Movie prime

ଅନେକ ବର୍ଷ ପରେ ହେବାକୁ ଯାଉଛି ଦିବ୍ୟ ସଂଯୋଗ ଦେଖନ୍ତୁ ଏହି ଅମାବାସ୍ୟାରେ କରନ୍ତୁ ଖାଲି ଏହି ଗୋଟିଏ ଗୁପ୍ତ ଉପାୟ ଆଉ ହୋଇ ଯାଆନ୍ତୁ ମାଲାମାଲ୍

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ୨୦୨୪ ମସିହା ଜାନୁଆରୀ ୧୦ ତାରିଖ ଦିନ ବକୁଳ ଅମାବାସ୍ୟା ବା ପୌଷ ପୂର୍ଣ୍ଣିମା ଅଟେ ।
Special Report
ଏହି ଦିନ ତିନୋଟି ଲବଙ୍ଗର ଏହି ଉପାୟ କରିଲେ ଜୀବନରୁ ସମସ୍ତ କଷ୍ଟ ଦୂର ହେବ । ଆପଣଙ୍କୁ ଭଗବାନ ବିଷ୍ଣୁ ଏବଂ ମାଆ ଲକ୍ଷ୍ମୀଙ୍କ ଆର୍ଶୀବାଦରୁ ଆପଣଙ୍କ ଜୀବନରେ ହେବ ଧନର ବର୍ଷା । ଆପଣ ହୋଇଯିବେ କୋଟିପତି । ଆପଣଙ୍କ ଘର ଖୁସିରେ ପରିପୂର୍ଣ୍ଣ ହୋଇଯିବ ।
ଏହି ଅମାବାସ୍ୟା ୧୩୨ ବର୍ଷ ପରେ ଭଲ ପଡୁଅଛି । ଏହି ଅମାବାସ୍ୟା ଦିନ ୬୨ ପ୍ରକାରର ଶୁଭ ଯୋଗ ବନୁ ଅଛି । ପ୍ରତ୍ୟେକ ବର୍ଷର ପ୍ରଥମ ଅମାବାସ୍ୟାକୁ ପୌଷ ଅମାବାସ୍ୟା ନାମରେ ଜଣା ଯାଇଥାଏ ।
Special Report
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଅମାବାସ୍ୟା ତିଥି ୧୦ ଜାନୁଆରୀ ବୁଧବାର ରାତି ୮ଟା ବାଜି ୧୦ ମିନିଟରୁ ଆରମ୍ଭ ହୋଇ ୧୧ ଜାନୁଆରୀ ଗୁରୁବାର ସନ୍ଧ୍ୟା ୫.୨୬ ମିନିଟରେ ଶେଷ ହେବ ।ଏହି ଦିନ ଶୁଭ ହୋଇଥାଏ । ଅମାବାସ୍ୟା ଦିନ ଗରିବ ଲୋକଙ୍କୁ ଦାନ କରିଲେ ପିତୃ ଦୋଷ ଦୂର ହୋଇଥାଏ ।
ଏହି ଦିନ ବ୍ରତ ରଖିଲେ ମଙ୍ଗଳ ହୋଇଥାଏ ।ଯଦି ଆପଣ ଏହି ଦିନ ବ୍ରତ, ଉପବାସ କି ଦାନ କରିପାରିବେ ନାହିଁ ତାହେଲେ ଏହି ଉପାୟ କରନ୍ତୁ ଯାହାଦ୍ଵାରା ଆପଣଙ୍କୁ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ଆର୍ଶୀବାଦ ମିଳିବ ।
