Movie prime

ମହାଭାରତରେ ସର୍ବ ପ୍ରଥମେ ଦ୍ରୌପଦୀ ଆରମ୍ଭ କରିଥିଲେ ଗୁପଚୁପ ଦେଖନ୍ତୁ କଣ କହୁଛି ପୁରାଣ କଥା

 
Yu
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିପାରିବେ ।
ଆପଣମାନେ ସମସ୍ତେ ତ ଗୁପଚୁପ ଖାଇଥିବେ । ଆଉ ଏହି ଗୁପଚୁପ ଛୋଟ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ଭଲ ଲାଗିଥାଏ । ଆଉ ଏହି ଗୁପଚୁପ ଦୋକାନ ପାଖରେ ସବୁବେଳେ ଭିଡ ଲାଗିଥାଏ । 
Hh
ଏବେ ଏହି ଗୁପଚୁପକୁ ନେଇ କିଛି ଖବର ଆସିଛି । ଏହି ଗୁପଚୁପ କେଉଁ ଯୁଗରୁ ଆରମ୍ଭ ହୋଇଛି ତାହା କଣ ଆପଣମାନେ ଜାଣିଛନ୍ତି କି । କେଉଁଠୁ ଆସିଲା ଏହି ଗୁପଚୁପ ? ମହାଭାରତ ସହିତ ଜଡିତ ରହିଛି ଏହି ଗୁପଚୁପ ।
ଆପଣମାନେ ଏହି କଥାକୁ ବିଶ୍ବାସ କରୁ ନଥିବେ କିନ୍ତୁ ଏହା ସତ୍ୟ ଅଟେ । ଆପଣମାନେ ଜାଣିଛନ୍ତି କି ଦ୍ରୌପଦୀ ପଞ୍ଚୁ ପାଣ୍ଡବଙ୍କ ପାଇଁ ପ୍ରଥମେ ଗୁପଚୁପ ତିଆରି କରିଥିଲେ । ଗୁପଚୁପକୁ ନେଇ ଏକ ଲୋକପ୍ରିୟ କାହାଣୀ ମଧ୍ୟ ରହିଛି । ଗୁପଚୁପ ନାଁ ଶୁଣିଲେ ପାଟିରେ ପାଣି ଆସି ଯାଇଥାଏ ।
ଗୁପଚୁପ ଏକ ଏଭଳି ଜିନିଷ ଯାହା ନାଁ ଶୁଣିଲେ ସମସ୍ତଙ୍କ ପାଟିରେ ପାଣି ଆସି ଯାଇଥାଏ । ଗୁପଚୁପ, ଗୋଲଗପା, ପାନିପୁରୀ ଏବଂ ପୁଚକା ଏହି ନାମ ସବୁ ଅଲଗା ଅଲଗା କିନ୍ତୁ ଏହି ନାଁ ଶୁଣିଲେ ସମସ୍ତଙ୍କ ମୁହଁରେ ପାଣି ଆସି ଯାଇଥାଏ ।
Hh
ଏକ ଚଟପଟା ସ୍ଵାଦ ମନରେ ଆସି ଯାଇଥାଏ । ଏହା ଏକ ଷ୍ଟ୍ରିଟ ଫୁଡ୍ ଅଟେ । ରାଜ୍ୟ, ଦେଶ ଏବଂ ବିଦେଶରେ ଏହାର ଚାହିଦା ରହିଛି । ଏହା ମହାଭାରତ ସହିତ ଜଡ଼ିତ ବୋଲି ଜଣାପଡିଛି । ଏହି ବିଷୟରେ ଜାଣି ରଖନ୍ତୁ । ଏହା ସତରେ ସମସ୍ତଙ୍କୁ ଜାଣିବା ଉଚିତ୍ । 
ଦ୍ରୌପଦୀ ପାଣ୍ଡବଙ୍କୁ ବିବାହ କରିବା ପରେ ଯେତେବେଳେ ଘରକୁ ଫେରିଥିଲେ ସେତେବେଳେ ତାଙ୍କ ଶାଶୁ କୁନ୍ତି ତାଙ୍କୁ ଏକ କାର୍ଯ୍ୟ ଦେଇଥିଲେ । ସେତେବେଳେ ପାଣ୍ଡବମାନେ ବନବାସରେ ସମୟ ବିତାଉଥିଲେ । ଆଉ ସେତେବେଳେ ତାଙ୍କର ଅଭାବ ସମୟ ଥିଲା । ତାଙ୍କ ମାଆ ଦ୍ରୌପଦୀ ତାଙ୍କ ପୁଅଙ୍କ ସହିତ ରହି ପାରିବେ କି ନାହିଁ ।
ଏନେଇ ପରୀକ୍ଷା କରିବାକୁ ଦ୍ରୌପଦୀଙ୍କୁ କିଛି ବଳକା ପନିପରିବା ଆଉ ଗହମ ଦେଇଥିଲେ । ଏହିଥିରେ ଦ୍ରୌପଦୀ ଗୁପଚୁପ ବନାଇଥିଲେ । ଏହି ସମୟରୁ ଗୁପଚୁପ ଆରମ୍ଭ ହୋଇଥିଲା ଆଉ ଐତିହାସିକ ତଥ୍ୟ ଅନୁସାରେ ଗୁପଚୁପ ମଗଧରେ ତିଆରି ହୋଇଥିଲା । ଏଭଳି ଅନେକ କଥା ଗୁପଚୁପକୁ ନେଇ ଆସିଛି ।