Movie prime

ହୀରାକୁଦ ରେ ଫାଟ, ସତ ହେବ ମାଳିକା ବଚନ ବୁଡ଼ିଯିବ ସାରା ଓଡ଼ିଶା , ଆଉ ଅଳ୍ପ କେତେ ଟା ଦିନ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ଓଡ଼ିଶା ରେ ଯେଉଁ ହୀରାକୁଦ ବନ୍ଧ ରହିଛି ତାହା ଏସିଆ ମହାଦେଶର ସବୁଠାରୁ ବୃହତ୍ତମ ବନ୍ଧ ଅଟେ। ମାଟିରେ ତିଆରି ଏହି ବୃହତ୍ତମ ଲମ୍ବ ଅନ୍ୟ କେଉଁ ଠାରେ ନାହିଁ।
Special report
୨୫ କିଲୋମିଟର ଲମ୍ବ ଓ ୬୦ ମିଟର ଚୋଉଡା ଏହି ବନ୍ଧରେ ପ୍ରାୟ ୫.୮୯୬ କ୍ୟୁବିକ ମିଟର ଜଳ ଧାରଣ କରିବାର କ୍ଷମତା ରହିଛି।୧୯୬୬ ମସିହାରେ ଏହି ବନ୍ଧ ଜବାହରଲାଲ ନେହେରୁ ଙ୍କ ଦ୍ବାରା ସ୍ଥାପିତ ହୋଇଥିଲା।
ସେହି ଦିନ ଠାରୁ ହିଁ ଓଡ଼ିଶା ବାସୀ ଏହି ବନ୍ଧ ଦ୍ବାରା ଖୁବ ଉପକୃତ ମଧ୍ୟ ହୋଇଛନ୍ତି। ମାତ୍ର ବର୍ତ୍ତମାନ୍ ଏହି ନଦୀ ବନ୍ଧ ରେ ଫାଟ ଦେଖିବାକୁ ମିଳିଛି। ଚିପ୍ ଇଞ୍ଜିନିୟର ଙ୍କ ରିପୋର୍ଟ ରେ ଏହି ଫାଟ ସମ୍ପର୍କରେ ଉଲ୍ଲେଖ କରାଯାଇଛି।
Special report
ଆଉ ଏହା ମଧ୍ୟ ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ହୀରାକୁଦ ବନ୍ଧ ଯଦି ଭାଙ୍ଗି ଯାଏ ତେବେ ପାଣି ମାଡ଼ି ଆସିବ। ଓଡ଼ିଶାରେ ବନ୍ୟା ଆସି ପ୍ରଳୟ ରଚନା କରିବ।
ଆଉ ଏହି ବନ୍ୟାରେ ମଧ୍ୟ ଅଧା ଓଡ଼ିଶା ଭାସି ଯିବ। ଅନେକ ଓଡ଼ିଶାବାସୀ ଙ୍କ ଧନ ଜୀବନ ମଧ୍ୟ ଚାଲି ଯିବ।୧୯୩୭ ମସିହାରେ ପୂର୍ବ ଓଡ଼ିଶାରେ ଆସିଥିବା ଏକ ପ୍ରଳୟଙ୍କରୀ ବନ୍ୟା ପରେ ଏହି ହୀରାକୁଦ ଡ୍ୟାମ ନିର୍ମାଣ କରିବା ପାଇଁ ନିଷ୍ପତି ନିଆ ଯାଇଥିଲା।
Special report
ଏହି ବନ୍ଧ ନିର୍ମାଣ କରିବାର କାରଣ ଥିଲା ବର୍ଷା ଦିନେ କିଭଳି ଭାବରେ ବନ୍ଧ ନିର୍ମାଣ କରିବାରୁ ରକ୍ଷା ପାଇବା। ଆଉ ବର୍ଷା ଜଳକୁ ଅଟକାଇ ଚାଷ କର୍ଯ୍ୟରେ ଲଗାଇବା।
Special report
ହୀରାକୁଦ ଜଳ ଭଣ୍ଡାରରୁ ବିଦ୍ୟୁତ୍ ଉତ୍ପାଦନ କରି ଉପକୃତ ହେବା। ତେଣୁ ମହାନଦୀ ଉପରେ ଲକ୍ଷ୍ମୀ ଡୁଙ୍ଗୁରି ଓ ଚଣ୍ଡଳି ଦୁଙ୍ଗୁରି ଉପରେ ପାହାଡ଼ ମଧ୍ୟରେ ବନ୍ଧ ପକାଇ ୧୯୪୮ ମସିହାରେ ଏହି ବନ୍ଧ ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଥିଲା।
ସହ ସହ ଶ୍ରମିକ ଙ୍କ ଝାଳ ବୁହା ପରିଶ୍ରମ ରେ ନିର୍ମିତ ଏହି ବନ୍ଧ ୧୯୫୩ ମସିହାରେ ସଂପୂର୍ଣ୍ଣ ହୋଇଥିଲା।୧୯୫୭ ମସିହାରେ ଏହି ବନ୍ଧ କୁ ଜବାହରଲାଲ ନେହେରୁ ଙ୍କ ଦ୍ବାରା ଉଦ୍ଘାଟନ କରାଯାଇ ଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.