Movie prime

ଆପଣଙ୍କ ହାତରେ ଅଛି କି ଏହି ଅଧା ଚନ୍ଦ୍ର ଦେଖନ୍ତୁ କେମିତି ରହିବ ଆପଣଙ୍କ ସମ୍ପୂର୍ଣ ଭାଗ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କି ହସ୍ତରେଖା ମହାବିଦ୍ୟା ବିଷୟରେ । ଏହି ଭିଡିଓ ଦେଖିଲେ ଆପଣ ଅନେକ କିଛି କଥା ଜାଣିପାରିବେ । 
ହାତ ଦେଖି ଲୋକମାନେ ଅନେକ କଥା ଜାଣିପାରନ୍ତି । ଆଉ ହାତ ଦେଖି ଏହି ଭିଡିଓ ମାଧ୍ୟମରେ ଜାଣିବେ କି କିପରି ଜୀବନସାଥି ମିଳିବ । ଏହି ଭିଡିଓ ଦେଖିଲେ ଐଶ୍ନ ସମ୍ପୂର୍ଣ୍ଣ ଖବର ଜାଣିପାରିବେ । ଝିଅ ହୁଅନ୍ତୁ ବା ପୁଅ ସମସ୍ତେ ଭଲ ଜୀବନସାଥି ପାଇବାକୁ ଇଚ୍ଛା କରନ୍ତି ।
ଆଉ ସେଥିପାଇଁ ତାଙ୍କ ହାତ ରେଖା ମଧ୍ୟ ଅନେକ ସାହାଯ୍ୟ କରିଥାଏ । ଯଦି ହାତରେ ଅର୍ଦ୍ଧ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ସୁନ୍ଦର ଆଉ ବଡ ଆକାରରେ ଅଛି ତାହେଲେ ଆପଣଙ୍କୁ ଆପଣଙ୍କ ମନ ବୁଝିଲା ପରି ଜୀବନସାଥି ମିଳିବ ।
ଯଦି ଦୁଇ ହାତ ଯୋଡିଲେ ଅର୍ଦ୍ଧ ଚନ୍ଦ୍ର ଛୋଟ ଆକାର ଧାରଣ କରିଛି ତାହେଲେ ଅତି ସୁନ୍ଦର, ସୁଶୀଳ କନ୍ୟା ମିଳିବ । କନ୍ୟା ମାନଙ୍କର ବାମ ହାତରେ ନିଜ ସ୍ଵାମୀ ବା ବରର ଆକାର, ବ୍ୟବହାର, ସ୍ଵଭାବ ଆଦି ଅନେକ କଥା ଜଣା ପଡୁଥାଏ ।
ଏହି ଅର୍ଦ୍ଧ ଚନ୍ଦ୍ରରୁ ଅନେକ କଥା ଜଣା ପଡ଼ିଥାଏ । ଯଦି ଅର୍ଦ୍ଧ ଚନ୍ଦ୍ର ଆକୃତି ବୃହସ୍ପତି ପାଖକୁ ଲାଗିଛି ଏହା ହେଉଛି ଆପଣଙ୍କୁ ଭଲ ବର ମିଳିବାର ଏକ ଲକ୍ଷଣ । ଏହିଭଳି ହାତ ରେଖା ଥିଲେ ଆପଣମାନେ ଭଲ ବର ପାଇପାରିବେ । 
ଡାହାଣ ହାତର ଅର୍ଦ୍ଧ ଚନ୍ଦ୍ର ଆକୃତି ବୃହସ୍ପତି ଆଡ଼କୁ ଲାଗିଥିଲେ ଏହା ମଧ୍ୟ ଭଲ ବର ବା ସୁଶୀଳ ଝିଅ ଟିଏ ଭାଗ୍ୟରେ ମିଳିଥାଏ । ଯାହାର ଶନିଙ୍କ ପାଖରେ ହୃଦୟ ରେଖା ଲାଗିଥାଏ ତାହେଲେ ଏହା ଛୋଟ ଚନ୍ଦ୍ରାକୃତି ସୃଷ୍ଟି କରିଥାଏ ତାଙ୍କୁ ଉତ୍ତମ, ଶ୍ୟାମଳ ବର୍ଣ୍ଣର ବର ମିଳିଥାଏ । ଅତି ପରିଶ୍ରମୀ ବର ମିଳିବ ।
ଏହି ଭିଡିଓ ମାଧ୍ୟମରେ ଆପଣ ସବୁ ପ୍ରକାରର ଖବର ବୁସତ୍ତେ ଜାଣିପାରିବେ । ଏହି ଭିଡିଓ ଦେଖିଲେ ଆପଣ ଜୀବନସାଥି କିପରି ମିଳିବ ସେହି କଥା ଜାଣିପାରିବେ । ଝିଅମାନଙ୍କର ଡାହାଣ ହାତରୁ ଏବଂ ପୁଅ ମାନଙ୍କର ବାମ ହାତରୁ କିଭଳି ଜୀବନସାଥି ମିଳିବ ଜାଣିପାରିବେ ।