Movie prime

କଣ ହେଲା ଯେତେବେଳେ ଜଙ୍ଗଲ ରୁ ଜନ୍ତୁମାନେ ଧାଇଁ ଆସି ମଣିଷ ମାନଙ୍କୁ କଲେ ଆକ୍ରମଣ ଦେଖନ୍ତୁ ଏହି Viral Video

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଆପଣମାନେ ଏଭଳି କିଛି ଖବର ଜାଣିପାରିବେ ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଏବେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି ଖବରକୁ ନେଇ ଲୋକମାନେ ଏବେ ଚର୍ଚ୍ଚା କରୁଛନ୍ତି । 
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି ଅନେକ ପ୍ରକାରର ଜୀବ ଜନ୍ତୁ ଦେଖିପାରିବେ ଯାହା ଘରେ ପଶିବା ସହ ଲୋକମାନଙ୍କୁ ଡରାଇ ଦେଇଥାଏ ।
ଆପଣମାନେ ଏହି ଖବର ଏବେ ବହୁତ ପରିମାଣରେ ଭାଇରାଲ ହେବାର ଦେଖିପାରିବେ । ଘରେ ଏଭଳି ପାଞ୍ଚ ପ୍ରକାରର ଜୀବ ପଶି ଯାଇଥାନ୍ତି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । 
Special Report
୧) ଗୋଧି - ଆପଣମାନେ ସମସ୍ତେ ତ ଗୋଧି ଦେଖିଥିବେ । ଆଉ ଏହି ପ୍ରକାରର ଜୀବ ବିଷୟରେ ଆପଣମାନେ ଦେଖିଥିବେ । ଗୋଧି ଘରେ ପଶି ଯାଇଥାଏ ଆପଣ ଏହା ତ ଜାଣିଥିବେ ।
ଆଉ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଏହି ଗୋଧି ସପିଙ୍ଗ ମଲ୍ ଭିତରେ ପଶିଯାଇଛି । ଆଉ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ଏହା ବହୁତ ବଡ ଧରଣର ଗୋଧି ଥିଲା । ଏହାକୁ ନେଇ ଜଙ୍ଗଲରେ ଛାଡ଼ି ଦେଇଥିଲେ ।
୨) ସାପ - ଆପଣମାନେ ସମସ୍ତେ ସାପ ଦେଖିଥିବେ । ଏକଦା ସମୟରେ ବର୍ଷା ପାଣିରେ ଏକ ବଡ ସାପ ଆସି ଯାଇଥିଲା । କିନ୍ତୁ କାହାର କୌଣସି କ୍ଷତି ହୋଇନଥିଲା ।
୩) ପର୍ବତ ସିଂହ - ୨୦୧୮ ମସିହାରେ ଲୋରେନ୍ ଟେଲରଙ୍କ ଘରେ ଏକ ସିଂହ ପଶି ଯାଇଥିଲା । ଆଉ ସେ ସୋଫାରେ ଶୋଇଥିଲା । ଆଉ କିଛି ସମୟ ପରେ ସେ ବାହାରି ପୁଣି ଚାଲି ଯାଇଥିଲା ।
୪) ହାତୀ - ଥାଇଲାଣ୍ଡର ଏକ ସ୍ଥାନରେ ହାତୀ ଆସି ଯାଇଥିଲା । ଆଉ ଏହି ହାତୀ ଛଟ ଘର ଭାଙ୍ଗି ତା ନିଜ ପାଇଁ ଖାଇବା ଆଣିଥିଲା । ଯାହାକୁ ଦେଖି ଘରେ ଥିବା ଲୋକମାନେ ଡରି ଯାଇଥିଲେ । 
୫) ସାପ - ଗୋଟିଏ ପରିବାରର ଘରୁ ସାପ ବାହାରି ଆସିଲା । ଆଉ ତାଙ୍କ ଘରେ ଅନେକ ସାପ ବାହାରିଥିଲା । ଆଉ ଏହାକୁ ସେମାନେ ସ୍ନେକ୍ ହେଲ୍ପ ଲାଇନ ଦ୍ଵାରା ଧରିଥିଲେ ।