Movie prime

ଘୋର କଳିଯୁଗ ଆସିଗଲା, ଶଶୁର ସହ ଖରାପ କାମ କରିବାକୁ ପଛେଇଲାନି ବୋହୂ... ଭାରତ ରେ ବଢୁଛି ଏଇ ଘଟଣା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ କଳିଯୁଗ ନାରୀ ମାନଙ୍କ ସମ୍ପର୍କରେ ବେଶ ଭଲ ଭାବରେ ଜାଣିଥିବେ। ଆଜିର ନାରୀ ମାନଙ୍କ ପାଖରେ ଲଜ୍ୟା ବୋଲି କିଛି ନାହିଁ।
Special report
କୁହା ଯାଏ କି ଲଜ୍ୟା ହେଉଛି ନାରୀର ପ୍ରଧାନ ଅବୁଷଣ ହେଲେ ଏବେ ଏହା ପ୍ରତିତ ହେଉ ନାହିଁ। ଏବେ ଏହି ନାରୀ ମାନେ ନିଜ ସ୍ୱାମୀ ଛାଡ଼ି ପରପୁରୁଷଙ୍କୁ ପ୍ରେମ ମଧ୍ୟ କରୁଛନ୍ତି। ଆଉ ସବୁ ବେଳେ ମଧ୍ୟ କେଶ ମୁକୁଳା କରି ବୁଲୁଛନ୍ତି।
ଯେଉଁ ନାରୀ ର ମାୟା ଙ୍କୁ ସ୍ଵୟଂ ନାରାୟଣ ବୁଝି ପାରି ନାହାଁନ୍ତି ତାହାକୁ କେମିତି ଅବା ଜଣେ ସଧାରଣ ନର ବୁଝି ପାରିବ। ଆଉ କଳିଯୁଗର ନାରୀ ମାନେ ମଧ୍ୟ ଖୁବ୍ ଚତୁର ହେବେ।
ଏହି କଳିଯୁଗ ର ନାରୀ ମାନେ ଅଳ୍ପ ଶାନ୍ତ ରହିବେ ମାତ୍ର ସେମାନେ ଖୁବ୍ ଭୟଙ୍କର ମଧ୍ୟ ହେବେ। ସେମାନେ କୋଉଟା ଭଲ କୋଉଟା ମନ୍ଦ ସେ ସମ୍ପର୍କରେ ଜାଣି ପାରିବେ ନାହିଁ। ଆଉ ଏଥିପାଇଁ ମଧ୍ୟ ସେମାନେ କୁପଥ ରେ ଯିବାକୁ ଲାଗିବେ।
Special report
ନିଜ ପୁଅ ଝିଅଙ୍କୁ ଛାଡି ପର ଲୋକଙ୍କ ସହ ପ୍ରେମ ସମ୍ପର୍କ ରଖିବେ। ଏହି ନାରୀ ମାନେ ବଡ଼ ସାନ ମାନୁ ନାହାଁନ୍ତି କି ଗୁରୁଜନ ମାନଙ୍କୁ ମଧ୍ଯ ଆଦୌ ସମ୍ମାନ କରୁ ନାହାନ୍ତି। କୌଣସି ଥୀରେ ଏହି କଳିଯୁଗର ନାରୀ ମାନେ ଆଦୌ ସନ୍ତୁଷ୍ଟ ହେବେ ନାହିଁ।
ପ୍ରତି ସମୟରେ ମଧ୍ୟ ସେମାନଙ୍କୁ ନୁଆ ନୁଆ ପୁରୁଷ ମାନେ ଦରକାର୍ ପଡିବେ। ଏହି କଳିଯୁଗ ରେ ନାରୀ ମାନଙ୍କ ଚରିତ୍ର ବଦଳି ଯିବ ଆଉ ସେହି ନାରୀ ମାନଙ୍କ ପାଇଁ ବଦଳି ଯିବ ବିଶ୍ଵ।
କାରଣ କଳିଯୁଗ ନାରୀ ମାନଙ୍କ ପାଇଁ ତାଙ୍କର ପାପ ସାରା ବିଶ୍ବ ଧ୍ଵଂସ ର କାରଣ ହେବ। ଏହି ନାରୀ ମାନଙ୍କ ପାଇଁ ଏବେ ଜୀବା ଜଗତ ମଧ୍ଯ ସଂପୂର୍ଣ୍ଣ ଭାବରେ ଲୋପ ପାଇଯିବ ବୋଲି କୁହା ଯାଉଛି।
ଏଭଳି ନାରୀ ମାନଙ୍କ ସମ୍ପର୍କରେ ଅନେକ କଥା ଉଲ୍ଲେଖ କରାଯାଇଛି ମାଳିକାରେ। ଯାହାକି ଦିନକୁ ଦିନ ମଧ୍ୟ ସତ ହେବାରେ ଲାଗିଛି। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.