Special Report
ଭଗବାନ ବିଷ୍ଣୁଙ୍କ ପୂଜାରେ ଲବଙ୍ଗ ପୂଜା କରିଲେ ପୂଜା ସଫଳ ହୋଇଥାଏ । ଅମାବାସ୍ୟା ରାତିରେ ଏହି ଉପାୟ କରନ୍ତୁ । ତିନୋଟି ଉପାୟ କରନ୍ତୁ । 
ପ୍ରଥମ ଉପାୟ - ଶୁକ୍ର ଗ୍ରହ ପାଇଁ ଏହି ଉପାୟ କରନ୍ତୁ । ୧୦ ଜାନୁଆରୀ ସନ୍ଧ୍ୟାରେ ଆପଣ ଏକ ପିତଳ ପାତ୍ର ନେଇ ସେଥିରେ ତିନୋଟି ଲବଙ୍ଗ ରଖି ଦିଅନ୍ତୁ ।ଏହି ପାତ୍ରକୁ ନେଇ ଛାତ ଉପରେ ରଖି ଦିଅନ୍ତୁ ।
ତା ପରଦିନ ୧୧ ତାରିଖ ଦିନ ଆପଣ ଗାଧୋଇ ସାରି ଏହି ପାତ୍ରକୁ ଆଣି ଲବଙ୍ଗ ଗୁଡ଼ିକୁ ଏକ ଲାଲ କପଡ଼ାରେ ଗୋଡେଇ ଦେଇ ନିଜ ପର୍ସରେ ରଖନ୍ତୁ ।ଏହା କରିଲେ ଆପଣଙ୍କର ପୁରା ବର୍ଷ ଧନର ଅଭାବ ହେବ ନାହିଁ ।
Special Report
ଦ୍ଵିତୀୟ ଉପାୟ - ଯଦି ଆପଣ ପୁରା ବର୍ଷ ଆପଣଙ୍କ ଭାଗ୍ୟ ସାଥ ଦେବାକୁ ଚାହୁଁଛନ୍ତି ତାହେଲେ ଏହି ଉପାୟ କରନ୍ତୁ । ୧୦ ଜାନୁଆରୀ ଦିନ ଆପଣ ଏକ ଡବା ନିଅନ୍ତୁ ଆଉ ସେଥିରେ ହଳଦୀ ଭର୍ତ୍ତି କରନ୍ତୁ ଆଉ ଦୁଇଟି ଲବଙ୍ଗ ମଧ୍ୟ ନିଅନ୍ତୁ ।
ଆଉ ଭଗବାନ ବିଷ୍ଣୁଙ୍କର ଫଟୋ ପାଖକୁ ଯାଇ ଭଗବାନ ବିଷ୍ଣୁଙ୍କ ବୀଜ ମନ୍ତ୍ର ପାଠ କରନ୍ତୁ । ହାତରେ ହଳଦୀ ଡବା ଆଉ ଲବଙ୍ଗ ଧରିଥାଆନ୍ତୁ । ମନ୍ତ୍ର ଜପ କରିବା ପରେ ଏହି ଲବଙ୍ଗ ଦୁଇଟିକୁ ହଳଦୀ ଡବା ଭିତରେ ରଖନ୍ତୁ ଆଉ ଏହାକୁ ନେଇ ବେଡରୁମରେ ରଖନ୍ତୁ । ଏହା କରିଲେ ଆପଣଙ୍କ ଭାଗ୍ୟ ଚମକି ଯିବ। 
ତୃତୀୟ ଉପାୟ - ଘରର ମଙ୍ଗଳ ପାଇଁ ଏହି ଉପାୟ କରନ୍ତୁ । ଏହି ଅମାବାସ୍ୟା ଦିନ ସୂର୍ଯ୍ୟାସ୍ତ ପରେ ଘରର ମୋକ୍ଷ ଦ୍ଵାରରୁ ନେଇ ସବୁ ଦ୍ଵାରରେ ଦୀପ ଜାଳନ୍ତୁ ଆଉ ଏଥିରେ ଗୋଟିଏ ଗୋଟିଏ ଲବଙ୍ଗ ପକାଇ ଦିଅନ୍ତୁ । ଏହା କରିଲେ ଆପଣଙ୍କ ଘରର ମଙ୍ଗଳ ହେବ।