏ।ମା ତାଙ୍କ ଉପରେ ପ୍ରସନ୍ନ ହୁଅନ୍ତି।ମା ଲକ୍ଷ୍ମୀ ଙ୍କ କ୍ରୁପା ଘର ଉପରେ ରହିଲେ ଦୁଃଖ କଷ୍ଟ ଘରୁ ଦୂର ହୋଇ ଥାଏ।ଏଥିପାଇ ମହିଳା ମାନେ ନିଜ ନିତ୍ୟ କର୍ମ ସାରି ଘର କୁ ସଫା କରି ମା ଙ୍କୁ ପୂଜା କରିବା କଥା।
Special Report
ଅନେକ ମନ୍ତ୍ର ମା ଲକ୍ଷ୍ମୀ ଙ୍କ ର ରହିଛି।ସେହି ମନ୍ତ୍ର ମାଧ୍ୟମ୍ ରେ ମା ଙ୍କୁ ଆରଧନା କରା ଯାଏ।ମା ସେହି ମାନଙ୍କୁ ବହୁତ ପସନ୍ଦ କରନ୍ତି ଯିଏ ତାଙ୍କ ନିୟମ ଅନୁସାରେ କାମ କରନ୍ତି।ଘର ପାଖରେ ନିମ ଗଛ ଲଗାଇବା ମଧ୍ୟ ଶୁଭ ହୋଇ ଥାଏ।
ଶୁକ୍ରବାର ଦିନ ଏହା କୁ ଲଗାଇବା ଉଚିତ।ଏହି ନିମ ଗଛ ରେ ମା ଦୁର୍ଗା ବାସ କରି ଥାନ୍ତି।ତାଙ୍କୁ ପୂଜା କଲେ ଏହି ଦିନ ତାଙ୍କର ହାତ ପରିବାର ଉପରେ ସବୁେବେଳେ ଥାଏ।
Special Report
ପରିବାର ରେ ଦୁଃଖ କଷ୍ଟ ଆସି ନ ଥାଏ।ଆହୁରି ଏକ ଉପାୟ ହେଉଛି ଯଦି ଶୁକ୍ର ବାର ଦିନ କଳା ଓ ଜନ୍ଦା ଙ୍କୁ ଚିନି ଖାଇ ବାକୁ ଦିଆ ଯାଏ ତେବେ ଆପଣ ଙ୍କ ଘର କୁ ଆସିବାକୁ ଥିବା ଖରାପ ସମୟ ଦୁରେଇ ଯିବ।ସମସ୍ତେ ସୁଖ ରେ ରହିବେ।କଷ୍ଟ ଦୁରେଇ ଯିବ।ଅନେକ ପ୍ରକାର ଲାଭ ମିଳିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.