Movie prime

ଭଗବାନଙ୍କ ନାମନେଇ ବାଛନ୍ତୁ ଗୋଟିଏ ଆଉ ଜାଣନ୍ତୁ କାହିଁକି ଆପଣଙ୍କ ଜୀବନର ଆସୁଛି ଏତେ ଅସୁବିଧା

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଭଗବାନଙ୍କ ନାମ ନେଇ ଗୋଟିଏ ନମ୍ବର ବାଛନ୍ତୁ ଏବଂ ଦେଖିବେ ଆପଣଙ୍କୁ କେଉଁ ଖୁସି ଖବର ମିଳିବ। ଯଦି ଆପଣଙ୍କର ଭଗବାନଙ୍କ ଉପରେ ବିଶ୍ବାସ ଥାଏ ଆଉ ଭରଷା ଥାଏ ତାହେଲେ ଏହି ଭିଡିଓଟିକୁ ନିଶ୍ଚୟ ଦେଖନ୍ତୁ ।
ଦୁନିଆରେ ଏମିତି କେହି ବି ଲୋକ ନାହାଁନ୍ତି ଯାହା ଜୀବନରେ ଦୁଃଖ ନାହିଁ ଏବଂ କଷ୍ଟ ନାହିଁ । ଭଗବାନ ସମସ୍ତଙ୍କୁ ଦୁଃଖ ଆଉ କଷ୍ଟ ଏବଂ ଯନ୍ତ୍ରଣା ଦେଇଥାନ୍ତି । ସମସ୍ୟା ପୂର୍ବରୁ ସମାଧାନ ତିଆରି ହୋଇଥାଏ । ସବୁକିଛି ଆମକୁ କର୍ମ ଦ୍ଵାରା ପ୍ରାପ୍ତ ହେବ ବୋଲି କିଏ ବା ଜାଣିଛି । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦୁଇଟି ଛବି ଭିତରୁ ଗୋଟିଏ ବାଛନ୍ତୁ।
Y
୧- ଆପଣ ଯଦି ଏକ ନମ୍ବର ଛବିଟିକୁ ବାଛିଛନ୍ତି ତେବେ ଆପଣଙ୍କ କାର୍ଯ୍ୟ ଶୁଭପ୍ରଦ ରହିବ। ମନ୍ଦ ଦଶା ଖୁବ କମ ସମୟ ମଧ୍ୟରେ ଦୂର ହେବାକୁ ଯାଉଛି। ଆପଣ ବୁଦ୍ଧି ଖର୍ଚ୍ଚ କରି ଚନ୍ଦ୍ର କାନ୍ତି ମଣି ଗୋଟିଏ ରୌପ୍ୟ ମୁଦ୍ରିକାରେ ସାରା ଜୀବନ ଧାରଣ କରନ୍ତୁ ଏହା ଆପଣଙ୍କ ପାଇଁ ଲାଭକାରୀ ରହିବ। ବର୍ତ୍ତମାନ ଯେଉଁ କଥା ଲାଗି ଆପଣ ବ୍ୟସ୍ତତା ରହୁଛନ୍ତି ତାହାର ଶୀଘ୍ର ହିଁ ସମାଧାନ ହୋଇଯିବ।
ଆପଣ ନିଜେ ପରିଶ୍ରମ କରି ଅର୍ଜିତ କରୁଥିବା ଧନକୁ ଅଯଥାରେ ଖର୍ଚ୍ଚ କରନ୍ତୁ ନାହିଁ କାରଣ ଆପଣଙ୍କ ମଧ୍ୟରେ ଏବେ ଏକ ଦୁର୍ଗୁଣ ଅଛି ଯେ ଆପଣ ଅଯଥା ଖର୍ଚ୍ଚ ବହୁତ କରନ୍ତି। ତେବେ ଏହି ଗୁଣକୁ ଆପଣ ତ୍ୟାଗ କରନ୍ତୁ। ଆପଣ ଯାହା ଧନ ରୋଜଗାର କରୁଛନ୍ତି ସଞ୍ଚୟ କରିବା ପାଇଁ ଚେଷ୍ଟା କରନ୍ତୁ। ଦେଖିବେ ନିଶ୍ଚୟ ଜୀବନରେ ବଡ଼ ଧରଣର ପରିବର୍ତ୍ତନ ଅନୁଭବ କରିବେ। ଆପଣ ଯେଉଁ କାର୍ଯ୍ୟରେ ଅଛନ୍ତି ସେହି କାର୍ଯ୍ୟ ପ୍ରତି ଅଧିକରୁ ଅଧିକ ଧ୍ୟାନ ଦିଅନ୍ତୁ।
୨- ଆପଣ ଯଦି ଦୁଇ ନମ୍ବର ଛବିକୁ ବାଛିଛନ୍ତି ତେବେ ଆପଣ ବର୍ତ୍ତମାନ ବହୁ ଚିନ୍ତାରେ ବ୍ୟତିବ୍ୟସ୍ତ ସନ୍ତାନ ମାନଙ୍କୁ ନେଇ କଷ୍ଟ ଭୋଗୁଛନ୍ତି। ମନ ମଧ୍ୟରେ ଅନେକ ଉଦବେଗ ଜାତ ହେଉଛି, ଯାହା ଭାବୁଛନ୍ତି ସେହି କାର୍ଯ୍ୟକୁ କରି ପାରୁ ନାହାଁନ୍ତି। ଅନ୍ୟମାନଙ୍କ ଲାଗି ଆପଣ ବିଶେଷ ଚିନ୍ତା କରୁଛନ୍ତି।
Gh
ବର୍ତ୍ତମା ଆପଣ ଏକ ସୈତାନ ମଣିଷ ହାବୁଡ଼ରେ ପଡ଼ି ଯାଇଛନ୍ତି। ମିତ୍ର ପରିଜନ ମାନେ ବର୍ତ୍ତମାନ ଦୂରେଇ ଯାଇଛନ୍ତି ରାଜ କାର୍ଯ୍ୟରେ ନିଷ୍ପଳତା
ମିଳୁଛି ସମସ୍ତ ଲାଭ କାର୍ଯ୍ୟରେ କ୍ଷତି ମିଳୁଛି। ଯେତେ ପରିମାଣରେ ଖର୍ଚ୍ଚ କଲେ ସେତେ ପରିମାଣର କ୍ଷତି ସହୁଛନ୍ତି। ପରିବାର ବର୍ଗ ଆପଣଙ୍କୁ ବିଶେଷ କ୍ଷତି କରାଉଛନ୍ତି।
ଦେଖନ୍ତୁ ଶୁଭ ସମୟ ଆପଣଙ୍କ ନିକଟରେ ଯେଉଁ ଦିନ ମଙ୍ଗଳବାର ହୋଇଥିବ ଆପଣଙ୍କ ଶୁଭ ସମୟ ସେହିଦିନ ଠାରୁ ଆରମ୍ଭ ହେବ। ତେବେ ଆପଣଙ୍କ ସେହିଦିନ ଠାରୁ ଜୀବନରେ ବଡ଼ ପରିବର୍ତ୍ତନ ଆରମ୍ଭ ହେବ।