Movie prime

ଏଇଠିଅଛି ବାରହାତ ଖଣ୍ଡା !! ଦେଖନ୍ତୁ ସାମ୍ନାକୁ ଖୋଲି ଆସିଲା ଆଉ ଏକ ରହସ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି। ତେବେ ସୋସିଆଲ ମିଡିଆରେ ଲୋକମାନେ ଦେଶ ବିଦେଶର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣିବା ସହ ଯେକୌଣସି ସ୍ଥାନରେ ରହି ନିଜ ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି।
Special Report
ବନ୍ଧୁଗଣ ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯାହା ମଧ୍ୟରେ ଲୋକମାନେ ଫେମସ ହୋଇପାରିବେ। ତେବେ ବନ୍ଧୁଗଣ ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। 
ଆଉ ଏହି ମହାପ୍ରଭୁଙ୍କର ଯୋଡା ଆଷାଢ଼ରେ ହୁଏ ନବକଳେବର ନୂତନ ଦାରୁ ସନ୍ଧାନ କରାଯାଇ ହୁଏ ନୂତନ ଶରୀର ନିର୍ମାଣ। ଏହି ନବକଳେବର ସମୟରେ ଉତ୍ସବମୁଖର ହୁଏ ମା ମଙ୍ଗଳା ପୀଠ କକାଟପୁରର ଅଧିଷ୍ଠା ତ୍ରୀଦେବୀ।
Special Report
ରୋହିଣୀ କୁଣ୍ଡ ମଠ ହେଉଛି ତ୍ରେତୟା ଯୁଗର ଆଶ୍ରମ। ଋଷି ଗୌତମ ଏଠି ତପସ୍ୟା କରିଥିଲେ। ରକ୍ତବାହୁ ଯେଉଁ ସମୟରେ ଜଗନ୍ନାଥ ଉପରେ ଆକ୍ରମଣ କରିଥିଲେ ସେହି ସମୟରେ ପୁରୀରୁ ଚତୁର୍ଦ୍ଧା ମୂର୍ତ୍ତିକୁ ନେଇ ସ୍ୱର୍ଣ୍ଣପୁରରେ ପାତାଳୀ କରାଯାଇଥିଲା। 
୧୪୪ ବର୍ଷ ପରେ ଉତ୍କଳରେ ଯୋଜାତି କେଶରୀଙ୍କ ରାଜୁତିରେ ଆଦି ଶଙ୍କରାଚାର୍ଯ୍ୟ ଉତ୍କଳ ପରିଭ୍ରମଣରେ ଆସିଥିଲେ। ରାଜା ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇଥିଲେ। ମା'ଙ୍କ ସ୍ଵପ୍ନାଦେଶରେ ପ୍ରାଚୀତଟରୁ ଚାରି ଠାକୁରଙ୍କର ଦାରୁ ନିର୍ଣ୍ଣୟ ହୋଇଥିଲା।
Special Report
ଏହି ଗୌତମ ଋଷିଙ୍କ ଆଶ୍ରମ ରୋହିଣୀ କୁଣ୍ଡରୁ ବଡ ଠାକୁର ବଳଭଦ୍ରଙ୍କ ଆଦ୍ୟ ବା ପ୍ରଥମ ଦାରୁ ମିଳିଥିଲା। ଏହି କ୍ଷେତ୍ରରେ ଦାରୁ ସ୍ଥାନ ବୋଲି ଆଜି ପର୍ଯ୍ୟନ୍ତ କୌଣସି ରଥର ଚକ ମିଳିନି ଯାହାକୁ ନେଇ କାକଟପୁରର ଜଗନ୍ନାଥ ପ୍ରେମୀଙ୍କ ଭିତରେ ଏକ ପ୍ରକାର କ୍ଷବ ରହିଛି। 
Special Report
ଜିଲ୍ଲା ପ୍ରଶାସନ ଓ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏ କ୍ଷେତ୍ରକୁ ଆଦ୍ୟ ଦାରୁ କ୍ଷେତ୍ର ମାନ୍ୟତା ମୁତାବକ ରଥ ଚକ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି ଜଗନ୍ନାଥ ପ୍ରେମୀ। ରୋହିଣୀ କୁଣ୍ଡ ମଠକୁ ଅନେକ ସମୟରେ କିଛି ଆଧ୍ୟାତ୍ମିକ ଲୋକ ଏହି ସୁନ୍ଦର ପରିବେଶ ଭିତରେ ପ୍ରସାଦ କରିବା ସହିତ ଆନନ୍ଦ ମଧ୍ୟ ଉଠାନ୍ତି।
ହେଲେ ଏହି ଆଶ୍ରମକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ ଯାହାକୁ ନେଇ ଲୋକ ମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.