Movie prime

ହୋଲି ଦିନ ଅଗ୍ନି ରେ ଢ଼ାଳି ଦିଅନ୍ତୁ, ଲୁଚେଇକି ୧ ଜିନିଷ, ଭିକାରୀ ବି ବନି ଯାଇଥାଏ କୋଟିପତି, ଜନ୍ମ ଜନ୍ମ ର ଗରିବତା ବି ଦୂର ହୋଇ ଯାଇଥାଏ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଫାଲ୍ଗୁନ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ମାର୍ଚ୍ଚ ୬ ୨୦୨୩ ଦ୍ୱିପ୍ରହର ୨.୪୭ ରୁ ଆରମ୍ଭ ହେବ ଏବଂ ଏହାର ସମାପ୍ତି ମାର୍ଚ୍ଚ ୭ , ୨୦୨୩ ସନ୍ଧ୍ୟା ୪.୩୯ ରେ ଶେଷ ହେବ। ମାତ୍ର ଏହିଦିନ ଭଦ୍ରା ମୁହୂର୍ତ୍ତ ରହିବ।
ତେଣୁ ହୋଲିକା ଦହନ ସନ୍ଧ୍ୟା ସମୟରେ କରାଯିବ। ଆଗାମୀ ଦିନ ରଙ୍ଗ ହୋଲି ପାଳିତ ହେବ। ତେଣୁ ହୋଲି ଦିନ କିଛି ଏଭଳି ଜିନିଷ ଅଛି ଯାହାକୁ ହୋଲିକା ଦହନ ଅଗ୍ନିରେ ଅର୍ପିତ କରିବା ଉଚିତ ନୁହେଁ ଏବଂ ସମଗ୍ର ପୂଜା ପଦ୍ଧତି ଉଚିତ ବିଧିରେ କରିବା ଉଚିତ।
ତେବେ ବନ୍ଧୁଗଣ ଆଜିର ଏହି ଭିଡିଓରେ ଆପଣ ମାନଙ୍କୁ ଏମିତି କିଛି ଉପାୟ ଗୁଡ଼ିକ ବିଷୟରେ କହିବୁ ଯେଉଁଥିରେ ଆପଣଙ୍କ ଜୀବନରେ କେବେଠୁ ଚାଲୁଥିବା ସମସ୍ୟା ଗୁଡ଼ିକ ସମାଧାନ ହେଇଯାଇପାରେ। 
୧:- ଯଦି ବହୁତ ଦିନଧରି ଆପଣଙ୍କ ଜୀବନରେ ସବୁ କଷ୍ଟ ଆସୁଛି ଓ ସମସ୍ୟା ଗୁଡ଼ିକ ବି ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ତ ହୋଲି ଦିନ ଘରର ସମସ୍ତ ସଦସ୍ୟଙ୍କ ସହିତ ମିଶି ହୋଲିକା ପବିତ୍ର ଅଗ୍ନିରେ ଦେଶୀ ଘିଅ, ଦୁଇଟି ଲବଙ୍ଗ ଓ
 ଅଗ୍ନିରେ ଚାରିପଟେ ବାର ଥର ପରିକ୍ରମା କରିକି ସେଥିରେ ଶୁଖିଲା ନଡ଼ିଆକୁ ଚଢାଇଦେବେ। ସବୁ ଦୁଃଖକଷ୍ଟ ଧିରେ ଧିରେ ଦୂରେଇ ଯିବ। ଏହି ଉପାୟଟି ପରିବାରର ସବୁ ସଦସ୍ୟଙ୍କ ସହିତ ମିଶିକି ହିଁ କରିବେ।
୨:- ଯଦି ଆପଣଙ୍କର କୌଣସି ବି କାମ ହେଇପାରୁନାହିଁ ତ ଏହି ହୋଲି ଦିନ ସକାଳୁ ସକାଳୁ ହିଁ ପକେଟରେ ବା ନିଜ ପାଖରେ କଳା ତିଳକ କଳାକପଡ଼ାରେ ପନ୍ଧିକି ନିଜ ପାଖରେ ରଖିବେ ଓ ରାତିରେ ହୋଲିକା ଦହନର ପୂଜା ସମୟରେ ସେହି କଳା ପୁଡିଆଟିକୁ ଅଗ୍ନିରେ ଢାଳି ଦେବେ।
