Movie prime

ଗୁରୁବାର ହଳଦୀ ଚାଉଳ ରେ କରନ୍ତୁ ଏହି ଗୋଟିଏ କାମ ଆଉ ଦେଖନ୍ତୁ ଜୀବନରେ କେମିତି ବଢୁଛି ଧନ ଦେଖନ୍ତୁ କେମିତି କରିବେ ଏହି ମହା ଉପାୟ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବା ଦେବୀଙ୍କୁ ଉତ୍ସର୍ଗ କରାଯାଇଥାଏ। ଶାସ୍ତ୍ର ଅନୁଯାୟୀ, ସପ୍ତାହର ଚତୁର୍ଥ ଦିନ ଅର୍ଥାତ୍ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ଉତ୍ସର୍ଗ କରାଯାଇଛି।
କୁହାଯାଏ ଯେ, ଯେତେ ବଡ଼ ସମସ୍ୟା ହେଉନା କାହିଁକି ଗୁରୁବାର ଦିନ ଶ୍ରୀ ହରିଙ୍କୁ ଭକ୍ତିର ସହ ପୂଜା କଲେ ସମସ୍ତ ସମସ୍ୟା ଦୂର ହେବା ସହ ମନୋକାମନା ପୂରଣ ହୋଇଥାଏ। ବନ୍ଧୁଗଣ ଗୁରୁବାର ଦିନ ହଳଦିଆ ଭୋଗ ଲଗାଇଲେ ହଳଦିଆ ବସ୍ତ୍ର ପିନ୍ଧିଲେ ଶ୍ରୀହରି ପ୍ରସନ୍ନ ହୁଅନ୍ତି। 
ଏହାଦ୍ଵାରା ଘରକୁ ମଧ୍ୟ ଖୁସି ଆସେ। କିନ୍ତୁ ଆଜି ଆମେ ଆପଣଙ୍କୁ ସାତଟି ଚାଉଳ ଆଉ ଗୋଟିଏ ଚିମୁଟା ହଳଦୀ ବିଷୟରେ କହିବୁ ଯାହାକୁ ଗୁରୁବାର ଦିନ ନିଜ ଜୀବନରେ ପ୍ରୟୋଗ କଲେ ଭାଗ୍ୟ ବଦଳିଯିବ।
Special Report
ହଳଦୀ ଅମେ ଖାଇବାରେ ପକାଇଲେ ଖାଦ୍ୟର ସ୍ବାଦ ବଢାଏ। ଶରୀରରେ ତାକୁ ଔଷଧ ରୂପରେ ବ୍ୟବହାର ମଧ୍ଯ କରାଯାଏ। ବନ୍ଧୁଗଣ ଆସନ୍ତୁ ଆମେ ଏବେ ଜାଣିବା ଗୁରୁବାର ଦିନ କିପରି ସବୁ ସମସ୍ୟା ଦୂରହୁଏ। 
ଗୁରୁବାର ଦିନ ଘରର ମୁଖ୍ୟ ଦ୍ୱାରରେ ହଳଦୀରେ ସ୍ଵସ୍ତିକ୍ ଚିହ୍ନ କରନ୍ତୁ ଘରର ସବୁ ସମସ୍ୟା ଦୂର ହେବ। ଲକ୍ଷ୍ମୀ ମା ପ୍ରସନ୍ନ ହେବ। ଧନ ବର୍ଷା କରିବେ। ଗୁରୁବାର ଦିନ ହଳଦିଆ ପାଣିରେ ଘର ପଛିଲେ ଘରେ ସକାରାତ୍ମକ ପ୍ରଭାବ ପଡ଼ିବ।
ତା ସହିତ ବୃହସ୍ପତି ଜନିତ କିଛି ଖରାପ ଥିଲେ ବୃହସ୍ପତି ଶାନ୍ତ ହୋଇଯିବେ। ଯାହାର ବାହାଘର ହେଉ ନାହିଁ ଗୁରୁବାର ହଳଦୀ ପକାଇ ପାଣିରେ ଗାଧାନ୍ତୁ। 
ଶୀଘ୍ର ବିବାହ ହୋଇଯିବ। ଗୁରୁବାର ଦିନ ଚାଉଳ ସାତଟି ଦାନା ହଳଦୀରେ ଗୋଳାଇ ନିଜ ପର୍ସରେ ରଖନ୍ତୁ ଦେଖିବେ କେବେ ବି ଆପଣଙ୍କ ଆର୍ଥିକ ପରିସ୍ଥିତି ଖରାପ ହେବ ନାହିଁ।
ଯଦି ଚାକିରୀ କିମ୍ୱା ବ୍ୟାପାରକୁ ନେଇ ଆପଣ ଚିନ୍ତାରେ ଅଛନ୍ତି ତେବେ ଗୁରୁବାର ଦିନ କାଗଜରେ ହଳଦୀ ନେଇ ମା ଲକ୍ଷ୍ମୀ ଆଉ ଶ୍ରୀହରିଙ୍କ ପାଦ ତଳେ ରଖନ୍ତୁ ସବୁ କିଛି ଠିକ୍ ହେଇଯିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.