Movie prime

ଆପଣଙ୍କ ଉପରେ ରାଗିଛନ୍ତି କି ହନୁମାନ ଦେଖନ୍ତୁ ମିଳୁଛି ଯଦି ଏହି ସବୁ ସଂକେତ ତାହାଲେ ସାବଧାନ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଏଭଳି କିଛି ଭିଡିଓ ଦେଖିପାରିବେ ଯାହା ଦେଖିଲେ ଆପଣଙ୍କ ମନରେ ଅନେକ ଭାବନା ଆସିବ ।
ଆପଣମାନେ ସମସ୍ତେ ଏବେ ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ଦେଖିପାରିବେ ଯାହା ଦେଖିଲେ ଆପଣ ଭଗବାନଙ୍କୁ ନେଇ ଅନେକ କିଛି କଥା ଜାଣିପାରିବେ । ଏହି ଭିଡିଓରେ ଆପଣମାନେ ପ୍ରଭୁ ହନୁମାନଙ୍କ ବିଷୟରେ କିଛି କଥା ଜାଣିପାରିବେ । 
ଏମିତି କିଛି ସଂକେତ ରହିଥାଏ ଯାହାଦ୍ଵାରା ଆପଣମାନେ ଜାଣିପାରିବେ କି ଭଗବାନ ହନୁମାନ ଆପଣଙ୍କ ଉପରେ କ୍ରୋଧିତ ଅଛନ୍ତି । ଏହି ଭିଡିଓରେ ଆପଣମାନେ ଏହିସବୁ ବିଷୟରେ ଜାଣିପାରିବେ । ଏହା ବହୁତ ମହତ୍ତ୍ୱପୂର୍ଣ୍ଣ କଥା ଅଟେ । ଏହି ବିଷୟରେ ସମସ୍ତେ ଜାଣିବା ଦରକାର । ଭକ୍ତମାନେ ଏଭଳି କିଛି କାମ କରିଲେ ପ୍ରଭୁ ହନୁମାନ କ୍ରୋଧ କରିଥାନ୍ତି । ପ୍ରଭୁ ହନୁମାନ ଆପଣଙ୍କ ଉପରେ କ୍ରୋଧ କରିଛନ୍ତି । ଏହାର ସଂକେତ ହେଉଛି । 
୧) ଯଦି ଆପଣ ସ୍ୱପ୍ନରେ ମାଙ୍କଡକୁ ଦେଖନ୍ତି । ଆଉ ସେହି ମାଙ୍କଡ କ୍ରୋଧ ବା ଆପଣଙ୍କ ଆଖପାଖରେ ବୁଲିଥାଏ ବା ଆପଣଙ୍କୁ କାମୁଡି ଦେଇଥାଏ ତାହେଲେ ଆପଣ ଜାଣନ୍ତୁ କି ଭଗବାନ ହନୁମାନ ଆପଣଙ୍କୁ ଚେତାବନୀ ଦେଉଛନ୍ତି ।
୨) ଯଦି ସ୍ୱପ୍ନରେ ଆପଣ ପ୍ରଭୁ ହନୁମାନଙ୍କ ପ୍ରତିମୂର୍ତ୍ତି ଦେଖିବେ ଆଉ ସେ କ୍ରୋଧିତ ଥିବେ । ଆପଣ ତାଙ୍କୁ ପ୍ରଣାମ କରିଲେ ମଧ୍ୟ ପ୍ରଭୁ ଶୁଣିବେ ନାହିଁ ତାହେଲେ ସନ ଜାଣନ୍ତୁ କି ପ୍ରଭୁ ହନୁମାନ ଆପଣଙ୍କ ଉପରେ କ୍ରୋଧିତ ଅଛନ୍ତି । 
୩) ବାସ୍ତବ ଜୀବନରେ ଆପଣମାନେ ଭଗବାନ ରାମଙ୍କୁ ସ୍ମରଣ କରି ମାଳା ଜପ କରିବା ସମୟରେ ଯଦି ମାଳା ଛିଡି ଯାଏ ଏହା ଅମଙ୍ଗଳ ହୋଇଥାଏ ।
ପ୍ରଭୁ ହନୁମାନ ଆପଣଙ୍କ ଉପରେ କ୍ରୋଧିତ ହେଲେ ପ୍ରଭୁ ଶ୍ରୀରାମଙ୍କୁ ପୂଜା କରିବା ଉଚିତ୍ । ତାଙ୍କ ନାମ ଜପ କରିବା ଉଚିତ୍ । ଯଦି ପ୍ରଭୁ ହନୁମାନ ଆପଣଙ୍କ ଉପରେ କ୍ରୋଧିତ ହେବେ ତାହେଲେ ଆପଣଙ୍କ ଉପରେ କରଜ ହୋଇପାରେ । ଅନେକ ପ୍ରକାରର ଅସୁବିଧା ହୋଇଥାଏ । ସେଥିପାଇଁ ପ୍ରଭୁ ହନୁମାନଙ୍କ କୃପା ମିଳିବା ପାଇଁ ଭଗବାନ ଶ୍ରୀରାମଙ୍କ ନାମ ଜପ କରନ୍ତୁ ।