Movie prime

ହନୁମାନ ଜୟନ୍ତୀ ଏପ୍ରିଲ ୬ ଠାରୁ ଏହି ୬ ଟି ରାଶି ମାନଙ୍କ ବଦଳି ଯିବ ଭାଗ୍ୟ ଦେଖନ୍ତୁ ପିନ୍ଧିବେ ସୁନାର ମୁକୁଟ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଏପ୍ରିଲ ୬ ରେ ପଡିବାକୁ ଯାଉଛି ଚୈତ୍ର ପୂର୍ଣ୍ଣିମା। ଏହି ଦିନ ଭଗବାନ ହନୁମାନଙ୍କ କୃପାରୁ ୬ଟି ରାଶିଙ୍କ କିସ୍ମତ ବଦଳିବାକୁ ଯାଉଛି। ଏହି ରାଶି ମାନେ ଧନରେ ମାଲାମାଲ ହେବାକୁ ଯାଉଛନ୍ତି। ସ୍ଵୟଂ ଭଗବାନ ହନୁମାନ ଏମାନଙ୍କର ଦୁଖ କଷ୍ଟ ଦୂର କରିବାକୁ ଯାଉଛନ୍ତି।
ଚୈତ୍ର ମାସର ଉର୍ଣ୍ଣିମା ତିଥିରେ ଭଗବାନ ରାମଙ୍କ ସଚ୍ଚା ଭକ୍ତ ସଙ୍କଟମୋଚନ ହନୁମାନଙ୍କ ଜନ୍ମ ହୋଇଥିଲା। ତେଣୁ ପ୍ରତି ବର୍ଷ ଚୈତ୍ର ପୂର୍ଣ୍ଣିମାରେ ହନୁମାନ ଜୟନ୍ତୀ ପାଳନ କରାଯାଏ। ଏବେ ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ।
୧:- ବୃଷ ରାଶି : ଚୈତ୍ର ପୂର୍ଣ୍ଣିମା ଠାରୁ ପ୍ରଭୁ ହନୁମାନଙ୍କ କୃପାରୁ ଧନ ଜନିତ ସମସ୍ଯା ଦୂର ହେବ। ଅପାର ସଫଳତା ପ୍ରାପ୍ତ କରିବେ। ସବୁ ବାଧା ଦୂର ହେବ ଏବଂ କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢିବେ।
୨:- କନ୍ୟା ରାଶି : ଚୈତ୍ର ପୂର୍ଣ୍ଣିମା ଠାରୁ ପ୍ରଭୁ ହନୁମାନ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହେବାକୁ ଅଯାଉଛନ୍ତି। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅନୁକୂଳ ରହିବ। ପୁରୁଣା ସ୍ମୃତି ତାଜା ହୋଇପାରେ। ଅତିଥିଙ୍କ ସେବାରେ ସମୟ ବ୍ଯତୀତ ହେବ।
୩:- ସିଂହ ରାଶି : ଭଗବାନ ହନୁମାନଙ୍କ ଆଶୀର୍ବାରୁ ଶୁଭ ଯୋଗ ବନୁଛି। ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ। ଆର୍ଥିକ ରୂପରେ ଆପଣ ଖୁସି ରହିବେ। ଧନ ସହ ଜଡିତ ନିସ୍ପତି ନେବେ। ପରିବାର ଲୋକଙ୍କ ନଜରରେ ଆପଣଙ୍କର ମାନ ସମାନ ବଢିବ। ଆତ୍ମବିଶ୍ଵାସ ବଢିବ ଏଵଂ ଏମିତି ଅନେକ ନିସ୍ପତି ନେବେ ଯାହା ସଠିକ ସାବ୍ୟସ୍ତ ହେବ।
୪:- ତୁଳା ରାଶି : ଭଗବାନ ହନୁମାନ ଆପଣଙ୍କ ଜୀବନରେ ଏବେ ବଡ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ବ୍ୟବସାୟ କରୁଥିଲେ ଅତ୍ୟନ୍ତ ଲାଭ ମିଳିବ। ନୂଆ ଯୋଜନା ଲାଗୁ କରିବାକୁ ସମୟ ଅନୁକୂଳ ଅଟେ।
କମ ପରିଶ୍ରମରେ ଅଧିକ ଲାଭ ହେବ । ଆତ୍ମବିଶ୍ବାସରେ ପରି ପୂର୍ଣ୍ଣ ରହିବ। ଯାହା ଆପଣଙ୍କର ବ୍ୟକ୍ତିତ୍ବ କୁ ଅଧିକ ପ୍ରଭାବଶାଳି ବନାଇବ ଏବଂ ସମାଜରେ ପ୍ରଶଂସାର ପାତ୍ର ହେବେ।
୫:- କୁମ୍ଭ ରାଶି : ପ୍ରଭୁ ହନୁମାନ ଆପଣଙ୍କ ଉପରେ କୃପା ହେବେ। ଜୀବନର ସବୁ ଦୁଖ କଷ୍ଟ ଦୂର ହେବାକୁ ଯାଉଛି। ଚାକିରି ପାଇଁ ସର୍ବୋତ୍ତମ ଅବସର ପ୍ରାପ୍ତ ହେବ। ଆକସ୍ମିକ ଧନ ଲାଭ ହେବ।
୬:- ମୀନା ରାଶି: ଏହି ରାଶିର ବ୍ୟକ୍ତି ମାନେ ଯଦି କୌଣସି କାର୍ଯ୍ୟରେ ସଫଳ ପାଇବା ନିମନ୍ତେ ଆଶା ରଖିଥିବେ ତାହା ନିଶ୍ଚିତ ରୂପରେ ପାଇବେ। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଲା ହେବ। ଏହି ରାଶି ଉପରେ ପ୍ରଭୁ ବଜରଙ୍ଗବାଲି ଏଵଂ ମା ଲକ୍ଷ୍ମୀଙ୍କର କୃପା ପଡ଼ିବ।