ଏହି ଉପାୟ କରିବା ଦ୍ବାରା ଆପଣଙ୍କ ଉପରେ କଳାଯାଦୁ ବା ଔଷଧର ପ୍ରଭାବ କରାଯାଇଥିବା ସେହି ଖରାପ ଶକ୍ତିର ପ୍ରଭାବ ନଷ୍ଟ ହୋଇଯିବ। ଓ ଭଗବାନ ନରସିଂହ କାରଣରୁ ଆପଣଙ୍କ ଉପରେ କରଯାଇଥିବା କଳା ନଜର ବି ଶେଷ ହେଇଯିବ। 
୩:- ବନ୍ଧୁଗଣ କାହାର ଖରାପ ନଜର କାରଣରୁ ଆପଣ ସୁସ୍ଥ ରହିପାରନ୍ତିନାହିଁ ବା ଲମ୍ବା ସମୟ ଧରି ଆପଣଙ୍କ ରୋଗ ଭଲ ହେଇପାରେନାହିଁ। ତେଣୁ ହୋଲିକା ଦହନ ପୂଜା ସମୟରେ ଆପଣ ଗୋମତୀ ଚକ୍ର ଆଣିକି ତାହା ସହ ଏହି ହୋଲି ଦିନ ହିଁ
ହୋଲିର ଅଗ୍ନିରେ ତା'ର ଚାରିପଟେ ଗୋମତୀ ଚକ୍ର ସହ ହିଁ ସାତଥର ପରିକ୍ରମା କରିବାର ଅଛି। ଏହି ଉପାୟ କରିବା ଦ୍ବାରା ଆପଣଙ୍କ ଉପରେ ଲାଗିଥିବା ଖରାପ ନଜର, ଶତ୍ରୁ ମାନଙ୍କର ଭୟ ଓ ସ୍ଵାସ୍ଥ୍ୟ ସମ୍ପର୍କୀୟ ସବୁ ସମସ୍ୟା ଗୁଡିକ ଧିରେ ଧିରେ ଦୂରୀଭୂତ ହେଇଯିବ।
୪:- ବନ୍ଧୁଗଣ ଆପଣ ହୋଲି ଦିନ ହୋଲିକା ଦହନର ପୂଜା ପରେ ପରେ ତା'ର ଅଙ୍ଗାର ଗୁଡିକ ଟିକେ ନିଜ ସାଙ୍ଗରେ ଘରକୁ ନେଇଆସିବେ ବା ନିଜର ବେପାରରେ ବା ବାଣିଜ୍ୟ ସ୍ଥାନରେ ଯେଉଁ ଠାରେ ଆପଣଙ୍କର ବିଜନେସ ଚାଲିଥିବ।
ସେହି ସ୍ଥାନରେ ଟିକେ ଲୁଣ ସହ ଏହାକୁ ମିଶାଇକି ଗୋଟେ କପଡ଼ାରେ ବାନ୍ଧିକି ରଖିନିଅନ୍ତୁ। ଏବଂ ଯଦି ଆପଣ ଏହାକୁ ଘରେ ରଖିବାକୁ ଚାହୁଁଛନ୍ତି ତାହେଲେ ଚଉରା ତୁଳସୀ ଗଛ ସହ ଏହାକୁ ମାଟିରେ ମିଶାଇ ନିଅନ୍ତୁ ଓ ପ୍ରତିଦିନ ଏହାର ସାମ୍ନାରେ ଦୀପ ନିହାତି ଜାଳନ୍ତୁ। ଏହା କରିବା ଦ୍ବାରା ବେପାର ବାଣିଜ୍ୟ ଆସୁଥିବା ସମସ୍ୟା ଗୁଡିକ ଧିରେ ଧିରେ ଦୂର ହୋଇଯାଏ।
୫:- ବନ୍ଧୁଗଣ ଯଦି ଆପଣ ଭୂତ୍, ପ୍ରେତ ବା କୌଣସି ପ୍ରକାରର ଭୟ ଆପଣଙ୍କୁ ସବୁ ବେଳେ ଡରଉଥାଏ ତାହାଲେ ଆପଣ ଏହି ହୋଲି ଦିନ ହୋଲିକା ଦହନ ପୂଜାଠାରୁ ବଜରଙ୍ଗି ପାଠ ଅବଶ୍ୟ ଆରମ୍ଭ କରିନେବେ ଓ ଏହାକୁ ଲଗାତାର ଚାଳିଶି ଦିନ ପର୍ଯ୍ୟନ୍ତ କରିବାର ଅଛି। ଏହି ପାଠକୁ ମନଦେଇ ଚାଳିଶି ଦିନ ପର୍ଯ୍ୟନ୍ତ କଲେ ଆପଣଙ୍କର ସବୁ ଭୟ ଧିରେ ଧିରେ ଦୂରୀଭୂତ ହେବାକୁ ଲାଗିଥାଏ।