Movie prime

ଏଇଠି ଅଛି ବୈ-କୁଣ୍ଠ ଧାମ ମିଳିଲା ସନ୍ଧାନ ଏହା ସହ ମିଳିଲା ଏହିପରି କିଛି ତଥ୍ୟ ଯାହାକୁ ଜାଣି ଆପଣ ଆଶ୍ଚର୍ୟ୍ଯ ହୋଇଯିବେ

 
Special report
ବୈକୁଣ୍ଠ ଧାମ କେଉଁଠି ଆଉ କିପରି ରହିଛି ତାହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ବୈକୁଣ୍ଠ ର ଅର୍ଥ ହେଉଛି ଯେଉଁଠାରେ କୌଣସି ନିରାଶା ହୋଇ ନଥାଏ।ନିଷ୍କ୍ରିୟତା, ନିରାଶ, ଅଳସୁଆ,ହତାଶ ଏବଂ ଦାରିଦ୍ର୍ୟତା।
Special report
ଏଥିରୁ ଜଣାପଡୁଛି ଯେ ବୈକୁଣ୍ଠ ଧାମ ଏଭଳି ସ୍ଥାନ ଅଟେ ଯାହା ନିଷ୍କ୍ରିୟତା ନାହିଁ।କୁହାଯାଏ ଯେ ମରିବା ପରେ ପୂର୍ଣ୍ଣ କରିଥିବା ଲୋକମାନେ ସ୍ବର୍ଗ ଅର୍ଥାତ୍ ବୈକୁଣ୍ଠ ଯାଇଥାନ୍ତି।
Special report
ହିନ୍ଦୁ ଧର୍ମ ଅନୁସାରେ କୈଳାଶ ରେ ମହାଦେବ, ବ୍ରହ୍ମ ଲୋକ ରେ ବ୍ର୍ମହା ରହିଥାନ୍ତି।ସେହିଭଳି ଭଗବାନ ବିଷ୍ଣୁ ବୈକୁଣ୍ଠ ରେ ରହିଥାନ୍ତି ବୋଲି କୁହାଯାଇଛି।ବୈକୁଣ୍ଠ ଲୋକ ର ସ୍ଥିତି ତିନୋଟି ସ୍ଥାନରେ ରହିଛି ବୋଲି କୁହାଯାଇଛି।
ପୃଥିବୀରେ, ସମୁଦ୍ରରେ ଏବଂ ସ୍ୱର୍ଗ ଉପରେ।ବୈକୁଣ୍ଠ କୁ ବିଷ୍ଣୁ ଲୋକ ଏବଂ ବୈକୁଣ୍ଠ ସାଗର ମଧ୍ୟ କହିଥାନ୍ତି।ଶ୍ରୀ କୃଷ୍ଣ ଆଉ ବିଷ୍ଣୁ ଜଣେ ହିଁ ଅଟନ୍ତି।ସେଥିପାଇଁ ଶ୍ରୀ କୃଷ୍ଣ ରହିଥିବା ସ୍ଥାନ କୁ ମଧ୍ୟ ବୈକୁଣ୍ଠ କୁହାଯାଏ।ପ୍ରଥମ ବୈକୁଣ୍ଠ ଧାମ ହେଉଛି ପୃଥିବୀ ଉପରେ ଥିବା ବଦ୍ରିନାଥ,ଜଗନ୍ନାଥ ଏବଂ ଦ୍ବାରିକା ପୁର କୁ ମଧ୍ୟ ବୈକୁଣ୍ଠ ଧାମ କୁହାଯାଏ।
Special report
ଚାରି ଧାମ ମଧ୍ୟରୁ ସର୍ବଶ୍ରେଷ୍ଠ ବଦ୍ରିନାଥ ଭାରତର ଉତ୍ତର ରେ ଅବସ୍ଥିତଏହି ମନ୍ଦିର ଭଗବାନ ବିଷ୍ଣୁ ଙ୍କ ର ଦରବାର ବୋଲି ମାନା ଯାଇଥାଏ।ବଦ୍ରିନାଥ ଧାମ ରେ ସନାତନ ଧର୍ମ ର ସର୍ବଶ୍ରେଷ୍ଠ ଆରାଧ୍ୟ ଦେବତା ଶ୍ରୀ ବଦ୍ରି ନାରାୟଣ ଭଗବାନ ଙ୍କ ର ପାଞ୍ଚ ସ୍ୱରୂପ ର ପୂଜାର୍ଚ୍ଚନା କରାଯାଇଥାଏ।
ଭଗବାନ ବିଷ୍ଣୁ ଙ୍କ ର ଏହି ପାଞ୍ଚୋଟି ରୂପ କୁ ପଞ୍ଚ ବଦ୍ରି ନାମରେ ଜାଣିଛନ୍ତି।ଶ୍ରୀ ବିଶାଲ ବଦ୍ରି, ଶ୍ରୀ ଯୋଗୀ ଧ୍ୟାନ ବଦ୍ରି, ଶ୍ରୀ ଭଵୀଶ୍ରୀ ବଦ୍ରି, ଶ୍ରୀ ବିଦ୍ୟା ବଦ୍ରି ଏବଂ ଶ୍ରୀ ଆଦି ବଦ୍ରି।ଜଗନ୍ନାଥ ମନ୍ଦିର ଏବଂ ଦ୍ବାରିକା ମନ୍ଦିର କୁ ମଧ୍ୟ ବୈକୁଣ୍ଠ ଧାମ କୁହାଯାଏ।
ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.