Movie prime

Hanuman ଙ୍କର ଏହି ଗୁପ୍ତ ମନ୍ତ୍ର ଏହାକୁ ପଢ଼ିଲେ ପାଇବେ ଜୀବନର ସବୁ ଅସୁବିଧାରୁ ମୁକ୍ତି ଶୁଣିଲେ ମଧ୍ୟ ହେବ ଦୁଃଖ ଦୂର jay hanuman

 
dfdg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଦେବଦେବୀଙ୍କୁ ପୂଜା କରୁଥିବେ । ଆଉ ଭଗବାନଙ୍କ ଉପରେ ବିଶ୍ୱାସ ବି ରଖିଥିବେ । ଆଉ ବିଭିନ୍ନ ଦେବଦେବୀଙ୍କୁ ପୂଜାର୍ଚ୍ଚନା ମଧ୍ୟ କରୁଥିବେ । ଆଉ ଆଜିକା ଯୁଗରେ ଦେବଦେବୀଙ୍କୁ ନେଇ ବିଭିନ୍ନ ପ୍ରକାରର କଥା ମଧ୍ୟ ଲୋକଙ୍କୁ କୁହାଯାଏ । ଆଉ ଭଗବାନ ହନୁମାନଙ୍କୁ ମଧ୍ୟ କିଛି ଲୋକ ନିଜର ଆରାଧ୍ୟ ଦେବତା ଭାବରେ ମାନିଥାନ୍ତି ଆଉ ପୂଜା ପାଠ ମଧ୍ୟ କରିଥାନ୍ତି । 


ଭଗବାନ ହନୁମାନ ହେଉଛନ୍ତି ଜୀବନ୍ତ ଠାକୁର । ଆଉ ତାଙ୍କୁ ପୂଜା କରିଲେ ଆପଣ ଭଲଭାବରେ ଜୀବନ ବିତାଇ ପାରିବେ । ଆଉ ଭଗବାନ ହନୁମାନଙ୍କୁ ଦେଖି ମଧ୍ୟ ମୃତ୍ୟୁ ବି ଡରି ଯାଇଥାଏ । ଆଉ ଭଗବାନ ହନୁମାନଙ୍କର ଏମିତି କିଛି ମନ୍ତ୍ର ଅଛି ଯାହାକୁ ପାଠ କରିଲେ ଆପଣ ଆପଣଙ୍କର ସମସ୍ତ ପୁରୁଣା ଅସୁବିଧାରୁ ମୁକ୍ତି ପାଇପାରିବେ । 


ଯଦି ଆପଣଙ୍କର କୌଣସି ବିଜନେସ କିମ୍ବା ଚାକିରିରେ ସମସ୍ୟା ଅଛି ହନୁମାନଙ୍କର ଏକ ମନ୍ତ୍ର ଅଛି ଯାହାକୁ ୩ ଥର ପାଠ କରିବା ଦ୍ୱାରା ଆପଣଙ୍କର ସବୁ ସମସ୍ୟା ସମାଧାନ ହୋଇଯାଇଥାଏ । ସକାଳୁ ଏହି ମନ୍ତ୍ର ଜପ କରିଲେ ଆପଣଙ୍କର ସମସ୍ୟା ଦୂର ହୋଇଯିବ ।


ଏହି ମନ୍ତ୍ରକୁ ବ୍ରହ୍ମ ମୁହୂର୍ତ୍ତରେ ଜପ କରନ୍ତୁ । ଆଉ ଏହି ମନ୍ତ୍ର ଜପ କରିଲେ ଆପଣ ସଫଳତା ପାଇବେ । ସୂର୍ଯ୍ୟ ଯେଉଁ ଦିଗରେ ଉଦୟ ହୁଅନ୍ତି ବା ପୂର୍ବ ଦିଗକୁ ମୁହଁ କରି ଏହି ମନ୍ତ୍ର ଜପ କରନ୍ତୁ । ମନ୍ତ୍ର ହେଉଛି, ଓଁ ନମୋ ହନୁମତେ ରୁଦ୍ରାବତରାୟେ ବିଶ୍ୱରୁପାୟେ , ଅମିତ ବିକ୍ରମାୟ ପ୍ରକଟ ପରାକ୍ରମାୟ , ମହବଳାୟ ସୂର୍ଯ୍ୟ କୋଟି ସମପ୍ରଭାୟ ରାମ ଦୂତାୟ ସ୍ୱାହା ।