Movie prime

ଆଜି ଗୁରୁବାର, ମା ଲକ୍ଷ୍ମୀ ଙ୍କ ବାର.. ଭୁଲ୍ ରେ ବି କରନ୍ତୁନି ଏମିତି କାମ ନହେଲେ ହଇରାଣ ହେବେ

 
Special Report
ନମସ୍କାର ପାଠକ ବନ୍ଧୁ।ଜ୍ୟୋତିଷ ଙ୍କ ଅନୁସାରେ ଆମ ଘର ର କିଛି ନୀତି ନିୟମ ରହିଛି।ସେଗୁଡିକ ମାନି ଚଳିଲେ ଆମ ଜୀବନ ସୁଖ ଶାନ୍ତି ରେ ଭରି ଯାଏ।ହିନ୍ଦୁ ଧର୍ମ ଅନୁସାରେ ଗୁରୁବାର ଦିନ ମା ଲକ୍ଷ୍ମୀ ଙ୍କୁ ପୂଜା କରା ଯାଏ।ଆମେ ଆପଣ ଙ୍କୁ ଏହି ଗୁରିବାର ବିଷୟ ରେ କିଛି କହିବାକୁ ଯାଉଛୁ।
ଏହି ଦିନ ଘର କୁ କିଛି ଜିନିଷ ଆଣିଲେ ଘର ଧନ ସମ୍ପତ୍ତି ରେ ପୁରି ଯାଏ।ଆଉ ଏପରି କିଛି ଜିନିଷ ଅଛି ଯାହାକୁ ଆଣିଲେ।ଘର କୁ ଦୁଃଖ ଆସି ଥାଏ।ସମସ୍ତେ ରୋଗ ଗ୍ରସ୍ତ ହୋଇଥାନ୍ତି।ଏହି ଦିନ କାମ କରିବା ପାଇଁ ମଧ୍ୟ କେତେକ ନୀତି ନିୟମ ମଧ୍ୟ ରହିଛି।ଆମେ ଆପଣ ଙ୍କୁ ସେହି ବିଷୟ ରେ କହିବାକୁ ଯାଉଛୁ।
Special Report
ଗୁରୁବାର ଦିନ କୌଣସି ଧାରୁଆ ଜିନିଷ କିଣିବା କଥା ନୁହେଁ।ଏହା ଛଡା ସାବୁନ୍ ଓ ସର୍ଫ ମଧ୍ୟ ଏହି ଦିନ ଦୋକାନ ରୁ ଆଣିବା କଥା ନୁହେଁ।କାରଣ ଏହା ଘର କୁ ନକରାତ୍ମକ ଶକ୍ତି ପ୍ରବେଶ କରିବାକୁ ଦିଏ।ଏହି ଦିନ ପୂଜା ପାଠ ର କୌଣସି ଜିନିଷ ଅଣା ଯାଏ ନାହିଁ।
ଏହା ମା ଲକ୍ଷ୍ମୀ ଙ୍କର ବାର ହୋଇ ଥିବାରୁ ଏହି ଦିନ ଧୋବା ଲୋକ ମାନଙ୍କୁ ଲୁଗା ସଫା କରିବାକୁ ଦେବା କଥା ନୁହେଁ କି ତାଙ୍କ ଘରୁ କୌଣସି ଲୁଗା ଆଣିବା କଥା ନୁହେଁ।ଏହା ଯୋଗୁ ମା ଲକ୍ଷ୍ମୀ ଘର ଛାଡି ଚାଲି ଯାଆନ୍ତି।
Special Report
ଅନ୍ୟପକ୍ଷରେ ଏହି ଦିନ ସୁନା ରୁପା ଏବଂ ପୋଷାକ କିଣିବା ଏବଂ ନୂଆ ପୋଷାକ ପରିଧାନ କରିବା ଶୁଭ ହୋଇ ଥାଏ।ସେହିପରି ବହି,ଖାତା,କଲମ,ଓ ଟେସନାରି ଜିନିଷ ଆଦି ମଧ୍ୟ କିଣିବା ଉଚିତ।ଏହା ଘର ପାଇଁ ବହୁତ ଭଲ ହୋଇଥାଏ।
ଏହି ଦିନ ଘର କୁ ଯଦି ବିଦ୍ୟୁତ ଜିନିଷ ମଧ୍ୟ କିଣା ଯାଏ ତାହା ମଧ୍ୟ ଭଲ ହୋଇଥାଏ।ମା ଲକ୍ଷ୍ମୀ ସବୁବେଳେ ଘର ଉପରେ କୃପା ଦୃଷ୍ଟି ରଖି ଥାନ୍ତି।ଏହି ଦିନ ସ୍ତ୍ରୀ ଲୋକ ମାନେ ସକାଳୁ ଉଠି ନିତ୍ୟ କର୍ମ ସାରି ମା ଙ୍କୁ ପୂଜା କଲେ ମା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୁଅନ୍ତି।
Special Report
ପୁରାଣ ଶାସ୍ତ୍ର ଅନୁସାରେ ଏହି ଦିନ ମୁଣ୍ଡ ଧୋଇ ଗାଧୋଇବା,ମୁଣ୍ଡ ରେ ତେଲ ମାରିବା,ଲୁଗା ସଫା କରିବା,ଏବଂ ଚୁଟି କାଟିବା ନିଷିଧ ହୋଇ ଥାଏ।ଏପରି କଲେ ବ୍ୟକ୍ତି ଜୀବନ ରେ ଅନେକ ଦୁଃଖ କଷ୍ଟ ଆସି ଥାଏ।
ବ୍ୟକ୍ତି କୁ ସନ୍ତାନ ପ୍ରାପ୍ତି ହୁଏ ନାହିଁ।ଏବଂ ଯଦି ଏହି ଦିନ ମୁଣ୍ଡ ଧୁଆ ଯାଏ ଅବିବାହିତ ଝିଅ ଙ୍କ ବିବାହ ବହୁତ ଡେରି ରେ ହୁଏ।ଓ ବିବାହିତ ଝିଅ ଙ୍କର ତାଙ୍କ ସ୍ଵାମି ଙ୍କ ସହିତ ଝଗଡା ଲାଗେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.