Movie prime

ଫ୍ରେବୁଆରି ୫ ତାରିଖରେ ହେଉଛି ଦିବ୍ୟ ସଂଯୋଗ ଦେଖନ୍ତୁ ଘରକୁ ଆଣନ୍ତୁ ଏହି ଗଛର ଚେର ଆଉ ଦେଖନ୍ତୁ କେମିତି ବଦଳୁଛି ଭାଗ୍ୟ

 
Devotional news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର, ସବୁ ଦେଶର, ଜ୍ୟୋତିଷ ଶାସ୍ତ୍ର ଏବଂ ଅନେକ ପ୍ରକାରର ଖବର ପାଇପାରିବେ ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ରବି ପୁଷ୍ୟା ଯୋଗ କେବେ ହେବ । ଆଉ ଏହି ଯୋଗରେ କଣ କରିବ । ଏହି ଦିନ କେବେ ପଡ଼ିବ । ଆଉ ମାତା ଲକ୍ଷ୍ମୀଙ୍କୁ ସ୍ଥାୟୀ ରୂପେ ପାଇବା ପାଇଁ କଣ କରିବ ।
ଏଭଳି ଅନେକ ପ୍ରକାରର ଖବର ଆପଣ ଏହି ଭିଡିଓ ମାଧ୍ୟମରେ ପାଇପାରିବେ । ଆସନ୍ତା ଫେବୃୟାରୀ ୫ ତାରିଖ ଦିନ ଏକ ସୁନ୍ଦର ଯୋଗ ଅଛି । ୧୯୫୦ ମସିହାରୁ ଆଜି ପର୍ଯ୍ୟନ୍ତ ଏଭଳି ଯୋଗ ହୋଇନଥିଲା । ଫେବୃଆରୀ ୫ ତାରିଖରେ ଏହି ଯୋଗ ରହିବ ।
ରବିବାର ଦିନ ପୁଷ୍ୟା ନକ୍ଷତ୍ର ଯୋଗ ରହିଅଛି । ଆଉ ଏଥିପାଇଁ ଏହାକୁ ରବି ପୁଷ୍ୟା କୁହାଯାଉଛି । ସବୁ ନକ୍ଷତ୍ର ଭିତରୁ ପୁଷ୍ୟା ନକ୍ଷତ୍ର ଶ୍ରେଷ୍ଠ ଅଛନ୍ତି । ଫେବୃଆରୀ ୫ ତାରିଖରେ ବହୁତ ଭଲ ଅଛି ।
ଯଦି ଆପଣ ଏହିଦିନ ବିଜନେସ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଏହା ଶୁଭ ହୋଇଥାଏ । ଏହା ଆପଣଙ୍କର ଧନର ସମସ୍ୟା ଦୂର କରିଥାଏ । ରବି ପୁଷ୍ୟା ଯୋଗର ସୂର୍ଯ୍ୟୋଦୟ ସମୟ ୬: ୨୧ ।
ସୂର୍ଯ୍ୟ ଉଦୟ ଠାରୁ ଦିନ ୧୨ : ୧୩ ପର୍ଯ୍ୟନ୍ତ ରବି ପୁଷ୍ୟା ସମୟ ରହିଛି । ଏହା ବହୁତ ମଙ୍ଗଳ ସମୟ ଅଟେ । ଏହି ଭିଡିଓରେ ଆପଣମାନେ ଜାଣିପାରିବେ କି ରବିପୁଷ୍ୟା ଯୋଗରେ କେଉଁ ଗଛର ଚେର ଆଣିଲେ ଶୁଭ ଫଳ ମିଳିବ । ଜ୍ୟୋତିଷ ଶାସ୍ତ୍ରଜ୍ଞ କହିଛନ୍ତି ଏହି ବିଷୟରେ ।
ରବି ପୁଷ୍ୟା ଯୋଗରେ ବେଲ ଗଛର ଚେରକୁ ନିମନ୍ତ୍ରଣ କରି ଆଣି ଧାରଣ କରିଲେ ଆପଣଙ୍କୁ ଧନର ଆଗମନ ହେବ । ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହେବେ । ଏହି ଦିନ ସକାଳୁ ଶଯ୍ୟା ତ୍ୟାଗ କରି ସୂର୍ଯ୍ୟଦେବଙ୍କୁ ପୂଜା କରନ୍ତୁ ।
ଏହାପରେ ବୃନ୍ଦାବତୀଙ୍କୁ ପୂଜା କରନ୍ତୁ । ଏହି ଦିନ ଫଳନ୍ତି ବେଲ ବୃକ୍ଷକୁ ନିମନ୍ତ୍ରଣ କରି ତାର ଚେରକୁ ଆଣିବା ଉଚିତ୍ । ହଳଦିଆ ବସ୍ତ୍ର ନେଇ ପାନଗଛ ଆଉ ଗୁଆ ନେଇ ବେଲ ଗଛ ପାଖକୁ ଯାଇ ପ୍ରଣାମ କରି ତାଙ୍କୁ ପୂଜା କରିବେ । ଆଉ ମନ୍ତ୍ର ଗାନ କରିବେ । ଏହି ଭିଡିଓରେ ଆପଣମାନେ ଏହି ବିଷୟରେ ଜାଣିପାରିବେ ।