Movie prime

କେଉଁ କର୍ମ ପାଇଁ ଗାନ୍ଧାରୀ ପାଇଥିଲେ ୧୦୦ ପୁତ୍ର ଙ୍କ ମୃ-ତ୍ୟୁ ପୀଡ଼ା ଦେଖନ୍ତୁ ଏହି ଗୁପ୍ତ ତଥ୍ୟ

 
Viral news
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଯେତେବଳେ ଯୁଦ୍ଧ ସରିଯାଇଥଲା ଆଉ ଯେତେବେଳ କୌରବ ୧୦୦ ଭାଇ ମରିଗଲେ। ଯାହାକୁ ନେଇ ଗାନ୍ଧାରୀ ଦିନେ କୃଷ୍ଣକୁ ପଚାରିଥିଲେ, ହେ ପ୍ରଭୁ ମୋ ଆଖି ଆଗରେ ମୋର ୧୦୦ ପୁଅ କାହିଁକି ମରିଗଲେ?
ଏହା ଶୁଣି କୃଷ୍ଣ ଗାନ୍ଧାରୀଙ୍କୁ କହିଥିଲେ, ମା କାହାରି ଏଥିରେ କାହାରି ଦୋଷ ନାହିଁ କାରଣ ଏହି ଜନ୍ମରେ ଗାନ୍ଧାରୀ ଏମିତି କିଛି କର୍ମ କରିଥିଲେ ଯାହା ଫଳରେ ତାଙ୍କ ଆଖି ଆଗରେ ତାଙ୍କ ୧୦୦ ପୁତ୍ରଙ୍କର ମୃତ୍ୟୁ ହୋଇଥିଲା। 
ଯାହାକି ହେଉଛି ଗାନ୍ଧାରୀ ଯେତେବଳେ ଛୁଆ ଟିଏ ହେଇଥିଲେ ସେତେବେଳ ଗାନ୍ଧାରୀ କୌଣସି କାରଣରୁ ପୋଖରୀ କୂଳ ଆଡେ ବୁଲିବା ପାଇଁ ଯାଇଥିଲେ। ଏବଂ ଗଲା ବେଳେ ଦେଖିଥିଲେ ଗୋଟେ କଇଁଛ ତାର କୁନି କୁନି ଅଣ୍ଡା ଦେଇଛି।
ଗୋଟିଏ ଅଣ୍ଡା ଉପରେ ଗାନ୍ଧାରୀଙ୍କ ଗୋଡ ପଡିଯିବାରୁ ଅଣ୍ଡାଟି ଫାଟି ଯାଇଥିଲା। ସେତିକିବେଳେ ଅଣ୍ଡା ଦେଇଥିବା କଇଁଛଟି ଦୂରରେ ଥାଇ ଆଖିରୁ ଲୁହ ଗଡ଼ାଉଥାଏ। ଏହାପରେ ଗାନ୍ଧାରୀ ତାଙ୍କ କୁନି ପାଦରେ କୌତୁହଳ ବଶତଃ କଇଁଛର ସବୁ ଅଣ୍ଡାକୁ ମାଡି ମାଡି ଚାଲିଲେ। 
ତେବେ ଏ ହେଉଛି ଗାନ୍ଧାରୀଙ୍କ ୧୦୦ ପୁତ୍ର ମାରିବାର ପ୍ରଭାବ ଯାହାକି କୃଷ୍ଣ ଗାନ୍ଧାରୀଙ୍କୁ କହିଥିଲେ। ତେବେ ବନ୍ଧୁଗଣ ଆମେ ଏଠି ଏହି ଶିକ୍ଷା ପାଇଲେ ଯେ, ଯେମିତି କର୍ମ କରିବା ସେମିତି ଫଳ ମିଳିବ। ତେଣୁ ନିଜ କର୍ମ କଲାବେଳେ ସତର୍କ ରୁହନ୍ତୁ ଯାହାକି ଆଜିର ସତକର୍ମ କାଲିର ସୌଭାଗ୍ୟକୁ ଡ଼ାକି ଆଣିଥାଏ।
ଏବଂ ଆଜିର ଖରାପ କର୍ମ କାଲିର ଦୁର୍ଭାଗ୍ୟକୁ ଡ଼ାକି ଆଣିଥାଏ। ତେଣୁ ମାନେ ରଖନ୍ତୁ ଆଜି ଏବଂ ବର୍ତ୍ତମାନ ହିଁ ଆମେ ଭଲ କାମ କରିବାପାଇଁ ସଂକଳ୍ପ ନେବା ନିହାତି ଜରୁରୀ। କାରଣ ବର୍ତ୍ତମାନଟା ହିଁ ସବୁବେଳେ ମୂଲ୍ୟବନ୍। ବହୁତ ଯୌତିଶ୍ୟ କୁହନ୍ତି ଭାଗ୍ୟ ବଦଳେଇ ଦେବେ। 
କିନ୍ତୁ ସତ କଥା ହେଲା ଭାଗ୍ୟ ବଦଳାଇବାର କ୍ଷମତା ଏଠି କାହାରି ପାଖରେ ନାହିଁ। ଭାଗ୍ୟରେ ଯେଉଁଟା ଅଛି ତାକୁ ସ୍ଵୟଂ ଭଗବାନବି ବଦଳାଇ ପାରିବେ ନାହିଁ। ଯୌତିଷ୍ୟ ମାନେ କହିପାରନ୍ତି ଯେ ଆଗକୁ ଖରାପ ବେଳା ଆସୁଛି କିନ୍ତୁ ଏମିତି କିଛି କଲେ ଖରାପ ବେଳା ପରିବର୍ତ୍ତନ ହୋଇଯିବ କହିବାଟା ସମ୍ପୂର୍ଣ ଅସମ୍ଭବ।
ଭାଗ୍ୟକୁ ଯାହା ଲେଖା ହେଇଛି କପାଳରେ ଏବଂ ନିଜ କର୍ମ ଉପରେ ବିଶ୍ୱାସ ରଖିଲେ ସବୁ ଠିକ୍ ହୋଇଯିବ। କପାଳରେଖା ବଦଳାଇବା କ୍ଷମତା ସଂସାର ଉପରେ କାହାରି ମଧ୍ୟ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.