Movie prime

ବାସ ଗୁରୁବାର ଦିନ ହଳଦୀରେ କରନ୍ତୁ ଏହି ଗୋଟିଏ କାମ ଆଉ ଦେଖନ୍ତୁ କେମିତି ହେଉଛି ଚମତ୍କାର ଉପରେ ଚମତ୍କାର

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କଥା ଜାଣିପାରିବେ ।
ଏଭଳି କିଛି କଥା ଅଛି ଯାହା ଆପଣମାନେ ଜାଣିଲେ ଆପଣଙ୍କ ଭାଗ୍ୟ ଉନ୍ନତି ହେବ । ଆଉ ଆପଣଙ୍କ ଜୀବନରେ ଖୁସି ଆସିବ । ଏବେ ଏହି ଭିଡିଓରେ ଏଭଳି କିଛି ଆପଣମାନେ ଜାଣିପାରିବେ ।
ଏହି ଭିଡିଓ ଏବେ ବହୁତ ପରିମାଣରେ ଭାଇରାଲ ହେଉଛି । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ ପ୍ରକାରର କଥା ଜାଣିପାରିବେ । ଆଜି ହେଉଛି ଜୁନ ମାସର ପ୍ରଥମ ତାରିଖ । ଆଉ ଆଜି ହେଉଛି ଗୁରୁବାର ।
Special Report
ଗୁରୁବାର ଦିନ ଭଗବାନ ବୃହସ୍ପତିଙ୍କର ଦିନ ଅଟେ । ଏହି ଦିନ ଦେବ ଗୁରୁ ବୃହସ୍ପତିଙ୍କୁ ପୂଜା କରିବା ପାଇଁ ବା ସନ୍ତୁଷ୍ଟ କରିବା ପାଇଁ ଅନେକ ପୂଜାପାଠ କରାଯାଇଥାଏ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପୂଜା କରିବା ବିଷୟରେ ଜାଣିପାରିବେ । ଆଉ ଏହି ପୂଜା ହେଉଛି ହଳଦୀକୁ ନେଇ ।
ପୂଜା କରିବା ସମୟରେ ହାତରେ କିମ୍ବା ଗଳାରେ ହଳଦୀର ବିନ୍ଦି ଲଗାଇଲେ ବୃହସ୍ପତି ମଜବୁତ ହୋଇଥାନ୍ତି । ହଳଦୀର ଦାନ କରିବା ମଧ୍ୟ ଶୁଭ ହୋଇଥାଏ । ଘରର ବାହାରେ ଯଦି ହଳଦୀର ଗାର ପକାଯାଏ ତାହେଲେ ନକରାତ୍ମକ ଶକ୍ତିର ପ୍ରଭାବ ରହିନଥାଏ ।
ବୃହସ୍ପତି ଗ୍ରହ ଆମ ଜୀବନରେ ଅନେକ ଉନ୍ନତି କରିଥାଏ । ତନ୍ତ୍ର ମନ୍ତ୍ର ପ୍ରଭାବ ରହିଲେ ମଧ୍ୟ ଏହା ହଳଦୀ ଦୂର କରିଥାଏ । ଆପଣଙ୍କ ଜୀବନ ଚିମୁଟାଏ ହଳଦୀର ବ୍ୟବହାରରେ ବଦଳି ଯିବ । ଯଦି ଆପଣଙ୍କର କ୍ୟାନସର ବା ପେଟ ସମସ୍ୟା ଥିଲେ ଆପଣ ପେଶା ହଳଦୀ ଦାନ କରିବା ଉଚିତ୍ । 
ଆଉ ଆପଣଙ୍କ ମଥାରେ ହଳଦୀ ବିନ୍ଦୁ ଲଗାନ୍ତୁ । ହଳଦୀ ଏବଂ ପୋଖରାଜକୁ ଏକା ମନା ଯାଇଥାଏ । ଘରେ ପ୍ରତିଦିନ ହଳଦୀ ପାଣି ପକାଇଲେ ଶୁଭ ହୋଇଥାଏ ।
ଆପଣଙ୍କୁ ବୃହସ୍ପତିଙ୍କ ଆର୍ଶୀବାଦ ପାଇବାକୁ ହେଲେ ଗୁରୁବାର ଦିନ ଏକ କାଗଜ ନେବାକୁ ପଡିବ । ଏହାପରେ ଆପଣଙ୍କୁ ସେହି କାଗଜ ଉପରେ ହଳଦିରେ ଗଙ୍ଗା ଜଳ ବା ଗୋଲାପ ଜଳ ମିଶାଇ ଅନାମିକା ଆଙ୍ଗୁଳିରେ ଶ୍ରୀ ଲେଖନ୍ତୁ ।
ଆଉ ଏହି କାଗଜକୁ ଆପଣଙ୍କ ଧନ ରଖିବା ସ୍ଥାନରେ ରଖନ୍ତୁ । ଏହା କରିଲେ ଆପଣଙ୍କର ଧନର କମ୍ ହେବ ନାହିଁ । ଏହିଭଳି ଅନେକ ପ୍ରକାରର ଉପାୟ ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।