Movie prime

ହଳଦୀ ଚାଉଳ ରେ କରନ୍ତୁ ଏହି ଗୋଟିଏ କାମ ଆଉ ଦେଖନ୍ତୁ କେମିତି ହେଉଛି ଆପଣଙ୍କ ଜୀବନରେ ଚମତ୍କାର ଉପରେ ଚମତ୍କାର

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ତେବେ ଗୁରୁବାର ଦେବଗୁରୁ ବୃହସ୍ପତି ମା ଲକ୍ଷ୍ମୀଙ୍କର ଦିନ ହୋଇଥାଏ। ଏହି ଦିନ ମା ଲକ୍ଷ୍ମୀଙ୍କୁ ପୂଜା ଆରାଧନା କରିଲେ ବ୍ୟକ୍ତି ଜୀବନରେ ଅନେକ ସମସ୍ଯା ଦୂର ହେବ ସହ ଧନ ବୃଦ୍ଧି ହୋଇଥାଏ।
ଆଜି ଆମେ ଆପଣ ମାନଙ୍କୁ ହଳଦିର ପ୍ରୟୋଗ ବିଷୟରେ କହିବାକୁ ଯାଉଛୁ ଯଦି ଗୁରୁବାର ଦିନ ପ୍ରୟୋଗ କରାଯାଏ ତେବେ ଏହାର ବିଶେଷ ଫଳ ପ୍ରାପ୍ତ ହୋଇଥାଏ।
କିନ୍ତୁ କିଛି ଖାସ ପ୍ରୟୋଗ ହଳଦିର ଗୁରୁବାର ଦିନ କରିଲେ ଜୀବନରେ ଧନ, ସନ୍ତାନ, ସୁଖ ଶାନ୍ତି ଲାଭ ହୋଥାଏ। ତେବେ ପୂଜା ସମୟରେ ହଳଦି ଟୀକା ଲଗାଇବା ଦ୍ଵାରା ଦେବଗୁରୁ ବୃହସ୍ପତି ପ୍ରସନ୍ନ ହୋଇଥାନ୍ତି।  
Special Report
ବିବାହରେ ପୁଅ ଝିଅକୁ ହଳଦି ଲଗାଇଲେ ଖରାପ ଦ୍ରୁଷ୍ଟି ରହିବ ନାହି। ଚାକିରୀ କ୍ଷେତ୍ର ସଫଳତା ପ୍ରାପ୍ତ ପାଇଁ ହଳଦିର ବ୍ୟବହାର କରାଯାଏ। ସୂର୍ଯ୍ୟ ଭଗବାନଙ୍କୁ ହଳଦୀ ମିଶା ଜଳ ଅର୍ପଣ କରିଲେ ମନସ୍କାମନା ପୂରଣ ହୋଇଥାଏ।
ଯଦି ଆପଣଙ୍କ ଘରେ କୌଣସି ଖରାପ ଶକ୍ତିର ବାସ ରହିଥାଏ ତେବେ ଏହି ଛୋଟିଆ ଉପାୟ କରି ପାରିବେ। ଯଦି ଆପଣ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ତେବେ ଆପଣ ପିସି ହଳଦିର ଦାନ କରନ୍ତୁ। ପ୍ରତେକ ଦିନ ମଥାରେ ହଳଦି ଟୀକା ଲଗାଇଲେ ଖରାପ ଶକ୍ତି ନଷ୍ଟ ହେବା ସହ ସାକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ। 
ତେବେ ଯଦି ଆପଣ ଏପରି କରନ୍ତି ଜୀବନରେ ଥିବା ବୃହସ୍ପତି ଗ୍ରହର ଚିନ୍ତା ଦୂର ହେବ। ଏହା ସହ ବୃହସ୍ପତି ଗ୍ରହ ମଜବୁତ ହେବା ସହ ବେପାର ଓ ଚାକିରି କ୍ଷେତ୍ର ରେ ଲାଭ ଦେଖିବାକୁ ମିଳିବ। ଯଦି ଆପଣ ମାନସିକ ଚିନ୍ତାରେ ଘେରି ରହିଛନ୍ତି ସ୍ନାନ କରିବା ସମୟରେ ହଳଦି ମିଶାଇ ସ୍ନାନ କରନ୍ତୁ।
କ୍ଯାରିୟର ରେ ରହିଥିବା ସମସ୍ଯାର ସମାଧାନ ପାଇଁ ପ୍ରତି ଦିନ ହଳଦୀ ଟୀକା ଲାଗନ୍ତୁ। ଯଦି ଆପଣଙ୍କ ଘରେ କୌଣସି ଖରାପ ଶକ୍ତିର ବାସ ରହିଛି ତେବେ ହଳଦୀରେ ସ୍ଵସ୍ତି ଚିହ୍ନ ଘରର ମୁଖ୍ୟ ଦ୍ଵାରାରେ ଆଂକିବା ଦ୍ଵାରା ଏହା ଦୂର ହୋଇଥାଏ। 
ଯଦି ଆପଣଙ୍କର ବିବାହରେ ସମସ୍ଯା ଆସୁଥାଏ ତେବେ ସୂର୍ଯ୍ୟ ଦେବତାଙ୍କୁ ହଳଦି ମିଶା ଜଳ ଅର୍ପଣ କରନ୍ତୁ। ମା ଲକ୍ଷ୍ମୀଙ୍କର ବାସ ଘରେ ରହିବା ପାଇଁ ଗୁରୁବାର ଦିନ ହଳଦି ପାଣି ଘରେ ସିଂଚନ କରନ୍ତୁ।
ତେବେ ମା ଲକ୍ଷ୍ମୀଙ୍କ କୃପା ଲାଭ ପାଇଁ ଗୁରୁବାର ଦିନ ଧଳା କାଗଜରେ ହଳଦୀରେ ଗଙ୍ଗାଜଳ ବା ଗୋଲାପ ଜଳ ମିଶାଇ ଶ୍ରୀ ଲେଖିବେ। ଏହାକୁ ପୂଜା କରି ଧନ ରଖୁଥିବା ଜାଗାରେ ବା ପର୍ସରେ ରଖିବେ। ଏହା ଦ୍ଵାରା ଧାନ ଜନିତ ସମସ୍ଯା ରହିବା ନାହିଁ। ଗୁରୁବାର ଦିନ ଗାଈକୁ ଚଣା ଖାଇବାକୁ ଦେଲେ ସନ୍ତାନ ସମସ୍ଯା ଦୂର ହେବ।