Movie prime

ଆ-ତ୍ମ ହ-ତ୍ୟା କଲେ ମିଳେ ଏହି ଜନ୍ମ ଦେଖନ୍ତୁ ଗରୁଡ଼ ପୁରାଣରେ ଲେଖା ହୋଇ ରହିଛି ଏହି ସବୁ ପ୍ରମାଣ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗରୁଡ଼ ପୁରାଣରେ ଉଲ୍ଲେଖ ଅଛି ଆ-ତ୍ମ-ହ-ତ୍ୟା ମହାପାପ। ଆଉ ଏହା ଏକ ବଡ଼ ଅପରାଧ। ଆ-ତ୍ମ-ହ-ତ୍ୟା କଲେ ମୃ-ତ ବ୍ୟକ୍ତିଙ୍କ ଆ-ତ୍ମା ଆହୁରି ଖରାପ ସ୍ଥିତି ଦେଇ ଗତି କରେ।
ଏଭଳି ଲୋକଙ୍କ ଆ-ତ୍ମା ନା ଭୂଲୋକରେ ରହିପାରିବେ ନା ତାଙ୍କୁ ପରଲୋକରେ ସ୍ଥାନ ମିଳେ। ଏହି ଆ-ତ୍ମାକୁ କୌଣସି ଲୋକରେ ସ୍ଥାନ ମିଳେ ନାହିଁ ଓ ଆ-ତ୍ମା ଘୂରି ବୁଲେ। ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତି ଜାଣିବା କେଉଁ ପାପ କଲେ ମଣିଷ ଅନ୍ୟ ଜନ୍ମରେ କଣ ହୋଇ ଜନ୍ମ ଗ୍ରହଣ କରିଥାଏ। 
Special report
ଯଦି ମଣିଷ ବି-ଷ ଖାଇ ଆ-ତ୍ମ-ହ-ତ୍ୟା କରିଥାଏ ଆଉ ସମୟ ପୂର୍ବରୁ ଆ-ତ୍ମାକୁ ଯିଏ ଜବରଦସ୍ତ ମାରିଦିଅନ୍ତି ଗରୁଡ ପୁରାଣ ଅନୁସାରେ ସେହି ବ୍ୟକ୍ତିକୁ ତିନି ପୁରରେ ସ୍ଥାନ ମିଳିନଥାଏ। ଯେଉଁ ଆ-ତ୍ମାକୁ ତିନି ପୁରରେ ସ୍ଥାନ ମିଳିନଥାଏ, ସେହି ଆ-ତ୍ମା ତାଳ ଗଛରେ ଝୁଲିବା,
ଖରା ବର୍ଷା ଶୀତରେ ଆ-ତ୍ମାକୁ କୋଣସି ଶାନ୍ତି ମିଳି ନଥାଏ। ଯଦି ଏହି ଆ-ତ୍ମା କୌଣସି ଭଲ କର୍ମ ପାଇଁ ଆଉ ଥରେ ଜନ୍ମ ଗ୍ରହଣ କରିଲେ ମଧ୍ୟ ଜୀବନ ସାରା ପାଇଁ ରୋ-ଗଗ୍ରସ୍ତ ହୋଇରହିଥାଏ। ପିତାମାତା ଭାବନ୍ତି ଆମ ପୂଅ ବା ଝିଅ ସବୁ ବେଳେ ରୋ-ଗଗ୍ରସ୍ତ ହୋଇରହିଥାନ୍ତି, ଏହାର କାରଣ ହୋଇପାରେ ତାହାର ପୂର୍ବ ଜନ୍ମ। 
ଆମେ ଇଶ୍ଵରକୁ ଅନେକ ଦୋଷ ଦେଇଥାଉ କିନ୍ତୁ ଇଶ୍ଵର ଆମକୁ ଆମ କର୍ମର ଫଳ ଦେଇଥାନ୍ତି। ଏହି ପରିସ୍ଥିତିରେ ପିଲା ସହ ପିତାମାତା ମଧ୍ୟ କଷ୍ଟ ଭୋଗ କରିଥାନ୍ତି। ଯେ ପିଲାର ପିତାମାତାମାନେ ମଧ୍ୟ କିଛି ଭୁଲ କରିଥିବେ ଯାହା ଫଳରେ ସେମାନଙ୍କୁ ଏହି ଜନ୍ମରେ ସେହି ପିଲାର ପିତାମାତା ହୋଇଛନ୍ତି।
Special report
ନିଜର ସ୍ଵାମୀଙ୍କୁ ଯିଏ ନିନ୍ଦା କରନ୍ତି ସେ ପର ଜନ୍ମରେ ଉକୁଣି ରୂପରେ ଜନ୍ମ ଲାଭ କରନ୍ତି। ଆମ ମୁଣ୍ଡରେ ଅନେକ ଉକୁଣି ରହିଥାନ୍ତି ତେବେ ଉକୁଣିର ମଧ୍ୟ ଆତ୍ମା ରହିଛି। ତେଣୁ ଯେତେ ସ୍ତ୍ରୀମାନେ ସ୍ଵାମୀକୁ ଦୋଷ ଦେଇଥାନ୍ତି ସେମାନେ କୌଣସି ନା କୌଣସି ବ୍ୟକ୍ତିଙ୍କ ହାତରେ ମୃ-ତ୍ୟୁ କରିଥାନ୍ତି। 
ଯଦି ପୁରୁଷ ଏବଂ ସ୍ତ୍ରୀ ବିବାହରେ ପୁରୁଷରେ ବୟସ ଅଧିକ ରହିଥାଏ ସ୍ଵାମୀ ବୁଢା ହେବ ଯୋଗୁ ସ୍ତ୍ରୀ ଗୁପ୍ତରେ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିଥାନ୍ତି। ଯେଉଁ ସ୍ତ୍ରୀ ଏଭଳି କରିଥାଏ ସେ ପର ଜନ୍ମରେ ଝିଟିପିଡି, ଦୁଇ ମୁଣ୍ଡ ସର୍ପ ଭାବରେ ଜନ୍ମ ଗ୍ରହଣ କରିଥାନ୍ତି।
ମଣିଷ ଜନ୍ମରେ ଯଦି ବ୍ୟକ୍ତି ପାପ କରିଥାଏ ତେବେ ତାହାକୁ ରୋ-ଗଗ୍ରସ୍ତ ହୋଇ ଅନେକ ଯନ୍ତ୍ରଣା ଅନୁଭବ କରିଥାଏ। ମଣିଷ ମଣିଷ ରୂପରେ ଜନ୍ମ ହେବା ପୂର୍ବରୁ ବହୁତ ସାରା ରୂପରେ ଜନ୍ମ ନିଅନ୍ତି ଏବଂ ଏହା ବିଷୟରେ ଗରୁଡ ପୁରାଣରେ ବର୍ଣ୍ଣନା କରାଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.