Movie prime

ପାଦରେ କଳା ଫିତା ବାନ୍ଧିବାରେ କଣ ଲାଭ ହୋଇଥାଏ ଶୀଘ୍ର ଦେଖନ୍ତୁ ସତ କଣ ଏବଂ କେଉଁମାନେ ଏହାକୁ ପିନ୍ଧିବେ ନାହିଁ

 
Kala dhaga
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆମେମାନେ ଦେଖିଛୁ ଶିଶୁଟି ଜନ୍ମଗ୍ରହଣ କରିବା ପରେ ନବଜାତ ଶିଶୁ କୁ ଘର ଲୋକ କଳା ଟୀକା, କଳା ଫିତା ଆଦି ଲଗାଇଥାନ୍ତି। ଯାହାଫଳରେ ପିଲାଟିକୁ କାହାର ନଜର ନଲାଗିବ।
Kala dhaga
ଆଜି କାଲି ଆମେ ମାନେ କାର୍ଯ୍ୟ ବ୍ୟସ୍ତ ଓ ଏତେ ଆଧୁନିକ ହୋଇ ଯାଇଛେ ଯେ ଆମ ନିଜର ପୁରାତନ ରୀତି ନୀତି, ଧର୍ମ, କାର୍ଯ୍ୟ, ମାନ୍ୟତା ଆଦି ଭୁଲି ଯାଉଛନ୍ତି। ଯାହାର ପ୍ରଭାବ ଆମ ସଂସ୍କୃତି ଉପରେ ପଡୁଛି। ଆଜି ଆମେ ଯେଉଁ ସମାଜରେ ବଢ଼ୁଛନ୍ତି ସେଥିରେ ଲୋକ ମାନଙ୍କ ମନ ରେ ଛଳନା, କପଟ, ଲାଳସା, କ୍ରୋଧ, ଏବଂ ଇର୍ଷା ଯେପରି ଭାବନା ରହିଥାଏ। 
ଏପରି ପରିସ୍ଥିତି ରେ ଆମ ଗୁରୁଜନ ମାନଙ୍କ ଦ୍ୱାରା କୁହାଯାଇଥିବା କିଛି କଥା କାମ ରେ ଆସିଥାଏ। ତେବେ ଏପରି କିଛି ଉପାୟ ଅଛି ଯାହା କରିବା ଦ୍ୱାରା ଆପଣଙ୍କ ଭିତରେ ଥିବା ନକରତ୍ମକ ଶକ୍ତି ବାହାରି ଯାଇଥାଏ। ତେବେ ଜାଣନ୍ତୁ କଳା ଫିତା କାହିଁକି ବନ୍ଧା ଯାଏ ଓ ଏହା ବାନ୍ଧିବା ଦ୍ୱାରା କଣ ଲାଭ ହୋଇଥାଏ। ଯଦି ଆପଣଙ୍କ ଘରେ କଳହ ବା ଅଶାନ୍ତି ଲାଗି ରହିଥାଏ। ତେବେ ଆପଣ ୧ ମିଟର କଳା ଫିତା ନେଇ ୧୦୮ ଗଣ୍ଠି ପକା ଇବେ ପ୍ରତ୍ୟେକ ଗଣ୍ଠି ପକାଇବା ସମୟରେ “ଓଁ ଶନିଶ୍ଚରାୟ ନମଃ” କହିବେ ଏହା ଆପଣ ଶନି ମନ୍ଦିର ବା ଘରେ କରିପାରିବେ। 
ଏହାପରେ ଏହାକୁ ନେଇ ଘର ର ମୁଖ୍ୟ ଦ୍ୱାରରେ ଟଙ୍ଗାଇ ଦେବେ ଯାହାଫଳ ରେ କୌଣସି ନକାରତ୍ମକ ଶକ୍ତି ଆପଣଙ୍କ ଘରେ ପ୍ରବେଶ କରିବନାହିଁ। ଯଦି ଆପଣଙ୍କ ଘରେ କେହି ଅସୁସ୍ଥ ଥାନ୍ତି ତେବେ କଳା ଫିତାକୁ ମନ୍ଦିରକୁ ନେଇ ସିନ୍ଦୁର ଲଗାଇ ଆଣିବେ ଓ ଏହାକୁ ତାପର ଦିନ ସ୍ୱଚ୍ଛ ହୋଇ ଫିତାକୁ ପିଡୀତଙ୍କ ଗୋଡ଼ରେ ବାନ୍ଧି ଦେବେ ଶୀଘ୍ର ସୁସ୍ଥ ହୋଇଯିବେ।
ଗ-ର୍ଭ-ବ-ତୀ ମାନଙ୍କୁ ଜଲ୍ଦି ନଜର ଲାଗିଥାଏ ତାଙ୍କ ଗ-ର୍ଭରେ ଥିବା ଶିଶୁକୁ ସମସ୍ତେ ନଜର ପକାଇଥାନ୍ତି, ତେଣୁ ଆପଣ ଗ-ର୍ଭ-ବ-ତୀଙ୍କ ଗ-ର୍ଭ ମାପରେ ଫିତାକୁ ୩ ଥର ତାଙ୍କ ଗ-ର୍ଭ ଚାରିପଟେ ବୁଲାଇବେ ଓ ଏହି ଫିତା କୁ ନେଇ ବରଗଛ ବା ନଦୀରେ ବିସର୍ଜନ କରିଦେବେ। ଶିଶୁ ପ୍ର-ସ-ବ ହେବା ପର୍ଯ୍ୟନ୍ତ ଏପରି କରିବା ଦ୍ୱାରା ନଜର ଲାଗିନଥାଏ। 
କଳା ଫିତାକୁ ଗୋଡ଼ରେ ମୁଦି ପିନ୍ଧୁଥିବା ସ୍ଥାନରେ ପିନ୍ଧିଲେ କଳାଯାଦୁର ପ୍ରଭାବ ହୋଇନଥାଏ। କଳା ଫିତାକୁ ସର୍ବଦା ନଦୀ ବା ବରଗଛ ମୂଳରେ ବିସର୍ଜନ କରିବେ,ବ୍ୟବହୃତ କଳାଫିତାକୁ ନେଇ କଲା ଯାଦୁ ମଧ୍ୟ କରା ଯାଇପାରେ।
କଳା ଫିତା ମନ୍ଦିର ବା ନିଜେ କିଣିକି ବ୍ୟବହାର କରିବେ କେବେବି କାହାଠାରୁ ଆଣିକି ବ୍ୟବହାର କରିବେନି। କଳା ରଙ୍ଗ ନକାରତ୍ମକ ଜିନିଷ କୁ ନଷ୍ଟ କରିଥାଏ। ତେଣୁ ନବଜାତ ଶିଶୁକୁ କଳା ଟୀକା ଲଗାଯାଏ। କୁହାଯାଏ କି କଳା ରଙ୍ଗ ଦ୍ଵାରା ଖରାପ ଶକ୍ତି ମାନେ ଖୁବ ସନ୍ତୁଷ୍ଟ ହୋଇ ଥାନ୍ତି ବୋଧେ ହୁଏ ଶେଠୀ ପାଇଁ ଏହି ରଙ୍ଗ ଖରାପ ଦ୍ରୁଷ୍ଟି କିମ୍ବା ଖରାପ ପ୍ରଭାବକୁ ଆମ ଜୀବନରେ ଆସିବା ପାଇଁଦିଏନି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.