Movie prime

ବାଛନ୍ତୁ ଗୋଟିଏ ପଥର ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଶ୍ୱତ କେମିତି କଟିବ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣଙ୍କୁ ୬ଟି ମ୍ୟାଜିକ ପଥର ଦେଖେଇବୁ ଯେଉଁଥିରୁ ଆପଣଙ୍କୁ ଗୋଟେ ବାଛିବାକୁ ହବ ଓ ଦେଖିବେ ଆପଣଙ୍କୁ ଆପଣଙ୍କ ସବୁ ପ୍ରଶ୍ନ ଉତ୍ତର ମିଳିଯିବ। ତେବେ ବନ୍ଧୁଗଣ ଏହି ଚିତ୍ରଟିରେ ଛଅଟି ପଥର ଦିଆଯାଇଛି
ଏମାନଙ୍କ ମଧ୍ୟରୁ ଆପଣଙ୍କୁ ସବୁଠାରୁ କେଉଁ ପଥରଟି ଆପଣଙ୍କୁ ଅଧିକ ଆକର୍ଷଣ କରୁଛି କିମ୍ବା ଆପଣଙ୍କ ଦୃଷ୍ଟି କେଉଁ ପଥର ପ୍ରତି ଅଟକି ଯାଉଛି। ଏହି କଥା ଆପଣଙ୍କ ବିଷୟରେ କିଛି ଖାସ କଥା କହିଥାଏ।
Special report
ଆପଣ ବର୍ତ୍ତମାନ ଯେଉଁ କଥାକୁ ନେଇ ଚିନ୍ତାରେ ଅଛନ୍ତି ବା ଯେଉଁ ସବୁ ସମସ୍ୟା ଦେଇ ଗତି କରୁଛନ୍ତି ତାହାର ସମାଧାନ ଏହି ପଥର ମାଧ୍ୟମରେ ଲୁଚିକି ଅଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ପଥର ଗୁଡ଼ିକ ବିଷୟରେ।
୧. ଯଦି ଆପଣ ପ୍ରଥମ ପଥର ପସନ୍ଦ କରିଛନ୍ତି ତେବେ ଆପଣ ଜଣେ ସ୍ଵତନ୍ତ୍ରତା ପ୍ରିୟ ବ୍ୟକ୍ତି ଅଟନ୍ତି। ଆପଣଙ୍କ ଜୀବନରେ ସ୍ବତନ୍ତ୍ରତା ଠାରୁ ବଡ ଅନ୍ୟ କୌଣସି ଜିନିଷ ନାହିଁ।
ଆପଣଙ୍କୁ ଏହି ସମୟରେ ସବୁ କାମ ଛାଡି ଏମିତି କୌଣସି ଜାଗା ଯିବା ଉଚିତ ଯେଉଁଠାରେ ଆପଣଙ୍କୁ କେହି ଜାଣି ନଥିବେ ଓ ଟିକେ ବୁଲା ବୁଲି କରି ଆସନ୍ତୁ। ଆପଣଙ୍କୁ ଶାନ୍ତି ଆବଶ୍ୟକ ଅଟେ ଓ ନିଜ ବିଷୟରେ ଏକୁଟିଆ ଚିନ୍ତା କରନ୍ତୁ।
Special report
୨. ଯଦି ଆପଣଙ୍କୁ ଦ୍ଵିତୀୟ ପଥର ଆକର୍ଷିତ କରିଛି ତେବେ ଏହାର ଅର୍ଥ ଆପଣ ବହୁତ ସମସ୍ଯାରେ ବୁଡି ରହିଛନ୍ତି। କିନ୍ତୁ ଚିନ୍ତା କରନ୍ତୁ ନାହିଁ ଆପଣଙ୍କ ଜୀବନରେ ବହୁତ ଶୀଘ୍ର ପରିବର୍ତନ ଆସିବାକୁ ଯାଉଛି। ଆପଣଙ୍କୁ ଜୀବନରେ ଖୁବ ଶୀଘ୍ର ସକାରାତ୍ମକ ପରିବର୍ତନ ହବ। 
୩. ଯଦି ଆପଣ ତୃତୀୟ ପଥର ପସନ୍ଦ କରିଛନ୍ତି ତେବେ ଆପଣ ବହୁତ ଆଶାବାଦି ବ୍ୟକ୍ତି। ଆପଣ ନିଜ ସ୍ବପ୍ନ ପୁରା କରିବା ପାଇଁ ବହୁତ ପରିଶ୍ରମ କରନ୍ତି ଓ ଅସଫଳ ହୁଅନ୍ତି। କିନ୍ତୁ ଏବେ ଆପଣ ନିଜ ପରିଶ୍ରମ ଫଳ ପାଇବାକୁ ଯାଉଛନ୍ତି। ଆପଣ ଅନ୍ୟ ମାନଙ୍କ କଷ୍ଟ ବୁଝି ପାରନ୍ତି।
୪. ଯଦି ଆପଣ ଚତୁର୍ଥ ପଥର ପସନ୍ଦ କରିଛନ୍ତି ତେବେ ଆପଣ ପୁରୁଣା କଥା ମନେ କରି ବହୁତ କଷ୍ଟ ପାଉଛନ୍ତି ଆପଣଙ୍କ ପାଇଁ ପୁରୁଣା କଥା ଭୁଲି ନୂଆ ଜୀବନ ଆରମ୍ଭ କରିବା ଆବଶ୍ୟକ ଅଟେ। ଆପଣଙ୍କୁ ନିଜ ମନରୁ ଈର୍ଷ୍ୟା ଦ୍ଵେଷ ଭଳି ଭାବନା ବାହାର କରିବା ଉଚିତ ନଚେତ ଆପଣ ସୁଖ ପାଇ ପାରିବେ ନାହିଁ।
୫. ଯଦି ଆପଣ ପଞ୍ଚମ ପଥର ପସନ୍ଦ କରିଛନ୍ତି ତେବେ ଆପଣଙ୍କ ପୂର୍ବଜ ବା କୌଣସି ବହୁତ ନିକଟ ଲୋକ ଆପଣଙ୍କୁ ମନେ ପକାଉଛନ୍ତି ଓ ଆପଣଙ୍କୁ କୌଣସି ସନ୍ଦେଶ ଦବାକୁ ଚାହୁଁଛନ୍ତି।
୬. ଯଦି ଆପଣ ଷଷ୍ଟ ପଥର ପସନ୍ଦ କରିଛନ୍ତି ତେବେ ଆପଣଙ୍କ ଜୀବନରେ ନୂଆ କିଛି ଆସିବାକୁ ଯାଉଛି ଆପଣଙ୍କ ଜୀବନ ସୁଖମୟ ହବାକୁ ଯାଉଛି।