Movie prime

ଗୁମ୍ଫା ରେ ଏବେ ବି ତପସ୍ୟା ରତ କଳ୍କୀ, ହେଲେ ମାଳିକା ହିସାବ ରେ ଏଇ ଗୁମ୍ଫା ରୁ ବାହାରିବେ କଳ୍କୀ ଅବତାର ଆଉ କଳିଯୁଗ ହେବ ଶେଷ, ଦେଖନ୍ତୁ ଭିଡିଓ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏକ ଏଭଳି ଐଶୋରିକ ଗୁମ୍ଫା ଦେଖାଇବାକୁ ଯାଉଛୁ ଯାହାକୁ ଦେଖି ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଆମର ଏହି ୨୦୨୩ ମସିହାରେ ଏଭଳି ସବୁ ଜିନିଷର ସନ୍ଧାନ ମିଳିବାକୁ ଯାଉଛି
ଯାହା ସମ୍ପର୍କ ରେ ଆପଣ ମାନେ ପୂର୍ବରୁ କେବେ ହେଲେ ମଧ୍ୟ ଜାଣି ନଥିବେ। ଆମେ ଏବେ ଆପଣଙ୍କୁ ବୌଦ୍ଧ ଜିଲ୍ଲାରେ ଥିବା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ନାୟକ ପଡ଼ା ରେ ଥିବା ଏକ ଗୁମ୍ଫା ବିଷୟରେ କହିବାକୁ ଯାଉଛୁ।
ସେହି ଗୁମ୍ଫା ହେଉଛି ରୁଷ୍ୟଶୃଙ୍ଗ ମୁନି ଙ୍କ ଗୁମ୍ଫା। ଏହି ଗୁମ୍ଫାର ପଛ ପଟେ ମଧ୍ୟ ସାତ ଟି ଗୁମ୍ଫା ରହିଛି। ଏହି ଗୁମ୍ଫା ମଧ୍ୟରୁ ଅନେକ ପ୍ରକାରର ଶଦ୍ଦ ମଧ୍ଯ ଆସୁଛି।
Special
ସେହି ଗୁମ୍ଫାରେ ମଧ୍ୟ ବର୍ତ୍ତମାନ୍ ଶୁଦ୍ଧା ମୁନି ଋଷି ମାନଙ୍କ ତପସ୍ୟା ର ନାଦ ଶୁଣା ଯାଉଛି। ସେଠାରେ ବେଳେ ବେଳେ ଝାଞ୍ଚ କୀର୍ତ୍ତନ ର ସ୍ୱର ମଧ୍ଯ ଶୁଣା ଯାଇଥାଏ। ସେଠାରେ ମାନ୍ୟତା ଏହା ଅଛି କି ରୁଷ୍ୟଶୃଙ୍ଗ ମୁନି ଏବେ ମଧ୍ୟ ଜୀବିତ ଅଛନ୍ତି।
ସେଠାରେ ମଧ୍ଯ ଅନେକ ସାଧୁ ସନ୍ଥ ମାନେ ରହିବାର ମାନ୍ୟତା ରହିଛି। ଏହି ବର୍ଷ ମଧ୍ୟ ଏଭଳି ଅନେକ ମାଳିକା ବର୍ଣ୍ଣିତ ସ୍ଥାନର ସନ୍ଧାନ ମିଳିବା ସହ ତାହାର ରହସ୍ୟ ମଧ୍ଯ ଖୋଲିବ।
ସେଠାକାର ପୂଜକ ଆଦିତ୍ୟ ବାବା କହିଥିଲେ କି ସେଠାରେ ଅନେକ ସମୟରେ ସେଠାରେ ଜଗନ୍ନାଥ ପାତାଳୀ ହୋଇଛନ୍ତି। ଯେତେବେଳେ ବିଦେଶୀ ଶତ୍ରୁ ମାନଙ୍କ ଆକ୍ରମଣ ହୋଇଥିଲା ସେତେବେଳେ ଅନେକ ସମୟରେ ସେଠାରେ ଶ୍ରୀ ଜଗନ୍ନାଥ ଙ୍କୁ ପାତାଳୀ କରାଯାଇ ଥିଲା।
ସେ ଆହୁରି ମଧ୍ୟ କହିଛନ୍ତି କି ଯେତେ ବେଳେ ବର୍ଷା ପାଇଁ ଚାରି ଆଡେ଼ ହାହା କାର ସୃଷ୍ଟି ହୁଏ ସେହି ସମୟରେ ରୁଷ୍ୟଶୃଙ୍ଗ ମୁନି ଙ୍କ ନିକଟରେ ଯଜ୍ଞ କରାଗଲେ ବର୍ଷ ହୋଇଥାଏ। ଏବଂ ଭକ୍ତ ମାନଙ୍କ ମାନସିକ ମଧ୍ୟ ପୂରା ହୋଇଥାଏ।
ତାହା ହେଉଛି ଏକ ଆଧ୍ୟାତ୍ମିକ ପୀଠସ୍ଥଳୀ ସେ ସମ୍ପର୍କ ରେ ମଧ୍ୟ ମାଳିକା ରେ ବର୍ଣ୍ଣିତ ହୋଇଛି। ଏହି ଗୁମ୍ଫା ସମ୍ପର୍କ ରେ ଅନେକ କିଛି ରହସ୍ୟ ଅଛି ଯାହାକି ଆପଣ ଭିଡିଓ କୁ ସଂପୂର୍ଣ୍ଣ ଭାବରେ ଦେଖିଲେ ଜାଣି ପାରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.